ଓଡ଼ିଆ ଟେଲିଭିଜନ ଜଗତର ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିବା ସୁମୀ ଅପା କଣ କରୁଛନ୍ତି ନୂଆ ବୋହୁ ଛାଡିବା ପରେ।ଆପଣ ମାନେ ଜାଣିଥିବେ ଏବଂ ଦେଖିଥିବେ ମଧ୍ୟ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରାବାହିକ “ନୂଆ ବୋହୂ”। ନୂଆ ବୋହୂ ରେ ଅଭିନୟ କରୁଥିବା ସୁମୀ ଅପା। ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି। ଯାହା ସମସ୍ତ ମନଙ୍କୁ ଛୁଇଁ ପାରିଛି।
ଏହି ଧାରାବାହିକ ରେ ଅଭିନୟ କରି ସେ ବର୍ତ୍ତମାନ ଚର୍ଚ୍ଚା ରେ। ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସୁମି ଅପା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ନୂଆ ବୋହୂ ଶିରିଏଲେ ସହିତ ସେ ଭଲ ଆଲବମ୍ ରେ ମଧ୍ୟ ନିଜର ପ୍ରତିଭା ଦେଖେଇଛନ୍ତି। ନୂଆ ବୋହୂ ସିରିଏଲେ କରିବା ପୂର୍ବ ରୁ ସେ ଅନେକ ଧାରାଵାହିକ ରେ ଅଭିନୟ କରିଥିଲେ।ଆସନ୍ତୁ ଜାଣିବା ଅଭିନୟ ଛାଡ଼ିବା ପରେ ଘରେ ରହି କଣ କରୁଛନ୍ତି।
ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ସୁମୀ ଅପା। ହଁ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସୁମି ଅପ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି।
ସୂମୀ ଅପା ତାଙ୍କ ଅଭିନୟ ଯାଦୁ ରେ ଲୋକମାନଙ୍କ ମନ ଙ୍କୁ ବାନ୍ଧି ରଖିବାରେ ସଫଳତା ପାଇଁ ପାରିଛନ୍ତି। ନୂଆ ବୋହୂ ଶିରିଏଲେ ସହିତ ସେ ଭଲ ଆଲବମ୍ ରେ ମଧ୍ୟ ଜବରଦସ୍ତ ଅଭିନୟ କରିଛନ୍ତି। ନୂଆ ବୋହୂ ସିରିଏଲେ କରିବା ପୂର୍ବ ରୁ ସେ ଅନେକ ଧାରା ଵାହିକ ରେ ଅଭିନୟ କରିଥିଲେ। ଦର୍ଶକ ବନ୍ଧୁ ବର୍ତ୍ତମାନ ସୂମି ଅପା ନୂଆ ବୋହୂ ଧାରାବାହିକ ଅଭିନୟ ବର୍ତ୍ତମାନ ଛାଡ଼ି ସେ ଘରେ ଅଛନ୍ତି । ଘରେ ରହି ସେ ତାଙ୍କ ମାଆ ଙ୍କୁ ସମସ୍ତ କାର୍ଯ୍ୟ ରେ ସାହାଯ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।