ତାରିଣୀ ଆଖିରେ ତାରା ସିରିଏଲରେ ଅଭିନୟ କରୁଥିବା ଆକ୍ଟର ମାନଙ୍କର ରିଏଲ Life ପାର୍ଟନର

0

ଓଡିଆ ଧାରାବାହିକ ରେ ପ୍ରସାରିତ ହେଉଥିବା ତାରିଣୀ ଆଖିରେ ତାରା ସିରିଏଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କର ରିଏଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକ ମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ତାରିଣୀ ଆଖିରେ ତାରା ସିରିଏଲ ଅଭିନୟ କରୁଥିବା କଳାକାର ମାନଙ୍କ ର ରିଏଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ।

1. ମାମୁନି :-

ନମ୍ୱର 1 ରେ ଆସୁଛନ୍ତି ମାମୁନି , ଯିଏକି ଏହି ସରିଏଲରେ ରୁକ୍ମିଣୀ ଭୂମିକାରେ ଅଭିନୟ କରୁଛନ୍ତି । ଆପଣ ମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ମାମୁନିଙ୍କ ସ୍ୱାମୀ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି ।

2. ଅସୀମା ପତି :-

ନମ୍ୱର 2 ରେ ଆସୁଛନ୍ତି ଅସୀମା ପତି , ଯିଏକି ତାରା ଭୂମିକାରେ ଅଭିନୟ କରୁଛନ୍ତି , ଅସୀମା 4 ବର୍ଷ ହେଲା ରିଲେସନ ସିପରେ ଅଛନ୍ତି । ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ଫୋଟ ମଧ୍ୟ ସୋୟାର କରି ନାହାନ୍ତି ।

3. କାଜଲ ମିଶ୍ର :-

ନମ୍ୱର 3 ରେ ଆସୁଛନ୍ତି କାଜଲ ମିଶ୍ର , ଯିଏକି ଏହି ସିରିଏଲରେ ମହିନୀ ଭୂମିକାରେ ସୁନ୍ଦର ଅଭିନୟ କରୁଛନ୍ତି । ଇଏ ହେଉଛନ୍ତି କାଜଲଙ୍କ ହଜବେଣ୍ଡ ଯାହାଙ୍କ ନା ହେଉଛି ଦୁସମନ୍ତ ପଣ୍ଡା , ଯିଏକି ଜଣେ ଅଲିଉଡ ଆକ୍ଟର ।

4. ଦେବ ମାହାନ୍ତି :-

ନମ୍ୱର 4 ରେ ଆସୁଛନ୍ତି ଦେବ ମାହାନ୍ତି , ଯିଏକି ଏହି ସିରିଏଲରେ ତରୁନ ଭୂମିକାରେ ଅଭିନୟ କରୁଛନ୍ତି । ଦେବ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ସେ ସିଙ୍ଗେଲ ମଧ୍ୟ ଅଛନ୍ତି ।

5. ମିଲି ମାହାନ୍ତି :-

ନମ୍ୱର 5 ରେ ଆସୁଛନ୍ତି ମିଲି ମାହାନ୍ତି , ଯାହାକୁ ଆପଣ ମାନେ ଏହି ସିରିଏଲ ରେ କନିକା ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ । ମିଲି ରିଏଲ ଲାଇଫରେ ମ୍ୟାରେଜ କରିଛନ୍ତି ଏବଂ ଆପଣ ମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ମିଲିଙ୍କର ହଜବେଣ୍ଡ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ।

6. ସୁମନ ପଟ୍ଟନାୟକ :-

ନମ୍ୱର 6 ରେ ଆସୁଛନ୍ତି ସୁମନ ପଟ୍ଟନାୟକ , ଯାହାକୁ ଆପଣ ମାନେ ଏହି ସିରିଏଲରେ ତାରିଣୀ ଭୀମିକାରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ । ସୁମନ ରିଏଲ ଲାଇଫରେ ମ୍ୟାରେଜ କରି ନାହାନ୍ତି ଏବଂ ସେ ଏ ପର୍ଯ୍ୟନ୍ତ ସିଙ୍ଗେଲ ହିଁ ଅଛନ୍ତି ।

7. ସପଲିନ ମିଶ୍ର :-

ନମ୍ୱର 7 ରେ କଥାହେବା ସପଲିନ ମିଶ୍ରଙ୍କ ବିଷୟରେ , ଶୁଣିବାକୁ ମିଳୁଛି ଯେ ସପଲିନ ଶୁଶ୍ରି ସବିତାଙ୍କୁ ଡେଡ କରିଛନ୍ତି । କିନ୍ତୁ ସପଲିନ ତାଙ୍କ ରିଲେସନ ସିପ ବିଷୟରେ ଏପର୍ଯ୍ୟନ୍ତ ରିଭିଲ କରି ନାହାନ୍ତି ।

8. ମିଥିଲେସ କୁମାର :-

ନମ୍ୱର 8 ରେ କଥାହେବା ମିଥିଲେସ କୁମାରଙ୍କ ବିଷୟରେ , ଯିଏକି ଏହି ସିରିଏଲରେ ଭୀର ଭୂମିକାରେ ବହୁତ ସୁନ୍ଦର ଅଭିନୟ କରୁଛନ୍ତି । ମିଥିଲେସ ରିଏଲ ଲାଇଫରେ ମ୍ୟାରେଜ କରିଛନ୍ତି , ଏ ହେଉଛନ୍ତି ତାଙ୍କ ସ୍ତ୍ରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।