୫୨ ବର୍ଷୀୟ ପ୍ରଫେସର ଙ୍କ ପ୍ରେମରେ ପଡ଼ିଲେ ୨୦ ବର୍ଷିୟା ଛାତ୍ରୀ… ଦେଖନ୍ତୁ ଭାଇରାଲ Video

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ବର୍ତ୍ତମାନ ସେମିତି କିଛି ଘଟଣା ଦେଖିବାକୁ ମିଳିଛି | ଆଉ ଯେଉଁଠି ବୟସର ତାରତମ୍ୟ କୁ ଖାତିରି ନ କରି ପ୍ରେମିକ ଯୁଗଳ ଭଲ ପାଇବା ପାଇଁ ଲାଗିଥିଲେ | ଆଉ ଯାହା ଜଣା ପଡିଥିଲା କି ପ୍ରେମିକ ର ବୟସ 52 ବର୍ଷ ବେଳେ ପ୍ରେମିକା ଙ୍କ ବୟସ 20 ବୋଲି ଜଣା ପଡିଥିଲା | ଆଉ ପ୍ରେମିକ ଶିକ୍ଷକ ଥିବା ବେଳେ ପ୍ରେମିକା ଜଣଙ୍କ ଛାତ୍ରୀ ଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଟି ଘଟିଛି ପାକିସ୍ତାନ ରେ | ଆଉ ଯେଉଁଠି ପ୍ରେମ ସମ୍ପର୍କ ଗଢି ଉଠିଥିଲା ଶିକ୍ଷକ ଆଉ ଛାତ୍ରୀ ଙ୍କ ମଧ୍ୟରେ | ଆଉ ଯାହା କୁହାଯାଉଛି କି ବିକମ ପଢୁଥିଲେ ଛାତ୍ରୀ ଜଣଙ୍କ ଆଉ ସେହି କଲେଜ ର ଜଣେ ଅଧ୍ୟାପକ ଥିଲେ ସାଜିତ ଅଲ୍ଲୀ | ଆଉଁ ଯାହା କୁହାଯାଉଛି କି ଜୟା ପଢ଼ୁଥିବା ସମୟରେ ସାଜିତ ଙ୍କୁ ଭଲ ପାଉଥିଲେ | ଆଉ ତାଙ୍କୁ ପ୍ରପୋଜ ମଧ୍ୟ କରିଥିଲେ | କିନ୍ତୁ ତାହାକୁ ପ୍ରତ୍ୟାଖାନ କରି ଦେଇଥିଲେ ସାଜିତ | କାରଣ ସେ ଜାଣିଥିଲେ କି ଦୁହିଁଙ୍କ ଭିତରେ ବୟସର ତାରତମ୍ୟ କେତେବେଳେ ରହିଥିଲା |

ତେବେ ପରେ ସାଜିତ ମଧ୍ୟ ଏଥିରେ ରାଜି ହୋଇଥିଲେ ଆଉ ସେ ଜାଣି ପାରିଥିଲେ କି ସେ ମଧ୍ୟ ଜୟା ଙ୍କୁ ପସନ୍ଦ କରୁଛନ୍ତି ବୋଲି | ଆଉ 32 ବର୍ଷ ବୟସର ଦୁଇ ଜଣଙ୍କର ତାରତମ୍ୟ ଥାଇ ମଧ୍ୟ ଭଲ ପାଉବାକୁ ଲାଗିଥିଲେ | ଆଉ ଘରେ ମଧ୍ୟ ଜଣାଇଥିଲେ ତେବେ ଘରେ ପ୍ରଥମେ ଟିକିଏ ରାଜି ହୋଇ ନ ଥିଲେ | ତେବେ ଜୟା ଦେଖିବାକୁ ସୁନ୍ଦର ସହିତ ତାଙ୍କର ଖାଇବାକୁ ମଧ୍ୟ ସମସ୍ତେ ବେଶ ପସନ୍ଦ କରିଥିଲେ | ଆଉ ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଶେଷରେ ବିବାହ ହୋଇଥିଲା ଆଉ ଦୁଇ ଜଣ ପତି ଆଉ ପତ୍ନୀ ହୋଇ ଯାଇଥିଲେ |

ଆଉ ବର୍ତ୍ତମାନ ଆମଜନ FBA ହୋଲସେଲ ପ୍ରଗ୍ରାମ ରେ ସେମାନେ ଦୁଇଜଣ କାମ କରିବାରେ ଲାଗିଛନ୍ତି | ଆଉ ମାସ କୁ ଲକ୍ଷ ଲକ୍ଷ ଟଙ୍କା ରୋଜକାର କରିବା ସହିତ ତାଙ୍କର ପରିବାର ମଧ୍ୟ ବେଶ ଭଲ ରେ ଚାଲିଛି ବୋଲି କୁହାଯାଉଛି |ଆଉ ପ୍ରେମ ମାନେ ନାହିଁ କିଛି ବାଧା ଆଉ ବିଘ୍ନ ନାଁ ମାନେ ବୟସର ତାରତମ୍ୟ ତାହା ଏହି ଭାଇରାଲ ଭିଡିଓ ରୁ ଜଣା ପଡିଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment