ଦେଖନ୍ତୁ ଭିଡ଼ିଓ : ଠକାମୀର ଶିକାର ହୋଇ ଓଡ଼ିଆ ଯୁବକ ଙ୍କୁ ଦୁବାଇରେ ଗୋରୁ ମାଂସ ଖାଇବା ପାଇଁ ବାଧ୍ୟ କରୁଛନ୍ତି…ଭିଡ଼ିଓ ଟିକୁ ଅନେକ ମାତ୍ରାରେ ସେୟାର କରନ୍ତୁ

0

ବନ୍ଧୁଗଣ ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ମୋଟ ଉପରେ କହିବା ପାଇଁ ଗଲେ, ଜଣେ ଜଣକୁ ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କୁ କିପରି ଭାବରେ ଠକିବା ସେହି ଉଦେଶ୍ୟ ହିଁ ସେମାନେ ରହୁଛନ୍ତି। ଅନେକ ନିରୀହ ଲୋକ ଠକାମିର ଶିକାର ହୋଇଥାନ୍ତି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧଗଣ ଆଜି ଆମେ ଆପଣ ମାନକୁ ଏଭଳି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ତେବେ ଘଟଣାଟି ହେଉଛି, ଜଣେ ଓଡ଼ିଆ ଲୋକ ଦୁବାଇରେ କାମ କରିବା ପାଇଁ ଯାଇ ଠକାମୀର ଶିକାର ହୋଇଛନ୍ତି, ତାଙ୍କର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁରା ଘଟଣା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହିତ ଦୁଃଖ ପ୍ରକାଶ ମଧ୍ୟ କରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟରେ;

ସୂଚନା ଅନୁଯାୟୀ, ଓଡିଶାର ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି ଏଜେନ୍ସି ସାହାଯ୍ୟରେ ଆବୁ ଦୁବାଇ କାମ କରିବା ପାଇଁ ଯାଇଥିଲେ। ଏଜେନ୍ସି ଯୁବକ କହିଥିଲେ, ସଫ୍ଟୱେର କମ୍ପାନୀରେ କାମ କରିବା ପାଇଁ ପଡିବ। ସେ ଦୁବାଇରେ ଯାଇଦେଖିଲେ, ଯେ ସେଟା ଏକ ମୁସଲମାନ ୱାଟର ସିଲ କମ୍ପାନୀ ସଫ୍ଟୱେର କମ୍ପାନୀ ନୁହେଁ। ତେବେ ସେମାନେ ଅନ୍ୟ କିଛି ଉପାୟ ନପାଇ ସେହି କମ୍ପାନୀରେ କାମ କରିଥିଲେ। ଏହା ପରେ ସେମାନଙ୍କ ପ୍ରତି ମୁସଲମାନ ମାନେ ଆରମ୍ଭ କରିଥିଲେ ଅତ୍ୟାଚାର। ସେହି କମ୍ପାନୀରେ ଗୋଟିଏ ହେଲେ ବି ହିନ୍ଦୁ ଲୋକ ନଥିଲେ।

ମୁସଲମାନ ମାନେ ସେମାନଙ୍କୁ ଗୋରୁ ମାଂସ ଖାଇବା ପାଇଁ ବାଧ୍ୟ କରୁଛନ୍ତି। ହିନ୍ଦୁ ଲୋକ ହୋଇ କିପରି ଗୋ ମାଂସ ଖାଇବେ, ତେଣୁ ସେ ଭୋକ ଉପାସରେ ରହୁଛନ୍ତି, କିନ୍ତୁ ଗୋ ମାଂସ ଖାଉ ନାହାନ୍ତି। ଏହା ବ୍ୟତୀତ ସେ ଯିବାର ୫ ମାସ ବିତିଗଲାଣି ହେଲେ ତାଙ୍କୁ ଗୋଟିଏ ଟଙ୍କା ମିଳିନାହିଁ। ସେଠାରେ ଏତେ ପରିଶ୍ରମ କରି ମଧ୍ୟ ଗୋଟିଏ ଟଙ୍କା ମିଳିନାହିଁ। ଟଙ୍କା ମାଗିଲେ ମାଡ଼ ମରାଯାଉଛି, ଆସିବା ପାଇଁ କହିଲେ, ତାଙ୍କୁ ୧ ଲକ୍ଷ ୬୦ ହଜାର ଟଙ୍କା ଦେଇ ଯିବା ପାଇଁ କହୁଛନ୍ତି। ତେଣୁ ସେ ଭିଡ଼ିଓ ମାଧ୍ୟମରେ ଜନ ସାଧାରଣଙ୍କୁ ଏବଂ ସରକାରଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ସାହାଯ୍ୟ ମାଗିଥିଲେ। ତେଣୁ ଆପଣ ମାନେ ଭିଡିଓ ଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।