ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ତରଙ୍ଗ ପରିବାର ଆୱାର୍ଡ଼ ସୋ ରେ ଧମାଲ ମଚେଇଲେ ସିରିଏଲ ଅଭିନତ୍ରୀ ଲିପି ମହାପାତ୍ର, ଭିଡ଼ିଓ ଟିକୁ ୩୭ ଲକ୍ଷ ଲୋକ ଦେଖି ସାରିଲେଣି….

0

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।

ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।

କାରଣ ଲକ ଡାଉନ ପରେ ଓଡ଼ିଶାର ସମସ୍ତ ଦର୍ଶକ ସିରିଏଲ ଦେଖିବାରେ ଅଭ୍ୟସ୍ତ ହୋଇ ସାରିଲେଣି।ବିଶେଷ କରି ମହିଳା ମାନେ ସନ୍ଧ୍ୟା ସମୟରେ ସମସ୍ତ କାମ ସାରି ସିରିଏଲ ଦେଖିବା ପାଇଁ ଟିଭି ଆଗରେ ବସି ଯାଆନ୍ତି।ତେବେ ବର୍ତ୍ତମାନ ଟିଭି ରେ ‘ତରଙ୍ଗ ପରିବାର ଆୱାର୍ଡ଼’ ଚାଲିଛି ଯାହା ତରଙ୍ଗ ଟିଭି ରେ ପ୍ରସାରିତ ହେଉଛି ।
ତେବେ ଏହି ‘ତରଙ୍ଗ ପରିବାର ଆୱାର୍ଡ଼’ ସମାରୋହ ରେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ମାନଙ୍କ ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ସେମାନଙ୍କ ଅଭିନୟ ପାଇଁ ସମ୍ମାନିତ କରାଯାଇ ଥାଏ।

ଯେଉଁ କଳାକାର ମାନେ ଯେଉଁ ଚରିତ୍ର ରେ ବେଷ୍ଟ ପର୍ଫର୍ମାନ୍ସ କରି ଥାଆନ୍ତି ସେମାନଙ୍କୁ ତାଙ୍କ ବେଷ୍ଟ ଅଭିନୟ ପାଇଁ ଆୱାର୍ଡ଼ ଦିଆଯାଇ ସମ୍ମାନିତ କରାଯାଇ ଥାଏ। ତେବେ ଏହି ‘ତରଙ୍ଗ ପରିବାର ଆୱାର୍ଡ଼’ ସମାରୋହ ରେ ତରଙ୍ଗ ଟିଭି ରେ ପ୍ରସାରଣ ହୋଇଥିବା ସବୁ ଧାରାବାହିକ ର କଳାକାର ମାନେ ଏକାଠି ହୋଇ ଥାଆନ୍ତି ଆଉ ସମସ୍ତେ ଖୁବ୍ ମଜା ମସ୍ତି କରିଥିବା ର ନଜର ଆସି ଥାଆନ୍ତି ।

ତେବେ ଏହି ‘ତରଙ୍ଗ ପରିବାର ଆୱାର୍ଡ଼’ ସମାରୋହ ରେ ତରଙ୍ଗ ଟିଭି ର ଅଭିନେତା ଅଭିନେତ୍ରୀ ମଧ୍ୟ ନିଜେ ପର୍ଫର୍ମନ୍ସ କରି ଦର୍ଶକ ମାନଂକ ମନ ଜିଣି ଥାଆନ୍ତି । ତେବେ ଏହି ତରଙ୍ଗ ପରିବାର ଆୱାର୍ଡ଼’ ସମାରୋହ ରେ ତରଙ୍ଗ ଟିଭି ର ସବୁ ଅଭିନେତା ମାନେ ଏକାଠି ହୋଇଥିବାର ନଜର ଆସିଛନ୍ତି ଆଉ ସବୁ ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ଏକା ସହିତ ମିଶି ଖୁବ୍ ମଜା ମସ୍ତି କରିଥିବାର ନଜର ଆସିଛନ୍ତି।

ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ , ନୂଆ ବୋହୂ , କୁଆଁରୀ ବୋହୂ ଆଦି ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନେ ଏକାଠି ହୋଇଛନ୍ତି ଓ ଖୁବ୍ ମଜା ମସ୍ତି କରିଛନ୍ତି । ସମସ୍ତେ ଖୁସି ରେ ଶେଲ୍ଫି ନେଇଛନ୍ତି ଓ ଏହି ସବୁ ଫଟୋ ନିଜ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।