ତପସ୍ୱିନୀକୁ ଏସିଡ଼ ମାଡ ଧମକ, ଜୀବନରୁ ମାରିଦେଲେ କାମ ଶେଷ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜରେ କିଛି ଲୋକମାନେ ନାରୀ ମାନଙ୍କୁ ସମ୍ନାନ ଦେଉ ନାହାଁନ୍ତି ସବୁବେଳେ ପାଇଁ ସମାଜରେ ନାରୀ ମାନଙ୍କ ପ୍ରତି ବହୁତ ଛଳନା ଓ ପ୍ରତାରଣା କରୁଛନ୍ତି। ନାରୀ ମାନେ ଯେତେବେଳେ ଆଉ ସହି ପାରନ୍ତି ନାହିଁ, ସେହି ସମୟରେ ସମାଜରେ ନାରୀ ମାନେ ତାଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ସବୁବେଳେ ପାଇଁ ଚେଷ୍ଟା କରି ଥାଆନ୍ତି ଓ ବହୁତ ସଂଘର୍ଷ ମଧ୍ୟ କରି ଥାଆନ୍ତି। ସେମାନଙ୍କ ପ୍ରତି ଯେତେ ବାଧା ବିଘ୍ନ ଆସିଲେ ବି ସେମିତି ସେ ଜିଦରେ ଅଟଳ ରହି ଥାଆନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତପସ୍ୱିନୀ ଦାସଙ୍କୁ ଏସିଡ ପକାଇବାର ଧମକ ଦିଆ ଯାଇଛି ବୋଲି ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା। ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ଆପଣ ମାନେ ଜାଣିଥିବେ ତପସ୍ୱୀନି ଦାସଙ୍କୁ ଡକ୍ଟର ସୁମିତ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ଦୁହେଁ କୋର୍ଟରେ ରେଜିଷ୍ଟି ବିବାହ କରିଛନ୍ତି ଓ ଏହା ପରେ ସେମାନେ ଘର ବାହାରେ ଭଡା ନେଇ ରହୁଥିଲେ।

ଏହା ପରେ ଯୁବକଙ୍କ ପରିବାର ଲୋକ ମାନେ ଦୁଇ ଜଣଙ୍କୁ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରାଇଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ କିନ୍ତୁ ତାଙ୍କ ପରିବାର ଲୋକ ମାନେ ଦୁହିଁଙ୍କର ବିବାହ କରାଇ ନଥିଲେ। ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସାଙ୍ଗରେ ରହିବା ପାଇଁ ଥାନାରେ ଅଭିଯୋଗ କରିଥିଲେ ଓ ଏହା ପରେ ଘଟଣା କୋର୍ଟକୁ ଯାଇ ଥିଲା। କିନ୍ତୁ କୋର୍ଟ ମହିଳାଙ୍କୁ ନ୍ୟାୟ ଦେଇ ନଥିଲେ। କୋର୍ଟ ତାଙ୍କୁ ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲିଥିଲେ। ମହିଳା ସେମିତି ନ୍ୟାୟ ପାଇବା ପାଇଁ ତାଙ୍କ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ରହିଛନ୍ତି।

ତେବେ ମହିଳା ଜଣଙ୍କ କହିବା ମୁତାବକ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ସେମିତି ଧାରଣାରେ ବସି ରହିବେ ବୋଲି କହିଛନ୍ତି। ତାଙ୍କର ନ୍ୟାୟଳୟ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ତେବେ ମହିଳାଙ୍କ ଉପରେ ଏକ ବିପଦ ଆସିବାକୁ ଯାଉଛି ବୋଲି ଶୁଣିବା ପାଇଁ ମିଳୁଛି। ମହିଳାଙ୍କ କହିବା ମୁତାବକ ଲୋକ ମାନେ କହୁଛନ୍ତି ଯେ, ସତର୍କ ରୁହନ୍ତୁ ନ’ହେଲେ ଏସିଡ ପକାଇ ମାରିଦେବା ପାଇଁ ଧମକ ଦିଆ ଯାଇଛି। ଏହି ଖବରକୁ ନେଇ ମହିଳା ପୋଲିସକୁ ଖବର ଦେଇଥିଲେ, ପୋଲିସ ମଧ୍ୟ ତାଙ୍କୁ ସୁରକ୍ଷା ଦେଉଛନ୍ତି। ଯାହା ପଛେ ହୋଇଯାଉ ମହିଳା ସେମିତି ଧାରଣାରେ ବସି ରହିବେ, ଏହି ଘଟଣାର ସମାଧନ ନହେବା ପର୍ଯ୍ୟନ୍ତ ଉଥିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।