ଭାରତକୁ ଜିତେଇବାକୁ ପିଲାଟିର ଆଲ୍ଲାଙ୍କୁ ପାର୍ଥନା ଏବେ ସମସ୍ତଙ୍କୁ ମନ ଜିଣିଛି… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭାଇରାଲ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଏଭଳି ଏକା ଭିଡିଓ ବର୍ତ୍ତମାନ ସମସ୍ତଙ୍କର ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି ଆମ ଭାରତୀୟ ମାନ ଙ୍କ ପାଇଁ ସମସ୍ତଙ୍କ ମନରେ କେତେ ଭଲ ପାଇବା ରହିଛି | ଆଉ ଯେଉଁଠି ଛୋଟ ପିଲା ଟି ପାଖରେ ଦେଖିବାକୁ ମିଳିଛି | ଆଉ ଯେଉଁଠି କାଶ୍ମୀର ରେ ରହୁଥିବା ପିଲା ଜଣଙ୍କର କ୍ରିକେଟ ପ୍ରତି ଥିବା ଭଲ ପାଇବା ଆଉ ତାହାର ଆଗ୍ରହ ଭାରତ ର ର କ୍ରିକେଟ ଟିମ ଜିତିବାକୁ ନେଇକି ସେଇଠୁ ଜଣା ପଡୁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ରୁ ଯାହା ଜଣା ପଡିଛି କି ଭାରତ ଆଉ ପାକିସ୍ତାନ ମଧ୍ୟରେ T-20 ଚାଲିଥିବା ସମୟରେ ପ୍ରାୟ ସମସ୍ତ କ୍ରିକେଟ ପ୍ରେମୀ ମାନେ ଚାହିଁକି ବସିଥିଲେ କି ଏମାନଙ୍କ ମଧ୍ୟରେ କିଏ ଖେଳ ରେ ଜିତିବ ଆଉ ବିଜୟୀ ହାସଲ କରିବ ବୋଲି | ଆଉ ସେହି ସମୟରେ ଯାହା ଜଣା ପଡିଥିଲା କି ମେଲବର୍ଣ୍ଣ ରେ ଖେଳ ଚାଲୁଥିବା ସମୟରେ କାଶ୍ମୀର ରେ ଏକ ସ୍କୁଲ ପିଲା ଟି ତାର ଘରେ ବସି ଖେଳ କୁ ଦେଖୁବାକୁ ଲାଗିଥିଲେ | ଆଉ ଭାରତକୁ ବିଜୟ ଦେଖିବାକୁ ଚାହୁଁଥିଲେ ସ୍କୁଲ ପିଲାଟି |ଆଉ ପିଲା ଟି ଭାରତର ବିଷୟ ପାଇଁ ଆଶା ମଧ୍ୟ ରଖିଥିଲା |

ଆଉ ଯାହା ଦେଖିବାକୁ ମିଳିଥିଲା କି ପିଲା ଟି ବହୁତ ଆଗ୍ରହ ର ସହିତ ଖେଳ ଟିକୁ ଦେଖିବାକୁ ଲାଗିଥିଲା |ଆଉ ସେହି ସମୟରେ ବିରାଟ କୋହଲି ଯେତେବେଳେ ରନ ହେଉଥିଲା ଆଉ ଛକା ମାରୁଥିଲା ସେତେବେଳେ ପିଲା ଟି ବହୁତ ଖୁସି ହେବାକୁ ଲାଗିଥିଲ | ଆଉ ଯେତେବେଳେ ଭାରତର ବିଷୟ ଲକ୍ଷ୍ୟ ପାଇଁ ଗୋଟିଏ ରନ ବାକି ଥିଲା ଆଉ ସେହି ସମୟରେ ରବି ଚନ୍ଦ୍ରନ ଓ ଅଶ୍ୱିନୀ ଶେଷ ଥର ପାଇଁ ବେଟିଂ ଯେତେବେଳେ କରିଥିଲେ ସେତେବେଳେ ପିଲା ରି ଅଶ୍ୱିନ ଅଶ୍ୱିନ ବୋଲି କହିଥିଲା |

ତେବେ ଯାହା ଜଣା ପଡିଥିଲା କି ଶେଷ ଥର ପାଇଁ ଯେତେବେଳେ ଅଶ୍ୱିନ ଗୋଟେ ବଲ ରେ ବିଜୟ ହାସଲ କରିଥିଲେ ସେତେବେଳେ ପିଲାଟି ବହୁତ ଖୁସି ହେଇଯାଇଥିଲେ | ଆଉ ସେତେବେଳେ ପିଲା ଟି ଖୁସି ରେ ବାହାରକୁ ଦୌଡ଼ି ବାକୁ ଲାଗିଥିଲେ | ଆଉ ପିଲା ଟିର ଏହିଭଳି କାର୍ଯ୍ୟ କଳାପ କୁ ପିଲା ଟିର ବାପା ମା କେମେରା ରେ କୋଏଦ କରିଥିଲେ ଆଉ ସୋସିଆଲ ମିଡିଆରେ ତାହାକୁ ଭାଇରାଲ ମଧ୍ୟ କରେଇଥିଲେ |ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment