ତପସ୍ୱିନୀଙ୍କ ହେବ ଭାଗ୍ୟ ପରୀକ୍ଷା..ନୂଆ ସକାଳ ନୂଆ ଭାଗ୍ୟ…ଦେଖନ୍ତୁ ଭିଡ଼ିଓ

0

ମନୁଷ୍ୟର ଜୀବନ କାଳ ମଧ୍ୟରେ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। ଏପରି କୌଣସି ଲୋକ ନାହାନ୍ତି ଯେଉଁ ମାନଙ୍କ ଜୀବନରେ କେବେ କୌଣସି ସମସ୍ୟା ଆସିନଥାଏ। ବର୍ତ୍ତମାନ ସମାଜରେ ଅନେକ ଘଟଣା ଦେଖିବା ପାଇଁ ମିଳୁଛି। ଏସବୁ ବ୍ୟତୀତ ପାରିବାରିକ କଳହ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ବିଶେଷ କରି ଆଜି କାଲି ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ଯଦି ନିଜ ପସନ୍ଦର ବିବାହ ଯେତେବେଳେ ହୋଇଥାଏ ଶାଶୂ ଶ୍ୱଶୁର ପସନ୍ଦ କରୁନାହାନ୍ତି। ଏହା ପରେ ଆରମ୍ଭ ହୋଇଯାଏ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା। ଏଭଳି ଅନେକ ଘଟଣା ସମାଜରେ ଦେଖିବା ପାଇଁ ମିଳୁଛି।

ବନ୍ଧୁଗଣ ଆମ ଓଡିଶାରେ ତପସ୍ୱିନୀ ଏବଂ ସୁମିତଙ୍କ ପାରିବାରିକ କଳହ କେବଳ ପରିବାର ମଧ୍ୟରେ ସୀମିତ ହୋଇ ରହିନାହିଁ। ବରଂ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗତକାଲି ତପସ୍ୱିନୀଙ୍କ ଭାଗ୍ୟ ନିରୂପଣ ହେବ କୋର୍ଟ ଜୋଜ। ଏତେ ଦିନର ଅପେକ୍ଷାର ଫଳ ଗତକାଲି ନିରୂପଣ ହେବ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାର ତପସ୍ୱିନୀ ଯିଏକି ନବ ବଧୂ ବେଶରେ ନିଜ ଶ୍ୱଶୁର ଘର ଆଗରେ ଧାରଣ ଦେଇଥିଲେ। ଯଦି ଦେଖିବା ତାଙ୍କର ଧାରଣ ଦେବାର ମୁଖ୍ୟ କାରଣ ଥିଲା ସେ ବିବାହ କରିଛନ୍ତି ଆଉ ନିଜ ସ୍ୱାମୀଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି।

ହେଲେ ଶ୍ୱଶୁର ଘର ଲୋକେ ତପସ୍ୱିନୀଙ୍କୁ ଘର ଭିତରକୁ ଯିବା ପାଇଁ ଅନୁମତି ଦେଇନଥିଲେ। ଏହାପରେ ତପସ୍ୱିନୀ ଭୋକ ଉପାସରେ ଧାରଣ ରେ ବସିଥିଲେ। ନିଜ ସ୍ୱାମୀଙ୍କ ସହିତ ରହିବା ପାଇଁ କୋର୍ଟ ରେ ଅପିଲ କରିଥିଲେ। ପ୍ରଥମେ କୋର୍ଟରେ ବିଚାର ହୋଇଥିଲା। ଜେହେତୁ ମୁଖ୍ୟ ବିଚାର ପତି ଛୁଟିରେ ଥିବା କାରଣରୁ ଆଉ ଏକ ତାରିଖରେ ରାୟ ଶୁଣାଣି ହେବା ପରେ ସେ ଅପେକ୍ଷା କରିଥିଲେ। ଏବଂ କୋର୍ଟ ଏକ ପ୍ରକାର ପ୍ରଶଂସନୀୟ ନିଷ୍ପତ୍ତି ନେଇଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ୭ ଦିନ ଏକୁଟିଆ ରହିବେ ତାଙ୍କ ପାଖରେ କୋୖଣସି ଲୋକ ରହିବେ ନାହିଁ। ଏହାପରେ ଉଭୟ ଏକାଠି ହୋଇ ରହିଲେ କିନ୍ତୁ ଉଭୟ ରହିବା ପରେ ୭ ଦିନ ଶେଷ ହେବାପରେ ସେ ଲୁଚି କରି ପଳେଇ ଆସିଥିଲେ।

ଏହାପରେ ତପସ୍ୱିନୀ ପୁଣି ଥରେ ନ୍ୟାୟ ପାଇବା ଆଶାରେ ନିଜ ଶ୍ବଶୁର ଘର ଆଗରେ ଏପର୍ଯ୍ୟନ୍ତ ବସି ରହିଥିଲେ। ଯଦି ଦେଖିବା ସୁମିତଙ୍କର ଟିକିଏ ହେଲେ ବି ଇଛା ନାହିଁ କି ତପସ୍ୱିନୀଙ୍କ ସହିତ ରହିବା ପାଇଁ ପ୍ରଥମେ ସମସ୍ତେ ତପସ୍ୱିନୀଙ୍କୁ ସମର୍ଥନ କରୁଥିଲେ। ଯେତେବେଳେ ସୁମିତ ଏକ ଅଡିଓ ଭାଇରାଲ କଲେ ଆଉ ତପସ୍ୱିନୀ ସେଥିରେ ଯେଉଁଭଳି ଭାବରେ ବ୍ୟବହାର ଦେଖାଉ ଥିଲେ। ଲୋକ ମାନେ ତାଙ୍କୁ କିଛି ମାତ୍ରାରେ ସନ୍ଦେହ କରିବା ପାଇଁ ଲାଗିଲେ। ଯାହାବି ହେଉ ଖାଲି ଦେଖିବାର ବିଷୟ କାଲି କୋର୍ଟ କେଉଁ ପ୍ରକାର ନିଷ୍ପତ୍ତି ନେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।