ହଁ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି କେଉଁ ଭଳି ଭାବରେ ନିଜର ମାୟା ଜାଲ ରେ ସମସ୍ତ ଙ୍କୁ ଫୋସାଇବାକୁ ଲାଗିଥିଲେ ଅର୍ଚନା ନାଗ | ଆଉ ଗୋଟିଏ ଛୋଟ ଗାଁ ରୁ ଆସି କେଉଁ ଭଳି ଭାବରେ ଭୁବନେଶ୍ୱର ରେ ରାଜ ପ୍ରାସାଦ ନିର୍ମାଣ କରିଥିଲେ ଓ ନେତା ମନ୍ତ୍ରୀ ମାନଙ୍କ ତାଙ୍କର ରୂପ ଆଉ ଯୌବନ ରେ ଫୋସାଇବାକୁ ଲାଗିଥିଲେ | ତେବେ ବର୍ତ୍ତମାନ ଅର୍ଚନା ନାଗ ଜେଲ ଭିତରେ ଅଛନ୍ତି | ଆଉ ଯେଉଁ ଭିତରେ ବି ତାଙ୍କୁ ମେକପ କିଟ ଦରକାର ବୋଲି କହିଥିଲେ ଅର୍ଚନା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଯାହା କୁହାଯାଉଛି କି ଅର୍ଚନା ନାଗ ଙ୍କୁ ଗିରଫ ପରେ ଆଜି ତାଙ୍କୁ ଝଡ଼ପଡ଼ା ଜେଲ ରୁ ନିଆଯାଇଥିଲା ଜେଲ କୁ , ଆଉ ତାହା ସହିତ ଜାମିନ ର ଆବେଦନ କରିବା ସହିତ ତାଙ୍କୁ ଏସ ଡି ଜି ଏମ ଜେଲ କୁ ମଧ୍ୟ ନିଆଯାଇଥିଲା | କିନ୍ତୁ ଜେଲ ଭିତରେ ରହିକି ଅର୍ଚନା ନାଗ ସୁଖୀ ଯାଇଥିଲା ଆଉ କଳା ପଡିବା ବଦଳରେ ଆଗ ଭଳି ସେମିତି ଚମକୁଥିଲେ | ଆଉ ତାଙ୍କୁ ଦେଖିବା ପାଇଁ ବହୁତ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଅର୍ଚନା ନାଗ କହିଥିଲେ କୁଆଡେ ମୋର ଖାଇବାରେ ଗୋଟିଏ ରୁଟି କମେଇଦିଅନ୍ତୁ କିନ୍ତୁ ମେକପ କିଟ ଆଣିକି ମୋତେ ଦିଅନ୍ତୁ |
ତେବେ ବର୍ତ୍ତମାନ ଅର୍ଚନା ନାଗ ଙ୍କୁ କୋଟ କୁ ନିଆଯିବ ପରେ ସମସ୍ତ ଘଟଣା ର ତଦନ୍ତ ଆରମ୍ଭ ହେବାରେ ଲାଗିଛି | ଆଉ କେମିତି ସେ ଅନ୍ୟ ଗୋଟିଏ ଝିଅ କୁ ମହୁରା ବନାଇ ଅକ୍ଷୟ ପରିଜା ଙ୍କ ପାଖକୁ ପଠାଇଥିଲେ | ଆଉ ତାହା ସହିତ ବ୍ଲାକ ମେଲିଂ କରିବା ସହିତ 3 କୋଟି ଟଙ୍କା ମାଗିବା କଥା କୁ ନେଇକି ହେଉ ନୂଆପଲ୍ଲୀ ଥାନା ରେ ଅଭିଯୋଗ ହୋଇଥିଲା ତାହାକୁ ଆଧାର କରିକି ସମସ୍ତ ଘଟଣା ର ତଦନ୍ତ ଆରମ୍ଭ ହେବ ବୋଲି ନିଆଯାଉଥିଲା | ଆଉ ଯାହା ଦେଖିବାକୁ ମିଳିଥିଲା ଆଇଲାଇନର ସାଙ୍ଗକୁ ଓଠ ରେ ଲିପିସ୍ଟିକ ଲଗାଇଛନ୍ତି ହନି ଟ୍ରାପ ରେ ଫୋସିଥିବା ଅର୍ଚନା ନାଗ |
ଆଉ ଦମ୍ଭ ର ସହିତ କହିଛନ୍ତି ଗଣ ମାଧ୍ୟମକୁ କି ଦୟାକରି ଭୁଲ ଆଉ ମିଥ୍ୟା କଥା ର ପ୍ରଚାର କରନ୍ତୁ ନାହିଁ | ଆଉ ଯେତେବେଳେ ଘଟଣା ର ତଦନ୍ତ ହେବ ଓ ସମସ୍ତ ସତ୍ୟ ସାମ୍ନା କୁ ଆସିବ ସେତେବେଳେ ଯାଇ କଥା କୁ ପ୍ରଚାର କରିବା ପାଇଁ କହିଛନ୍ତି ବ୍ଲାକ ମେଲର ଅର୍ଚନା ନାଗ | ଆଉ ଅର୍ଚନା ନାଗ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।