ତପସ୍ୱିନୀ ଏବଂ ସୁମିତ ମାମଲାରେ ନୂଆ ମୋଡ ! ଅତି ଲେମ୍ବୁ ଚିପୁଡିଲେ ପିତା…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ସମାଜରେ ସବୁ ଠାରୁ ପାରିବାରିକ କଳହ ଅଧିକ ମାତ୍ରାରେ ଦେଖିବା ପାଇଁ ମିଳୁଛି। ଆଜିକାଲିର ଯୁବକ ଯୁବତୀ ମାନେ ମନ ମୁତାବକ ନିଜ ପସନ୍ଦରେ ବିବାହ କରୁଛନ୍ତି। କିନ୍ତୁ ତାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ପରିବାର ଲୋକ ମାନେ ବିରୋଧ କରି ଥାଆନ୍ତି। ଏଥିପାଇଁ ପରିବାରରେ ବହୁତ କଳି ଝଗଡା ସୃଷ୍ଟି ଲାଗି ରହିଥାଏ। ଏହା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଭିତରେ ମଧ୍ୟ ଝଗଡ଼ା ଦେଖା ଯାଇଥାଏ। ସ୍ତ୍ରୀ ମଧ୍ୟ ତା’ର ସ୍ୱାମୀ ପାଖରେ ରହିବା ପାଇଁ ଜିଦ ଧରି ବସି ରହିଥାଏ। ତେବେ ବନ୍ଧୁଗଣ ଅତି ଲେମ୍ବୁ ଚିପୁଡିଲେ ପିତା ଯେମିତି ଲାଗି ଥାଏ, ଠିକ ସେମିତି ସୁମିତ ଓ ତପସ୍ୱିନୀଙ୍କ ମାମଲା ପିତା ହୋଇ ଯାଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଧରି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ଆପଣ ମାନେ ଜାଣିଥିବେ ଯେ, ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ମଧ୍ୟରେ ପରସ୍ପର ପ୍ରତି ଭଲ ପାଇବା ଅତି ନିବିଡ଼ ହୋଇ ଯାଇଥିଲା ଓ ଏହା ପରେ ସେମାନେ ବିବାହ କରିଥିଲେ।

ତେବେ କିନ୍ତୁ ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଯାଇ ଥିଲା। କିନ୍ତୁ ମହିଳା ଜଣଙ୍କ ଏହା ପରେ ମଧ୍ୟ ଏତେ ଭଲ ପାଇ ବସିଥିଲେ ଯେ, ତାଙ୍କ ସ୍ୱାମୀଙ୍କ ମନରେ ପ୍ରେମ ଭାବନା ଆଣିବା ବଦଳରେ ସ୍ୱାମୀ ମହିଳାଙ୍କ ପ୍ରତି ଘୃଣା ଭାବନା ସୃଷ୍ଟି କରିଥିଲେ। ଯେମିତି ଅତି ଲେମ୍ବୁ ଚିପୁଡିଲେ ପିତା ଲାଗି ଥାଏ, ଠିକ ସେମିତି ମହିଳାଙ୍କ ଚେହେରା ଓ କଥା ବାର୍ତା ମହିଳାଙ୍କ ସ୍ୱାମୀଙ୍କୁ ପିତା ଲାଗୁଛି।

ମହିଳା ଜଣଙ୍କ ସମାଜସେବୀଙ୍କୁ ଧରି ତାଙ୍କ ଘର ସାମ୍ନାରେ ବସି ରହି ମାଣ ବସାଇ ରୋଷେଇ କରି ଖାଇବା ଓ ଏମିତିକି ଲଭ ସମୟର ଦୁଇ ଜଣ ମିଶି ଯାହା ସବୁ କରିଥିଲେ ତାହାକୁ ମିଡ଼ିଆ ସାମ୍ନାରେ ପ୍ରକାଶ କରିବା ଏହି ସବୁ ମହିଳାଙ୍କ ସ୍ୱାମୀଙ୍କ ମନରେ ଭଲ ଭାବନା ସୃଷ୍ଟି କରିବା ପରିବର୍ତ୍ତେ ଦୂରତା ବଢ଼େଇବାରେ ଲାଗିଛି। ତେବେ ଆସନ୍ତା ୪ ତାରିଖରେ ଥିବା କୋର୍ଟର ଶୁଣାଣୀରେ ଦୁଇ ଜଣ ପୁଣି ଥରେ ଏକାଠି ହୋଇ ରହିବେ ନା ସବୁ ଦିନ ପାଇଁ ଅଲଗା ହୋଇଯିବେ ତାହା ଅପେକ୍ଷାରେ ସମସ୍ତେ ରହିଛନ୍ତି। ତେବେ ସେ ଦୁଇ ଜଣ ପୁଣି ଥରେ ଏକାଠି ହୋଇ ସୁଖର ସଂସାର କରିବେ ବୋଲି ସମସ୍ତେ ଆଶା କରି ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।