ତାରିଣୀ ଆଖିରେ ତାରା ସିରିଏଲ ର ହିରୋ ହିରୋଇନ ଙ୍କ ନୂଆ ଭିଡ଼ିଓ ହେଲା ଭାଇରାଲ…ଦେଖନ୍ତୁ ଭିଡ଼ିଓ

ଓଡ଼ିଶାରେ ଅନେକ ଦର୍ଶକ ରହିଛନ୍ତି ଯେଉଁମାନେ ଧାରାବାହିକ ଦେଖିବାକୁ ବହୁତ୍ ଭଲ ପାଆନ୍ତି। ଆପଣ ଜାଣିଛନ୍ତି ଧାରାବାହିକ ଭିତରେ ଥରେ ଯିଏ ପଶି ଯାଇଥାଏ ଏଥିରୁ ବାହାରିବା ତା ପାଇଁ ମୁସ୍କିଲ ହୋଇ ପଡ଼ିଥାଏ। କାରଣ ସେମାନେ ଏଥିରେ ଏକ ପ୍ରକାରର ବାନ୍ଧି ହୋଇ ରହି ଯାଇଥାନ୍ତି। ତେବେ ଧାରାବାହିକ ଗୁଡିକ ଅନେକ ଭାଷା ରେ ଆପଣ ଦେଖିବାକୁ ପାଉ ଥିବେ। ସେହିପରି ଓଡିଶାରେ ରହିଛି ଅନେକ ଧାରାବାହିକର ସୁନ୍ଦର ସୁନ୍ଦର ବିଷୟବସ୍ତୁ। ଯାହାକୁ ଅଗଣିତ ଦର୍ଶକ ଭଲ ପାଆନ୍ତି। ତେବେ ବନ୍ଧୁଗଣ ଯଦି ଆପଣ ବି ସେହିପରି ଜଣେ ଧାରାବାହିକ ପ୍ରେମୀ ହୋଇଥିବେ ତେବେ ଧାରାବାହିକ ଦେଖିବା ପ୍ରତି ଆପଣଙ୍କର ଏକ ସ୍ଵତନ୍ତ୍ର ଆଗ୍ରହ ନିଶ୍ଚିତ ରହିଥିବ।

କିଛି ଧାରାବାହିକ ଆପଣଙ୍କର ସବୁଠୁ ଅଧିକ ପସନ୍ଦର ହୋଇଥିବ ଯାହା ଆପଣଙ୍କୁ ତାର ବିଷୟବସ୍ତୁ ଭିତରେ ଆପଣଙ୍କୁ ବାନ୍ଧି ରଖିବାରେ ସହାୟକ ହେଉଥିବ। ସେହିପରି ଅନେକ ମନୋରଂଜନ ଏବଂ ପାରିବାରିକ ବିଷୟ ବସ୍ତୁ ଉପରେ ଆଧାରିତ ଧାରାବାହିକ ଓଡ଼ିଶାରେ ମଧ୍ଯ ଟିଭି ଚ୍ୟାନେଲ ମାନଙ୍କରେ ପ୍ରସାରିତ ହେଉଛି। ତା ମଧ୍ୟରୁ ଏକ ଲୋକପ୍ରିୟ ସିରିଏଲ ହେଉଛି ‘ ତାରିଣୀ ଆଖିରେ ତାରା’।ଏହି ଧାରାବାହିକ ଟି ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଛି। ତେବେ ଏହି ସିରିଏଲ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଅନେକ ଦର୍ଶକ ଏହି ସିରିଏଲ କୁ ପସନ୍ଦ କରିବା ସହ ଏହାର ପ୍ରତିଟି ଏପିଶୋଡ କୁ ଦେଖୁଛନ୍ତି।

ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ମଧ୍ୟ ବେଶ୍ ଆକର୍ଷଣୀୟ ଅଭିନୟ କରୁଛନ୍ତି। ଯାହା ଦର୍ଶକ ମାନଙ୍କୁ ବେଶି ଆକର୍ଷିତ କରୁଛି ଏହି ସିରିଏଲ କୁ ଦେଖିବା ପାଇଁ। ତେବେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ତାରିଣୀ ଆଖିରେ ତାରା ଧାରାବାହିକ ର କିଛି କଳାକାର ମାନେ ଅର୍ଥାତ୍ ଏହି ସିରିଏଲ ର ହିରୋ ହିରୋଇନ୍ ମାନେ ଶର୍ଟ ଭିଡିଓ କରି ଏହାକୁ ସେୟାର କରିଛନ୍ତି। ସେମାନେ ଏହି ଭିଡିଓ ରେ ବହୁତ୍ ମଜା ମସ୍ତି କରୁଛନ୍ତି। ଓଡ଼ିଆ ଆଲବମ୍ ଗୀତରେ ସେମାନେ ସୁନ୍ଦର୍ ଭାବରେ ଅଭିନୟ କରୁଥିବା ର ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳୁଛି।

ତେବେ ସେମାନଙ୍କର ଏହି ଭିଡିଓ ବେଶ୍ ମଜାଦାର ହୋଇଛି। ଗୀତ ର ତାଳେତାଳେ ସେମାନେ ଝୁମିବା ସହିତ ବିଭିନ୍ନ ଢ଼ଙ୍ଗରେ ଗୀତ ଅନୁସାରେ ସେମାନେ ତାଙ୍କର ଅଭିନୟ ଦେଖାଉଛନ୍ତି। ସେମାନେ ଏପରି ଭାବରେ ଭିନ୍ନ ଭିନ୍ନ ଗୀତରେ ଇନଷ୍ଟାଗ୍ରାମ ରୀଲ୍ ସବୁ ତିଆରି କରିଛନ୍ତି।ଏହି ଭିଡିଓ ଗୁଡିକ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ ହେବା ପରେ ଏହି କଳାକାର ମାନଂକର ଏହି ଭିଡିଓ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଆପଣ ବି ସେମାନଙ୍କର ଏହି ଭିଡିଓ ଦେଖି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment