ତାରିଣୀ ଆଖିରେ ତାରା ସିରିଏଲରେ ଅଭିନୟ କରୁଥିବା ଆକ୍ଟର ମାନଙ୍କର ରିଏଲ Life ପାର୍ଟନର

ଓଡିଆ ଧାରାବାହିକ ରେ ପ୍ରସାରିତ ହେଉଥିବା ତାରିଣୀ ଆଖିରେ ତାରା ସିରିଏଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କର ରିଏଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକ ମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ତାରିଣୀ ଆଖିରେ ତାରା ସିରିଏଲ ଅଭିନୟ କରୁଥିବା କଳାକାର ମାନଙ୍କ ର ରିଏଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ।

1. ମାମୁନି :-

ନମ୍ୱର 1 ରେ ଆସୁଛନ୍ତି ମାମୁନି , ଯିଏକି ଏହି ସରିଏଲରେ ରୁକ୍ମିଣୀ ଭୂମିକାରେ ଅଭିନୟ କରୁଛନ୍ତି । ଆପଣ ମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ମାମୁନିଙ୍କ ସ୍ୱାମୀ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି ।

2. ଅସୀମା ପତି :-

ନମ୍ୱର 2 ରେ ଆସୁଛନ୍ତି ଅସୀମା ପତି , ଯିଏକି ତାରା ଭୂମିକାରେ ଅଭିନୟ କରୁଛନ୍ତି , ଅସୀମା 4 ବର୍ଷ ହେଲା ରିଲେସନ ସିପରେ ଅଛନ୍ତି । ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ଫୋଟ ମଧ୍ୟ ସୋୟାର କରି ନାହାନ୍ତି ।

3. କାଜଲ ମିଶ୍ର :-

ନମ୍ୱର 3 ରେ ଆସୁଛନ୍ତି କାଜଲ ମିଶ୍ର , ଯିଏକି ଏହି ସିରିଏଲରେ ମହିନୀ ଭୂମିକାରେ ସୁନ୍ଦର ଅଭିନୟ କରୁଛନ୍ତି । ଇଏ ହେଉଛନ୍ତି କାଜଲଙ୍କ ହଜବେଣ୍ଡ ଯାହାଙ୍କ ନା ହେଉଛି ଦୁସମନ୍ତ ପଣ୍ଡା , ଯିଏକି ଜଣେ ଅଲିଉଡ ଆକ୍ଟର ।

4. ଦେବ ମାହାନ୍ତି :-

ନମ୍ୱର 4 ରେ ଆସୁଛନ୍ତି ଦେବ ମାହାନ୍ତି , ଯିଏକି ଏହି ସିରିଏଲରେ ତରୁନ ଭୂମିକାରେ ଅଭିନୟ କରୁଛନ୍ତି । ଦେବ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ସେ ସିଙ୍ଗେଲ ମଧ୍ୟ ଅଛନ୍ତି ।

5. ମିଲି ମାହାନ୍ତି :-

ନମ୍ୱର 5 ରେ ଆସୁଛନ୍ତି ମିଲି ମାହାନ୍ତି , ଯାହାକୁ ଆପଣ ମାନେ ଏହି ସିରିଏଲ ରେ କନିକା ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ । ମିଲି ରିଏଲ ଲାଇଫରେ ମ୍ୟାରେଜ କରିଛନ୍ତି ଏବଂ ଆପଣ ମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ମିଲିଙ୍କର ହଜବେଣ୍ଡ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ।

6. ସୁମନ ପଟ୍ଟନାୟକ :-

ନମ୍ୱର 6 ରେ ଆସୁଛନ୍ତି ସୁମନ ପଟ୍ଟନାୟକ , ଯାହାକୁ ଆପଣ ମାନେ ଏହି ସିରିଏଲରେ ତାରିଣୀ ଭୀମିକାରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ । ସୁମନ ରିଏଲ ଲାଇଫରେ ମ୍ୟାରେଜ କରି ନାହାନ୍ତି ଏବଂ ସେ ଏ ପର୍ଯ୍ୟନ୍ତ ସିଙ୍ଗେଲ ହିଁ ଅଛନ୍ତି ।

7. ସପଲିନ ମିଶ୍ର :-

ନମ୍ୱର 7 ରେ କଥାହେବା ସପଲିନ ମିଶ୍ରଙ୍କ ବିଷୟରେ , ଶୁଣିବାକୁ ମିଳୁଛି ଯେ ସପଲିନ ଶୁଶ୍ରି ସବିତାଙ୍କୁ ଡେଡ କରିଛନ୍ତି । କିନ୍ତୁ ସପଲିନ ତାଙ୍କ ରିଲେସନ ସିପ ବିଷୟରେ ଏପର୍ଯ୍ୟନ୍ତ ରିଭିଲ କରି ନାହାନ୍ତି ।

8. ମିଥିଲେସ କୁମାର :-

ନମ୍ୱର 8 ରେ କଥାହେବା ମିଥିଲେସ କୁମାରଙ୍କ ବିଷୟରେ , ଯିଏକି ଏହି ସିରିଏଲରେ ଭୀର ଭୂମିକାରେ ବହୁତ ସୁନ୍ଦର ଅଭିନୟ କରୁଛନ୍ତି । ମିଥିଲେସ ରିଏଲ ଲାଇଫରେ ମ୍ୟାରେଜ କରିଛନ୍ତି , ଏ ହେଉଛନ୍ତି ତାଙ୍କ ସ୍ତ୍ରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment