ତାରିଣୀ ଆଖିରେ ତାରା ସିରିଏଲ ରେ ତୁଷାର ଙ୍କ ପରିବାର…..

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଫିଲ୍ମ୍ ଇଣ୍ଡଷ୍ଟି ହେଉ କିମ୍ବା ସିରିଏଲ ଇଣ୍ଡଷ୍ଟ୍ରି ହେଉ ସଂପୂର୍ଣ୍ଣ ଅଭିନୟ ଦୁନିଆ ରେ ବହୁ ଜଣ ଏମିତି କଳାକାର ଅଛନ୍ତି ଯେଉଁ ମାନେ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି। ଯେଉଁ ମାନଙ୍କ ଅଭିନୟ, ନାଚ, ଗୀତ, ବ୍ୟକ୍ତିତ୍ଵ ଇତ୍ୟାଦି ରେ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇ ଯାଇଥାନ୍ତି। ଯାହା ପାଇଁ ଏହି କଳାକାର ମାନେ ଅନେକ ସଫଳତା ସାଉଁଟି ଥାଆନ୍ତି। ତେବେ ଆପଣମାନେ ଜାଣିଥିବେ ଅଭିନୟ ଜଗତରେ ସବୁବେଳେ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।ଆପଣ ନିଶ୍ଚିତ ଭାବରେ ଟିଭି କଳାକାର ମାନଙ୍କୁ ତାଙ୍କ ଅଭିନୟରେ ଦେଖୁଛନ୍ତି ଏବଂ ସେମାନଙ୍କ ବିଷୟରେ ଜାଣିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି।

ସେମାନେ ଯେମିତି ଆମକୁ ମନୋରଞ୍ଜନ କରାଇଥାନ୍ତି,ଠିକ ସେଇଭଳି ମଉଜ ମସ୍ତି ଭିତରେ କିନ୍ତୁ ସେମାନେ ତାଙ୍କର ବାସ୍ତବ ଜୀବନକୁ ଅର୍ଥାତ୍ ରିଏଲ ଲାଇଫ କୁ ଅତିବାହିତ କରିଥାନ୍ତି କି ନାହିଁ ତାହା ଜାଣିବାକୁ ନିଶ୍ଚିତ ଆପଣଙ୍କ ଆଗ୍ରହ ଥିବ।ତେବେ ସେମାନଙ୍କର ଜୀବନର ରହସ୍ୟ ହେଉ କି ଜୀବନର ଶୈଳୀ ଏବଂ ପ୍ରେମ ସମ୍ପର୍କ ମଧ୍ୟ ହେଉ ପ୍ରତିଟି କଥାରେ ସେମାନେ ଏକ ନିଆରା ଢଙ୍ଗ ରେ ଉପସ୍ଥାପିତ କରନ୍ତି ନିଜର ଜୀବନକୁ। ସବୁବେଳେ କିଛି ନା କିଛି କେଁ ରହିଥାଏ ସେମାନଙ୍କ ଚଳନି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ। ତେବେ ଆପଣଙ୍କ ପ୍ରିୟ କଳାକାର ମାନଙ୍କର କିଛି କଥା ଆପଣ ମାନଙ୍କୁ ଜଣା ନଥିବ।

ସେହିପରି ଆଜିର ଆମର ଏହି ଲେଖାରେ ଆମେ ଜାଣିବା ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରୀଏଲ୍ ତାରିଣୀ ଆଖିରେ ତାରା ରେ ଅଭିନୟ କରୁଥିବା ସମସ୍ତଙ୍କ ପ୍ରିୟ କଳାକାର ତୁଷାର ଙ୍କ ବିଷୟରେ। ତେବେ ଆପଣ ମାନେ ଯଦି ଏହି ଧାରାବାହିକ ଦେଖୁଥିବେ ତେବେ ଜାଣିଥିବେ ଯେ କିପରି ଭାବରେ ଏହି ଧାରାବାହିକ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଛି।ଏହି ଲେଖାରେ ଆମେ ଜାଣିବା ଯେ ତୁଷାର ଙ୍କ ବିଷୟରେ କଣ ସବୁ କଥା ଅଛି ଯାହା ଆପଣ ଜାଣି ନାହାଁନ୍ତି। ତେବେ ଏହି ଅଭିନେତା ଙ୍କ ଘର ହେଉଛି ଯାଜପୁରରେ। ଯିଏକି ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି।

କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଫଟୋ ସହ ଏକ ଯୁବତୀଙ୍କ ଫଟୋ ଦେଖିବାକୁ ମିଳୁଛି ଏହା ତାଙ୍କ ପତ୍ନୀଙ୍କ ର ନୁହଁ ବରଂ ଏହା ଅଭିନେତ୍ରୀ ସୁଶ୍ରୀ ସବିତାଙ୍କ ଅଟେ ଯିଏକି ପୂର୍ବରୁ ତାଙ୍କ ସହ ସିରିଏଲ ରେ ଅଭିନୟ କରୁଥିଲେ। ଅଭିନେତା ତୁଷାର ଏବେ ତାଙ୍କ ବାପା ମାଆ ଏବଂ ଭଉଣୀଙ୍କ ସହ କଟକରେ ରହୁଥିବା ବେଳେ ଏବେ ତୁଷାର ଙ୍କୁ ୨୩ ବର୍ଷ ହୋଇଛି। ଆପଣଙ୍କୁ କହି ରଖୁଛୁ କି ତାଙ୍କ ମାଆ ଙ୍କ ନାମ ହେଉଛି ସଞ୍ଜିତା ମିଶ୍ର। ତେବେ ଏହା ଥିଲା ଅଭିନେତା ତୁଷାର ଙ୍କ ବିଷୟରେ କିଛି ଅଜଣା କଥା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।