ଦେଖନ୍ତୁ Viral ଭିଡ଼ିଓ : ତମ ଇସ୍କୁଲ୍ ଇସ୍କୁଲ୍, ଆମ ଇସ୍କୁଲ୍ କ’ଣ ସୁଇମିଂ ପୂଲ୍, ପିଲାଟିର ଡାଇଲଗ ନିଆଁ ଭଳି ଭାଇରାଲ ହେଉଛି…

0

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୋଟିଏ ଜାଗାରେ ବସି ଖୁବ ସହଜରେ ନିଜ ମୋବାଇଲ ଫୋନରେ ଦେଶ ଦୁନିଆ ବିଷୟରେ ଜାଣିପାରୁ। ତେବେ ସୋସିଆଲ ମିଡିଆ ଏଭଳି ଏକ ମାଧ୍ୟମ ଯେଉଁଥିରେ ନିଜର ଟେଲେଣ୍ଟ ଦେଖାଇବାର ବଳିଷ୍ଟ ମାଧ୍ୟମ, ଧନୀ ହେଉ କିମ୍ବା ଗରିବ ହେଉ ଯଦି ଟେଲେଣ୍ଟ ଅଛି ତାହାଲେ ସେମାନେ ରାତା ରାତି ଷ୍ଟାର ବନି ଯାଆନ୍ତି। ଯେକୌଣସି କଳାକୁ ସୋସିଆଲ ମିଡିଆରେ ଦେଖାଇ ପାରିବେ। ଯଦି ତାହା ଦର୍ଶକଙ୍କୁ ଭଲ ଲାଗିଲା ତାହାଲେ ସେମାନେ, ସେମାନଙ୍କ ଭିଡ଼ିଓ ରାତାରାତି ଭାଇରାଲ ହେବାରେ ଲାଗିଛି। ଏପରି ଭାବରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ।ତେବେ ଘଟଣାଟି ହେଉଛି,ଜଣେ ଛୋଟ ବାଳକଟି ଦଶମ ଶ୍ରେଣୀ ଫଳାଫଳ ଉପୁଜୁଥିବା ଦ୍ଵନ୍ଦକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଠୋକର ଗାଁ ର କିଷାନ ବେହେରା ନାମକ ଜଣେ ବାଳକ ଅଟନ୍ତି, ତାଙ୍କର ବୟସ ମାତ୍ର 10 ବର୍ଷ, ଦଶମ ଶ୍ରେଣୀ ଫଳାଫଳ ଉପୁଜୁଥିବା ଦ୍ୱନ୍ଦକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ସେହି ଛୋଟ ବାଳକଟିର ପ୍ରସ୍ତୁତ ହୋଇଥିଲା। ସେ ଏଭଳି ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯାହାକି, 20 ସେକେଣ୍ଡରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଲା। ଏହି ଭିଡିଓ କୁ ନେଇ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଛି।

ସେହି ଛୋଟ ବାଳକଟିର ପାଠ ପଢା ସହିତ ଅଭିନୟ କ୍ଷେତ୍ରରେ ମଧ୍ୟ ବହୁତ ଆଗ୍ରହ ରହିଛି ବୋଲି ସେ ନିଜେ କହିଛନ୍ତି। ସେହି ଭିଡିଓକୁ ନେଇ ତାଙ୍କ ପରିବାର ଲୋକ ବହୁତ ଖୁସି ଥିବା ସଙ୍ଗେ ସଙ୍ଗେ ତାଙ୍କ ସାଙ୍ଗ ସାଥି ମାନେ ମଧ୍ୟ ବହୁତ ଖୁସି ଅଛନ୍ତି। ବରଗଡ଼ର ୟୁ ଟୁବ ଚ୍ୟାନେଲର ତାଙ୍କୁ କାମ କରିବା ପାଇଁ ଅଫର ଦେଲେଣି, ଭବିଷ୍ୟତରେ ପୁଅକୁ ଜଣେ ବଡ଼ ଅଭିନେତା ଭାବେ ଦେଖି ବାକୁ ଚାହିଁ ବସିଛନ୍ତି ତାଙ୍କ ପରିବାର ଲୋକେ, ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ତାଙ୍କ ପୁଅର ଇଛା ପୂରଣ କରିବେ ବୋଲି କହିଛନ୍ତି, ତାଙ୍କ ବାପା ମାଆ, ତେଣୁ ଆମେ ଭଗବାନଙ୍କ ନିକଟରେ ଏତିକି ପାର୍ଥନା କରୁଛୁ ଯେ, ସେ ଭବିଷ୍ୟତରେ ବହୁତ ଉଚ୍ଚକୁ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।