Tapaswini ହେଉଛି ଗୋଟେ ଡେୟାରିଂ ଝିଅ , ଓଡିଶା ବାହାରୁ ମୁଁ ପ୍ରଥମ ତାଙ୍କ ହକ ପାଇଁ ସ୍ବର ଉଠେଇଥିଲି… କାହିଁକି ଏମିତି କହିଲେ ମମତା ସାହୁ… ଦେଖନ୍ତୁ Video

ସମୟ ଏବେ ଏମିତି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଆଉ ଏମିତି ସମୟ ଏବେ ସୋସିଆଲ ମିଡ଼ିଆରେ ସଂଗେ ସଙ୍ଗେ ସବୁ ଖବର ପହଞ୍ଚି ପାରୁଛି।ଅ ଉ ନିକଟରେ ଏମିତି ଏକ ଘଟଣା ନଜରକୁ ଆସିଛି ସେହି ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ସମ୍ପର୍କ ରେ ଆସନ୍ତୁ ଜାଣିବା। ଏହିଠାରେ ଯେଉଁ ଘଟଣା ନଜରକୁ ଆସିଛି ତାହା ଆପଣ ମାନେ ଘଟଣା ସମ୍ପର୍କରେ ଆଗରୁ ଜାଣିଥିବେ। କିଛି ଦିନ ତଳେ ଡାକ୍ତର ସୁମିତ ଓ ତପସ୍ୱିନୀ ଙ୍କୁ ନେଇ ଅନେକ ଖବର ଶୁଣିବାକୁ ମିଳି ଥିଲା ଯାହା ସବୁ ବେଳେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିଲା।

ଆଉ ସେ ଦୁହେଁ ବର୍ତମାନ ସମୟରେ ଘରେ ଘରେ ଲୋକ ପ୍ରିୟ ହୋଇ ସାରିଲେଣି। ଆଉ ତାଙ୍କର ଦୁହିଁଙ୍କ ମଧ୍ୟରେ ପ୍ରଥମେ ଲଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ବିବାହ ଘର ମଧ୍ୟ କରିଥିଲେ ଯାହା ଆପଣ ମାନେ ମଧ୍ୟ ଜାଣିଥିବେ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା। ଆଉ ଏବେ ଏହି ଘଟଣା ଟିରେ ନ୍ୟାୟ ପାଇଁ ତପସ୍ୱିନୀ ତାହାର ଲଢେଇ କରି ଚାଲିଛି। ଏହି ଘଟଣା ଟିରେ ଏବେ କୋର୍ଟ ବିଭିନ୍ନ ସମୟରେ ଅନେକ କିଛି ନିର୍ଦେଶ କରିଥିବା ନେଇ ଆପଣ ମାନେ ଆଗରୁ ସବୁ ଭିଡ଼ିଓ ଦେଖିଥିବେ। ଆଉ ଏବେ ସେହି ଘଟଣା ଟିରେ ଏଜ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଆଉ ଏଠାରେ ଜଣେ ମହିଳା କିଛି କହିଛନ୍ତି ଯାହା ହେଉଛି ପ୍ରଥମେ ଯେତେବେଳେ ତପସ୍ୱିନୀ ନିଜ ଶାଶୁଘର ସାମ୍ନାରେ ଧାରଣାରେ ବସିଥିଲେ ନିଜର ଅଧିକାର ପାଇ ସେହି ସମୟରେ ଜଣେ ବାହାର ରାଜ୍ୟରେ ରହିଥିବା ଓଡ଼ିଆଣି କିଛି କହିଥିଲେ ତାଙ୍କର ଅଧିକାର ତାଙ୍କୁ ଦିଅଆ ଯିବା ପାଇଁ ଏବଂ ପରେ ଅନ୍ୟ ମାନେ ତାଙ୍କୁ ସହାୟତା ପାଇଁ ଆଗକୁ ଆସିଥିଲେ। ସେ କହିବା କଥା ଯେ ଘର ର ବୋହୁ ହେଲେ ଓଡ଼ିଆ ଘରର ଲକ୍ଷ୍ମୀ । ଆଉ ସେହି ଲକ୍ଷ୍ମୀ ମା ପାଇଁ ସମସ୍ତ ଓଡ଼ିଆ ଜାତି ମାଣବସା କରି ଥାଆନ୍ତି ଯାହା ସେହି ଦିନ ମଧ୍ୟ ତପସ୍ୱିନୀ ଶାଶୁ ଘର ସାମ୍ନାରେ କରିଥିଲେ।

ଏହି ଘଟଣା ଟିରେ ଏବେ ପର୍ଯ୍ୟନ୍ତ ତପସ୍ୱିନୀ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ପାଇଁ ଲଢେଇ କରୁଛନ୍ତି ଯାହା ଏବେ କୋର୍ଟ ରେ ବିଚାର ଧୀନ। ଆଉ ଏହି ଘଟଣା ର ସମାଧାନ ପାଇଁ ଅନେକ ଲୋକ ମଧ୍ୟ ସହଯୋଗ ର ହାତ ବଢ଼ାଇ ଥିଲେ ଯାହା ଆଗରୁ ଜାଣିବାକୁ ମିଳିଛି। ଏହି ଠାରେ ତପସ୍ୱିନୀ ବିଭିନ୍ନ ସମୟରେ କୋର୍ଟ କୁ ଯାଇ ତାଙ୍କର ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି। ଆଉ ଏବେ ତାଙ୍କ ଶାଶୁ ଘରେ ରହିବା ସମୟରେ କିଛି ଶବ୍ଦ ନ କରିବା ପାଇଁ ସେଠାରେ କହିଛନ୍ତି ବୋଲି ଏଠାରେ ଜଣେ ମହିଳା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment