ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବକି ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କ ପ୍ରିୟ ଅଭିନେତ୍ରୀ ପାପୁ ପମପମ ବିଷୟରେ କହିବି |ଆପଣ ଜାଣିଥିବେ ଯେ ଆସନ୍ତା କାଲି ଆମର ଏକ ବଡ଼ ପର୍ବ ମହା ଶିବ ରାତ୍ରି ଗଲା ଏହି ପବିତ୍ର ଶିବ ରାତ୍ରି ଉପଲକ୍ଷେ ହାସ୍ୟ ଅଭିନେତ୍ରୀ ପପୁ ହାସ୍ୟପ୍ରଦର୍ଶନ କରିବା ପାଇଁ ଅତିଥି ଭାବରେ ଏକ ସ୍ଥାନକୁ ଯାଇଥିଲେ ମାତ୍ର ସେଠାରେ ସେ ଅତିଥି ହିସାବରେ ଚର୍ଚ୍ଚା ପାଇବା ବଦଳରେ ତାଙ୍କ ଉପରକୁ ଲୋକେ ଟେକ ପଥର ଫୁପାଡ଼ି ଥିଲେ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଆପଣଙ୍କ ହାସ୍ୟ ଅଭିନେତ୍ରୀ ପପୁ ସେ କେବଳ ଆମର ଓଡ଼ିଶାରେ ନୁହଁ ସାରା ଭାରତରେ ମଧ୍ୟ ତାଙ୍କର ହାସ୍ୟ ପ୍ରଦର୍ଶନକୁ ସମସ୍ତେ ବହୁତ ଭଲ ପାଆନ୍ତି |ସେ ଜଣେ ବହୁତ ଭଲ ହାସ୍ୟ କଳାକାର ସହିତ ଅନେକ ଓଡିଆ ଚଳଚ୍ଚିତ୍ରରେ ହିରୋ ଭାବରେ ମଧ୍ୟ ଫିଲ୍ମ କରିଛନ୍ତି |ଓଡ଼ିଆ ସିନେମା ଜଗତରେ ସେ ବହୁତ ସୁନ୍ଦର ହାସ୍ୟ କଳାକାର ଭାବରେ ପରିଚିତ ହୁଅନ୍ତି |ତାଙ୍କର ଏହି କମେଡି ଦେଖିବାକୁ ଲୋକେ ବହୁତ ପସନ୍ଦ କରନ୍ତି ତାଙ୍କୁ ଅନେକ ଫୋକ୍ସନରେ ମଧ୍ୟ ଷ୍ଟେଜରେ ହାସ୍ୟ ପ୍ରଦର୍ଶନ କରିବା ପାଇଁ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ ମଧ୍ୟ କରନ୍ତି
ସେହିପରି ଆସନ୍ତା କାଲି ଓଲିଉଡ଼ ଜଗତର କଳାକାର ପପୁ ପମପମ ନିଜର ଆତିଥ୍ୟ ରଖି ଶିବ ରାତ୍ରିରେ ଆସିଥିଲେ ଗଞ୍ଜାମ ଜିଲ୍ଲାର ବୋଲନ୍ଥରା ଥାନା ସୁରଳ ଗାଁକୁ |ଏହି ସ୍ଥାନରେ ପପୁଙ୍କ ପ୍ରୋଗ୍ରାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା, ଯାହାକି ପପୁ ଷ୍ଟେଜ ଉପରେ ସବୁ ଦର୍ଶକ ମାନଙ୍କ ସାମ୍ନାରେ ନିଜର ପରିଚୟ ପ୍ରଦାନ କରିବା ସହିତ ପ୍ରୋଗ୍ରାମ ଆରମ୍ଭ କରୁଥିବା ସମୟରେ ଦର୍ଶକ ମାନଙ୍କ ମଧ୍ୟରୁ କେହି ଜଣେ ଟେକା ମାରିଲା ଯାହା ଦ୍ଵାରା ପ୍ରୋଗ୍ରାମର ଏକ ଦାମୀ କେମେରା ନଷ୍ଟ ହୋଇ ଯାଇଥିଲା |
ଏହିପରି ତିନୋଟି ଟେକା ମାରିଥିଲେ ଦ୍ୱିତୀୟ ଟେକାଟୀ ଜଣେ ଲୋକଙ୍କ ହାତରେ ବାଜିଥିବା ସମୟରେ ଅନ୍ୟ ଟେକାଟୀ ପପୁଙ୍କ କାନ ପାଖଦେଇ ଅନ୍ୟ ଆଡେ ଯାଇଥିଲା |ଏଥିପାଇଁ ପପୁ ଏହି ବିଷୟରେ ମଧ୍ୟ ଦର୍ଶକମାନଙ୍କୁ କହିଥିଲେ ଯେ ତୁମେ ହସିବା ପାଇଁ ଏବଂ କମେଡି ଶୁଣିବା ପାଇଁ ଆମକୁ ନିମନ୍ତ୍ରଣ କରିଥିଲ ତେଣୁ ଆମେ ଆପଣଙ୍କ ସାମ୍ନାରେ ପ୍ରୋଗ୍ରାମ ରଖିଛୁ |ଏହି ପରି କିଛି କହି ପପୁ ଗୀତ ଆରମ୍ଭ କରିବାକୁ କହି ଷ୍ଟେଜ ଛାଡି ପଲି ଯାଇଥିଲେ, ପରେ ଯଦି ଶାନ୍ତ ପଡିବ ତେବେ ସେ ପୁଣି ଆସିବେ କହି ସେଠାରୁ ପଳି ଯାଇଥିଲେ |
ପ୍ରୋଗ୍ରାମ ପପୁଙ୍କ ଉପରକୁ ଟେକା ମାଡ଼ ଖବର ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।