ଆଜିକାଲିର ଛାତ୍ର ଛାତ୍ରୀ ମାନେ ପୁସ୍ତକ ଜ୍ଞାନ ଅଧିକ ଗରୁତ୍ବ ଦେଉଛନ୍ତି। ଯାହା ଫଳରେ ତାଙ୍କର ଅଧକ ମାର୍କ ରଖୁଛନ୍ତି କିନ୍ତୁ ସେମାନଙ୍କର ବାହାର ଦୁନିଆ ଉପରେ କୌଣସି ଜ୍ଞାନ ରହିନାହିଁ। ଆଜିକାଲି ଦୁନିଆ ବହୁତ ଆଗକୁ ଗଲାଣି ଟେକ୍ନୋଲୋଜି ମାଧ୍ୟମରେ ।ଏହି ଟେକ୍ନୋଲୋଜି ଦ୍ୱାରା ସାରା ବିଶ୍ୱ ନୂତନ ଜିନିଷର ଉଭାବନ କରୁଛନ୍ତି। କେବଳ ଯେ ପାଠ୍ୟ ପୁସ୍ତକ ପଢି ଦେଲେ ଜ୍ଞାନ ହୋଇଯିବ ତାହା ନୁହେଁ । ତେବେ ଆଜିକାଲି ଚାକିରୀ କ୍ଷେତ୍ରରେ ଯେଉଁଭଳି ଇଣ୍ଟରଭିଉ ହେଉଛି ସେ ସବୁକୁ ଉତ୍ତୀର୍ଣ୍ଣ ହେବା ପାଇଁ ବାହାର ଜ୍ଞାନର ରହିଛି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ସମ୍ପର୍କରେ ଯାହା ଦ୍ୱାରା ଆପଣ ମାନେ IAS ଭଳି କୃତକାର୍ଯ୍ୟ ହୋଇପାରିବେ।
1- କୁହନ୍ତୁ ସେ କଣ ଅଟେ ଯାହା ଯାହାଙ୍କ ପାଖରେ ଥାଏ ସେ ତାକୁ ହାତରେ ଧରିକି ଆଗ ପଛ କରିଥାଏ ଏବଂ ଯାହାଙ୍କ ପାଖରେ ନଥାଏ ସେ ଆଙ୍ଗୁଳି ପୁରେଇକି କରିଥାଏ ?
ଉତ୍ତର- ତୁଥବ୍ରଶ ।
2- କାହାକୁ ଦେଖିକରି ଝିଅ ଡରି ଯାଇଥାଏ ଏବଂ ନିଜ ଭିତରକୁ ପୁରେଇବାକୁ ଦେଇ ନଥାଏ ହେଲେ ପୁରେଇବା ଵାଲା ଜବରଦସ୍ତ ପୁରେଇ ଦେଇଥାଏ ?
ଉତ୍ତର- ଇଞ୍ଜେକ୍ସନ ।
3- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?
ଉତ୍ତର- ତାମିଲନାଡୁ ।
4- ବର୍ତ୍ତମାନ ଯୁଗରେ କେଉଁ ଜିନିଷ ଲୋକମାନେ ସବୁଠାରୁ ଅଧିକ ମାରନ୍ତି ?
ଉତ୍ତର- missed call ।
5- ଗୋଟିଏ ପୁଅ ଗୋଟିଏ ଝିଅ କୁ ଦେଖିବାକୁ ଗଲା ଏବଂ ବହୁତ ସାହସ କରି ଝିଅଟିକୁ କହିଲା : ମୋତେ ତମ ସୁସୁ କରିବା ଵାଲା ଜାଗା ଦେଖାଅ ,ତେବେ ଝିଅଟି କଣ ଦେଖାଇଲା ?
ଉତ୍ତର- ବାଥରୁମ ।
6- କେଉଁ ତିନୋଟି ଅକ୍ଷର ଗୋଟିଏ ଛୋଟ ଝିଅକୁ ସ୍ତ୍ରୀ ଲୋକ କରିଦିଏ ?
ଉତ୍ତର- ବୟସ ।
7- ଝିଅଟି ଲୁଚେଇ ଥାଏ ଏବଂ ପଇସା ନେଇକି ଦେଇ ଦେଇଥାଏ ,କୁହନ୍ତୁ ସେଇଟା କଣ ?
ଉତ୍ତର- ଭେଣେଇର ଜୋତା ।
8- ମଉକା ମିଳିଗଲା ମାତ୍ରକେ ପୁଅ ଟି ଝିଅର ମାରିଦେଲା, କୁହନ୍ତୁ ସେଇଟା କଣ ?
ଉତ୍ତର- ପକେଟ ।
9- ଭାରତର କେଉଁ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?
ଉତ୍ତର- ମଟୁଙ୍ଗା ରେଲୂୱେ ଷ୍ଟେସନ ।
10-ତାହା କଣ ଭାଇର ଦୁଇଟି ଭଉଣୀର ତିନୋଟି ଥାଏ ?
ଉତ୍ତର- ଅକ୍ଷର ।
11- ଯେତେବେଳେ ଝିଅମାନେ ଦୌଡ଼ି ଥାଆନ୍ତି ତାଙ୍କର କଣ ଉପର ତଳ ହୋଇ ଚାଲିଥାଏ ?
ଉତ୍ତର- ଡ୍ରେସ/ ପୋଷାକ ।
12- Wi-Fi କେତେଦୂର ପର୍ଯ୍ୟନ୍ତ connect ହୋଇଥାଏ ?
ଉତ୍ତର- 92 ମିଟର ପର୍ଯ୍ୟନ୍ତ ।
13- କେଉଁ ଦେଶରେ ବହୁତ ଅଧିକ ଗରମ ହେଲେ ବି ମଧ୍ୟ ସେଠାକାର ସମସ୍ତ ଲୋକ ଗୋରା ହୋଇ ଥାଆନ୍ତି ?
ଉତ୍ତର- ଆରବ ଦେଶ ।
14- ଝିଅ ମାନଙ୍କର ଶରୀରର କେଉଁ ଜିନିଷ ଆମେ ଖାଇପାରୁ ଏବଂ ପିନ୍ଧୁ ପାରୁ ?
ଉତ୍ତର- ଲବଙ୍ଗ ।
15- 5 ରୁ 2 କେମିତି କାଢି ନେଲେ ତାହା ୪ ହୋଇଯିବ ?
ଉତ୍ତର – FIVE ।
16- କେଉଁ ଦେଶରେ ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ?
ଉତ୍ତର- କୁଏତ ଦେଶ ।
17- କେଉଁ ପ୍ରାଣୀର ରକ୍ତ ନୀଳ ଅଟେ ?
ଉତ୍ତର – ଅକ୍ଟୋପସ ।
18- କେଉଁ ପ୍ରାଣୀ ଉଭୟ କ୍ଷୀର ଏବଂ ଅଣ୍ଡା ଦେଇ ଥାଏ ?
ଉତ୍ତର- ପ୍ଲାଟିପସ ।
19- ମହିଳା ମାନେ ତାଙ୍କ ଶାଢ଼ୀ ତଳେ କଣ ପିନ୍ଧନ୍ତି ?
ଉତ୍ତର- ଚପଲ ।
20- ସେଇଟା କଣ ଯାହା ଝିଅ ମାନଙ୍କୁ ପ୍ରଥମ ଥର କଲା ବେଳେ କଷ୍ଟ ହୁଏ ?
ଉତ୍ତର- କାନ ଫୋଡିଲା ବେଳେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।