ତାଲା ସାହାଯ୍ୟରେ ହସ୍ତମୈଥୁନ କରିବା ପଡିଲା ମହଙ୍ଗା, ଫସି ରହିଗଲା ତାଲା ଆଉ ତା’ ପରେ….

ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ କଣ ଏମିତି ବି ହେଇପାରେ। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତା ମଧ୍ୟରୁ କିଛି ଘଟଣା ବେଶ୍ ଭାଇରାଲ ହୋଇଥାଏ। ତେବେ ଅନେକ ପ୍ରକାର ଏମିତି ଘଟଣା ଅଛି ଯାହା ଆମ ସମ୍ମୁଖକୁ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ ଏବଂ ଏହା ସହଜରେ ବିଶ୍ବାସ ର ବିଷୟ ହୋଇ ନଥାଏ। ସେହିପରି ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ଏକ ଅଜିବ ଘଟଣା।

ଯାହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି। ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ଏବଂ ଏହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ।ଅଳ୍ପ ସମୟ ମଧ୍ୟରେ ତାହା ଆମ ସମ୍ମୁଖରେ ଆସି ପହଞ୍ଚି ଯାଇଥାଏ ଏଵଂ ଆମେ ସେ ବିଷୟରେ ଜାଣିବାର ସୁଯୋଗ ପାଇଥାଉ। ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ଘଟଣା ବିଷୟରେ ଯେଉଁ ଘଟଣାଟି ଘଟିଛି ଥାଇଲାଣ୍ଡ ରେ। ଏଠାରେ ଜଣେ ବ୍ୟକ୍ତିଙ୍କର ଯୌନାଂଗ ଦୀର୍ଘ ଦୁଇ ସପ୍ତାହ ଧରି ଅଟକି ରହିଥିଲା ଏକ ତାଲା ଭିତରେ।

ପରେ ଯେତେବେଳେ ଯନ୍ତ୍ରଣା ଅସହ୍ୟ ହୋଇ ପଡ଼ିଲା ସେତେବେଳ ତାଙ୍କୁ ହସ୍ପିଟାଲ୍ କୁ ନିଆ ଯାଇଥିଲା ଏବଂ ସେଠାରେ ଡାକ୍ତର ଏକ ଇଲେକ୍ଟ୍ରିକାଲ କଟର ବ୍ୟବହାର କରି ବ୍ୟକ୍ତିଙ୍କ ଯୌନାଂଗ ରୁ ତାଲାକୁ ହଟାଇଥିଲେ। ତେବେ ଘଟଣା ସଂପର୍କରେ ଯାହା ଜଣା ପଡିଛି ଏହି ୩୮ ବର୍ଷୀୟ ଯୁବକ ଜଣଙ୍କ ଯିଏକି ଅବିବାହିତ ରହିଛନ୍ତି ସେ ଏକ ତାଲା ସାହାଯ୍ୟରେ ହସ୍ତ ମୈଥୁନ କରୁଥିଲେ। ଆଉ ଏହି ସମୟରେ ସେ ତାଲାର ଚାବି ହଜାଇ ଦେଇଥିବାରୁ ତାଙ୍କ ଯୌନାଂଗ ତାଲାରେ ଫସି ରହି ଯାଇଥିଲା।ପରେ ଏହି କାରଣରୁ ସେ ବହୁତ୍ କଷ୍ଟ ବି ପାଇଲେ କିନ୍ତୁ ଏକଥା ଲାଜରେ କାହାକୁ କହି ପାରୁ ନଥିଲେ।

ତାଙ୍କ ମାଆ ବି ଏ ବିଷୟରେ ଅବଗତ ନଥିଲେ।ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଏ ବିଷୟରେ କହିବା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ଏବଂ କଟର ଦ୍ବାରା କାଟି ତାଲାକୁ ବାହାର କରା ଯାଇଥିଲା। କିନ୍ତୁ ଏହା ପରେ ଉକ୍ତ ଯୁବକଙ୍କ ଯୌନାଂଗ ରେ ସଂକ୍ରମଣ ହୋଇଥିବା ଏବଂ ଏହା ବିକୃତ ହୋଇ ଯାଇଥିବା ଡାକ୍ତର କହିଥିଲେ। ତେବେ ଏପରି ଭୁଲ୍ ପଦକ୍ଷେପ କିପରି ପ୍ରଭାବ ପକାଇଥାଏ ତାହା ଆପଣ ଏହି ଘଟଣାରୁ ଜାଣି ପାରୁଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment