Sadhu Bani – ଟଙ୍କା ଗଣିଲା ବେଳେ ଛେପ ମାରି ଗଣିଲେ ଘରେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ

ତେବେ ଆମେ ମାନେ ଜାଣିଛୁ କି ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ଫଳରେ ତାହାର ବିଭିନ୍ନ ପ୍ରକାରର ପ୍ରଭାବ ଆପଣଙ୍କ ଉପରେ ପକାଇଥାଏ | ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କିଛି କାମ ରହିଛି ଯାହା ଆପଣଙ୍କର ଉପରେ କୁ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି | ଆଉ ସେହି ସବୁ ନିୟମ କୁ ଯଦି ଆପଣ ମାନେ ମାନିକି ଚଳିବେ ଓ ବାସ୍ତୁ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବେ ତାହେଲେ ସମସ୍ତ ପ୍ରକାରର ଶଙ୍କଟ ଦୂରେଇଯିବ ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା କଣ ସେମିତି କଥା ରହିଛି ଯାହାକୁ ବାସ୍ତୁ ଶାସ୍ତ୍ର ଅନୁସାରେ କରିବା ଯୋଗୁ ଆମର ତଥା ଆମର ଘର ଉପରେ ତାହାର ଖରାପ ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା |

କଣ କରିଲେ ଘର ଉପରେ ଖରାପ ପ୍ରଭାବ ପକାଇଥାଏ :-

1-ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଯଦି ଆପଣ ଘରେ ଶୋଉଥିବା ସ୍ଥାନରେ ବା ବେଡ଼ ଉପରେ ବସିକି ଖାଇବା ଖାଇବେ ତାହେଲେ ଆପଣଙ୍କର ଋଣ ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବ |

2-ରୋଷେଇ ଘରେ ଅଇଁଠା ବାସନ ରଖିବା ଅନୁଚିତ ଯଦି ତାହା କରନ୍ତି ତାହେଲେ ଘରେ ଆର୍ଥିକ ଶଙ୍କଟ ଦେଖା ଯିବ | ଏହା ଛଡା ଏହା ଅଶୁଭ ଓ ଅମଙ୍ଗଳ ମଧ୍ୟ ହୋଇଥାଏ |

3-ରାତିରେ ଗାଧୁଆ ଘରେ ବା ରୋଷେଇ ଘରେ ଖାଲି ବାଲଟି ରଖନ୍ତୁ ନାହିଁ ଯାହା ଅଶୁଭ ହେବା ସହିତ ଘର ଉପରେ ନକାରାତ୍ମକ ଶକ୍ତି ପଡିଥାଏ ବୋଲି କୁହାଯାଉଛି |

4-ସନ୍ଧ୍ୟା ସମୟରେ ଦାନ କରିବା ଅନୁଚିତ ଓ ଲୁଣ, କ୍ଷୀର, ଲହୁଣୀ ମଧ୍ୟ ଦେବା ଅନୁଚିତ ଯାହାର ଖରାପ ପ୍ରଭାବ ଘର ଉପରେ ପଡିଥାଏ |

5-ବିନା କାରଣରେ ଛେପ ପକାଇବା ଯୋଗୁ ବୁଧ ଓ ଶୁକ୍ର ଗ୍ରହର ଖରାପ ପ୍ରଭାବ ପଡିଥାଏ ଯାହା ଫଳରେ ସଂମାନ ହନି ହୋଇଥାଏ |

6-ଘରେ ଜୋତା ଓ ଚପଲ ଏଥି ସେଠି ପକାଇବା ଯୋଗୁ ଘରେ କଳି କଜିଆ ଅଧିକ ଲାଗିଥାଏ |

7- ଖାଇ ସାରିବା ପରେ ଅଇଁଠା ଥାଳି କୁ ଅଧିକ ସମୟ ନ ଧୋଇକି ରଖିବା ଓ ଥାଳି ରେ ହାତ ଧୋଇବା ମଧ୍ୟ ଖରାପ ଅଭ୍ୟାସ ହୋଇଥାଏ |

8-ଘରେ ପାଣି ଟେପ ରୁ ପାଣି ଅଯଥା ଲିକ କରିବା ଅନୁଚିତ ଯାହା ଯୋଗୁ ମାନସିକ ସମସ୍ୟା ଦେଖା ଯାଏ |

9-ଘରେ ବା ଘର ପାଖରେ ଶିଖି ଯାଇଥିବା ଓ ଅଧା ଶୁଖିଥିବା ଗଛ ରଖିବା ଅନୁଚିତ ଯାହା ଯୋଗୁ ଧନ ହନି ହୋଇଥାଏ |

10-ଘରେ ସୂର୍ଯ୍ୟାସ୍ତ ସମୟରେ ବା ପରେ କୌଣସି ଖଟା ଜିନିଷ ଦାନ କରିବା ଅନୁଚିତ ଯାହା ଯୋଗୁ ଘରର ଅମଙ୍ଗଳ ହୋଇଥାଏ |

11-କେବେବି ଅନ୍ୟ ମାନଙ୍କ ସହିତ କଥା ହେଲା ବେଳେ ବଡ଼ ପାଟିରେ କଥା ହେବା ଅନୁଚିତ ଯାହା ଯୋଗୁ ଗ୍ରହ ଦୋଷା ଦେଖା ଦେଇଥାଏ |

12-ପଇସା ଗଣୁଥିବା ବେଳେ ଛେପ ଲଗେଇକି ଗଣିବା ଅଶୁଭ ହୋଇଥାଏ ଏହା ଯୋଗୁ ଧନ ହାନି ହୁଏ ଓ ସ୍ୱାସ୍ଥ୍ୟ ହାନି ହୋଇଥାଏ |

ତେବେ ଏହା ଥିଲା ଘରେ କଣ କରିବା ଯୋଗୁ ତାହା ଆମ ଉପରେ ଖରାପ ପ୍ରଭାବ ପକାଇଥାଏ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment