Ias Interview – ତାହା କଣ ଯାହା ପାଣିରେ ରହିଲେ ମଧ୍ୟ ଓଦା ହୁଏ ନାହିଁ ? ସାହସ ଅଛି ତ ଉତ୍ତର ଦେଇ କି ଦେଖାଅ

ତେବେ ବନ୍ଧୁଗଣ ଆମେ ମାନେ ଜାଣିଛି କି ବହୁତ ପୁରାତନ କାଳଠୁ ନେଇକି ଆଜି ପର୍ଯ୍ୟନ୍ତ ଢୋଗ ଆଉ ରୂଢି ଆମ ଓଡିଶା ରେ ରହି ଆସୁଅଛି | ଆଉ ତାହା ବ୍ୟତୀତ କିଛି ସାଧାରଣ ଜ୍ଞାନ ମଧ୍ୟ ରହିଛି ଯାହାକୁ ଜାଣିବା ନିହାତି ଆବଶ୍ୟକ ହୋଇଥାଏ |ଆଉ ଢୋଗ କୁ ନେଇକି ଆମର ପ୍ରାଚୀନ ସଭ୍ୟତା ପାଖରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସବୁଠି ଆମ ଓଡିଶା ନିଜର ଗୋଟିଏ ବେଶ ଭଲ ସ୍ୱତନ୍ତ୍ର ଅର୍ଜନ କରି ଆସିଛି | ତେବେ ବର୍ତ୍ତମାନ ସେହି ଭଳି କିଛି ଢୋଗ ରେ ଥିବା ପ୍ରଶ୍ନ ଉପରେ ଆମେମାନେ ଆଲୋଚନା କରିବା | ଆଉ ଯାହାକୁ ଆମେ ବ୍ୟବହାର କରିକି ଆମେ କିଛି ନୂଆ ନୂଆ କଥା ମଧ୍ୟ ଜାଣିପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ସବୁ ପ୍ରଶ୍ନ ଆଉ ଢୋଗ ଉପରେ ଆଲୋଚନା କରିବା |

ତେବେ ଢୋଗ ରେ ଏମିତି ଜିଣିଷ ରହିଥାଏ ଯାହା ପିଲା ମାନଙ୍କୁ କିଛି ନୂଆ ଜ୍ଞାନ ର ଶିକ୍ଷା ମଧ୍ୟ ଦେଇଥାଏ |ତେବେ ଆମେ ଜାଣିଛୁ କି ଆମ ଓଡିଶା ରେ ଢୋଗ କୁ ନେଇକି ବହୁତ ନାଁ ରହିଛି | ତେବେ ଆମେ ଏହି ଢୋଗ କୁ ବ୍ୟବହାର କରି ଅନେକ ସମୟରେ କଥା ବାର୍ତ୍ତା ହେଇଥାଉ ଯାହା ଆମକୁ ବହୁତ ଭଲ ମଧ୍ୟ ଲାଗିଥାଏ |ତେବେ ସେମିତି କିଛି ଢୋଗ ବିଷୟରେ ଆଲୋଚନା କରିବା |

ପ୍ରଶ୍ନ 1:-ସବୁ କିଛି ଲେଖା ହେଉଛି କିନ୍ତୁ କେହି ପଢି ପାରୁ ନାହାନ୍ତି, ସେଇଟା କଣ?
ଉତ୍ତର :- ଭାଗ୍ୟ

ପ୍ରଶ୍ନ 2:-ଭାରତର କେଉଁ ସହରକୁ ବ୍ଲୁ ସିଟି ବା ଭାରତର ନୀଳ ସହର ବୋଲି କୁହାଯାଇଥାଏ?
ଉତ୍ତର :-ଯୋଧପୁର

ପ୍ରଶ୍ନ 3:-ରାମାୟଣ କଥା ଅନୁସାରେ ରାଜା ଦଶରଥ ଆଉ କୌଶଲ୍ୟା ଙ୍କ ଝିଅ ଙ୍କ ନାଁ କଣ ଥିଲା?
ଉତ୍ତର :-ଶାନ୍ତା

ପ୍ରଶ୍ନ 4:-ତାହା କଣ ଯାହାକୁ ଆପଣ କୋଉଠି ନାଁ କୋଉଠି ଛାଡି ଦେଇଥାନ୍ତି କିନ୍ତୁ ତାହା ତଥାପି ଆପଣଙ୍କ ପାଖରେ ଥାଏ?
ଉତ୍ତର :-ଟିପ ଚି଼ହ୍ନ

ପ୍ରଶ୍ନ 5:-ପୃଥିବୀର ସବୁଠାରୁ ନିକଟ ତମ ଗ୍ରହ ର ନାମ କଣ?
ଉତ୍ତର :- ଶୁକ୍ର ଗ୍ରହ

ପ୍ରଶ୍ନ 6:-କୌଣସି ୱେବସାଇଡ ର ପ୍ରଥମ ପୃଷ୍ଠା କୁ କଣ କୁହାଯାଏ?
ଉତ୍ତର :- ହୋମପେଜ

ପ୍ରଶ୍ନ 7:-ତାହା କଣ ଯାହା ପାଣିରେ ମଧ୍ୟ ଓଦା ହୁଏ ନାହିଁ?
ଉତ୍ତର :- ଛାଇ

ପ୍ରଶ୍ନ 8:-ଗାଡିର ପଛ ପଟର ଦୃଶ୍ୟ କୁ ଦେଖିବା ପାଇଁ କେଉଁ ପ୍ରକାରର ଦର୍ପଣ ବ୍ୟବହାର କରାଯାଏ?
ଉତ୍ତର :-ଉତ୍ତଳ

ପ୍ରଶ୍ନ 9:-ସେ କିଏ ଯିଏ ନିଦ ରେ ମଧ୍ୟ ଛିଡା ହୋଇଥାଏ?
ଉତ୍ତର :- ଘୋଡା

ପ୍ରଶ୍ନ 10:- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପାଣି ପିଇବାକୁ ଦେଲେ ମରିଯାଏ?
ଉତ୍ତର :-ନିଆଁ

ତେବେ ଏହା ଥିଲା ଆଜିର ଆମେ ଜାଣିଥିବ କେତେକ ଢୋଗ ଯାହା ଆମର ବହୁତ କାମରେ ଆସିଥାଏ ଓ ବହୁତ କଥା ଶିଖାଇଥାଏ ମଧ୍ୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment