Exclusive Vidual – ତେଲ ଡ଼ିପୋରେ ମିଶାଇଲ ଅଟାକ….ଛାରଖାର ହୋଇଗଲା Ukraine ରାଜଧାନୀ…ଯୁଦ୍ଧ ବିଭୀଷିକାର ଲୋମ ଟାଙ୍କୁରା ଦୃଶ୍ୟ… ଦେଖନ୍ତୁ ଭିଡ଼ିଓ

ବର୍ତମାନ ସମୟରେ ଯୁଦ୍ଧ ଜୋରରେ ଚାଲିଛି କହିଲେ ଭୁଲ ହେବ ନାହିଁ କିନ୍ତୁ ବିଶ୍ୱ ଯୁଦ୍ଧ ନୁହେଁ ହେଲେ ସେହିଭଳି ପରିସ୍ଥିତି ଉପୁଜି ଥିବାର ଦେଖା ଦେଇଛି। ବିଭିନ୍ନ ଦୁଃଖଦପୂର୍ଣ୍ଣ ଘଟଣା ମାନ ଭିଡ଼ିଓ ଦେଖିବାକୁ ମିଳିଛି। କେଉଁଠି ମରଣର ଚିତ୍କାର ଶୁଣା ଯାଉଥିବା ବେଳେ ଆଉ କେଉଁଠି ବଞ୍ଚାଅ ର ଶବ୍ଦ ଏମିତି କିଛି। ତେବେ ବନ୍ଧୁଗଣ ଯୁଦ୍ଧ ରର ଏବେ ପରିଣାମ ଯାହା ହେଲାଣି ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ବିଷମ ଯୁଦ୍ଧ ସାରା ବିଶ୍ଵ ବାସୀଙ୍କୁ ଚମକାଇ ଦେଇ ଥିବା ବେଳେ ସେଠାରେ ଥିବା ଲୋକଙ୍କ ପରିସ୍ଥିତି ଅତି ଜଟିଳ। ଦୁଇ ଶକ୍ତିଶାଳୀ ଦେଶ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘମ ଯୁଦ୍ଧ କୁ ସବୁ ଦେଶ ମାନେ ଦେଖୁଛନ୍ତି। ଆଉ ଏହି ସମୟରେ ଯୁଦ୍ଧ ଏତେ ଭୟଙ୍କର ପରିସ୍ଥିତି ଦେଖା ଦେଇଛି ଯାହା ପାଇଁ ସେଠାରେ ଉପସ୍ଥିତ ଥିବା ଲୋକ ଡରି କି ଅନ୍ୟତ୍ର ଯିବାକୁ ବାହାରିଛନ୍ତି। ଆମ ଭାରତୀୟ ଛାତ୍ର ଛାତ୍ରୀ ଓ ଲୋକ ମାନେ କିଛି ମାତ୍ରାରେ ଫସି ଯାଇଛନ୍ତି ଏବଂ କିଛି ପଢିବାକୁ ଯାଇ ଥିବା ବେଳେ ଆଉ କିଛି କାମ କରିବା ଉଦ୍ଦେଶ୍ୟ ନେଇ ଯାଇ ଥାଆନ୍ତି।

ଆଉ ସେଠି ଯେଉଁଭଳି ଯୁଦ୍ଧ ର ବିଭୀଷିକା ଦେଖା ଦେଇଛି ତାହା କଳନା କରା ଯାଇ ପାରିବ ନାହିଁ। ଆଉ ୟୁକ୍ରେନ ର ତୈଳ ବିଶୋଧନଗାର କିଛି ଆଉ ତୈଳ ଦ୍ବୀପ ନଷ୍ଟ ହୋଇ ଯାଇଛି ଯାହାକୁ ନେଇ ଉତ୍ତେଜନା ଏବଂ 200 ଟନ ତେଲ ମଧ୍ୟ ମିସାଇଲ ମାଡ଼ରେ ଧ୍ୱଂସ ହୋଇ ଯାଇଛି। ଯୁଦ୍ଧର ଚତୁର୍ଥ ଦିନରେ ଥମି ନାହିଁ ଏ ପର୍ଯ୍ୟନ୍ତ। କିଛି ସୂତ୍ରରୁ ଜଣା ପଡୁଛି ଯେ ଏହି ଯୁଦ୍ଧ ପୂର୍ବରୁ ରାଜନୀତିକ ଯୋଜନା କେହି କରା ଯାଇଛି ବୋଲି ଲାଗୁଛି ଯାହା ପାଇଁ ଅନ୍ୟଦେଶ ମାନେ କିଛି ସହାୟତା କରି ନାହାଁନ୍ତି।

କିଛି ସୂଚନା ମୁତାବକ ଯୁଦ୍ଧ ଏହି ଯୁଦ୍ଧ କୁ ଅଟକାଇବା ପାଇଁ ଚାହିଁଲେ ୟୁକ୍ରେନ ସରକାର ଯଦି ଇଚ୍ଛା କରିବେ ତେବେ ଏତେ ସବୁ କ୍ଷୟକ୍ଷତି ହୋଇ ନ ଥାଆନ୍ତା ଏବଂ ରୁଷର ସୈନ୍ୟ ବାହିନୀ ରେ ବହୁତ ସ୍ଥଳ ସେନା ଏବଂ ତା ସହିତ ଯୁଦ୍ଧ କରିବା ଗୋଟିଏ ବଡ ଭୁଲ।ଆଉ ଏହି ସମୟରେ NATO ର ଅନ୍ୟ ଦେଶ ମାନେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏମିତି ପରିସ୍ଥିତି ହୋଇ ଯାଇଛି ଯାହା ୟୁକ୍ରେନ ଏବେ ଏକ ଲଢେଇ କରୁଛି ହେଲେ ତା ପାଖରେ ଏତେ ସୈନ୍ୟ ବଳ ମଧ୍ୟ ନାହିଁ। ଏହିଭଳି ପରିସ୍ଥିତି ଉପୁଜୁଛି ଯାହା ତାଙ୍କୁ ଭୟ କରି ଦେଇଛି ଏବଂ ଯୁଦ୍ଧ ଦେଖି ସମସ୍ତେ ଭୟରେ ରହି ପାରୁ ନାହାନ୍ତି। ଆଉ ଆମେରିକା ଭଳି ଶକ୍ତିଶାଳୀ ଦେଶ ଯୁଦ୍ଧ ପାଇଁ ହସ୍ତକ୍ଷେପ କରି ନାହିଁ ଯାହାକୁ କିଛି ପୂର୍ବ ଯୋଜନା ବୋଲି ସୂଚନା ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment