ଠାକୁର ପୂଜା କଲାବେଳେ ବ୍ୟବହାର କରୁଛନ୍ତି କି ଏହି ଫୁଲ , ସାବଧାନ ହୋଇ ଯାଆନ୍ତୁ, ନଚେତ ଭୟଙ୍କର

ଏମିତି ଅନେକ ବ୍ୟକ୍ତି ରହିଛନ୍ତି , ଯେଉଁମାନେ ଠାକୁର ପୂଜା କରିବା ପାଇଁ ବିଭିନ୍ନ ପ୍ରକାର ଫୁର ବ୍ୟବହାର କରିଛାନ୍ତି । ଏମିତି କିଛି ପୁଷ୍ପ ରହିଛି ଯାହା ଠାକୁରଙ୍କ ପାଖରେ ଲଗାଯାଇ ନଥାଏ , ଏହା କରିବା ଦ୍ୱାରା ଅନେକ ସମସ୍ୟା ମଧ୍ୟ ଦେଖାଯାଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ସେହି ପୁଷ୍ପ ବିଷୟରେ କହିବୁ ଯାହା ଠାକୁରଙ୍କ ପାଖରେ ଲଗାଇବା ଅନୁଚିତ ଅଟେ । ତେବେ ଆସନ୍ତୁ ଜାଣିବା ସେହି ଫୁଲ ଗୁଡିକ ବିଷୟରେ ।

ପୋକ ଖାଇଥିବା , କଟାଫଟା , କଢ , ଉତ୍କଟଗନ୍ଧ ଯୁକ୍ତ ପୁଷ୍ପ , ଅନ୍ୟ ଦେବତାଙ୍କ ଅର୍ଥାତ୍ ପାଦ ସ୍ପର୍ଶରେ ଆସିଥିବା ଫୁଲ , ଭୂମି ଉପରେ ପଡିଥିବା ଫୁଲ , ଚୋରାଇ ଆଣିଥିବା ପୁଷ୍ପ ଦିଅ ଦେବତାଙ୍କ ଉପରେ ଚଢାଇବା ଅନୁଚିତ । କୋମଳ ଫୁଲ 11 ଦିନ ଯାଏ ବାସି ହୋଇ ନଥାଏ ଏବଂ କିମୁଦ ଫୁଲ 5 ଦିନ ଯାଏ ବାସି ହୁଏ ନାହିଁ , ତୁଳସୀ ପତ୍ର ବେଲପତ୍ର ଏସବୁ କେବେ ବାସି ହୁଏ ନାହିଁ । ବେଲପତ୍ର , ଅଁଳା , ତୁଳସୀର ଛିଣ୍ଡାପତ୍ର ମଧ୍ୟ ଚଢାଇ ପାରିବେ , ଶାସ୍ତ୍ରରେ ନିୟମ ଅନୁସାରେ ମଧ୍ୟାହ୍ନ ସ୍ନାନ ପରେ ଫୁଲ ତୋଳିବା ନିଷେଧ ଅଟେ । ଭଗବାନ ଶଙ୍କରଙ୍କୁ ପୂର୍ଣ୍ଣ କଦଳୀ , ବିଷ୍ଣୁଙ୍କୁ ଦୁଦୁରା , ଦେବୀଙ୍କୁ ଅରଖ , ମନ୍ଦାର , ସୂର୍ଯ୍ୟଙ୍କୁ ଟଗର ଅର୍ପଣ କରାଯାଏ ନାହିଁ ।

କୌଣସି ପତ୍ର ବା ପୁଷ୍ପ କୌଣସି ଦେବତାଙ୍କୁ ଅଲଟା କରି ଚଢାଇବା ଅନୁଚିତ , ଶ୍ରୀକୃଷ୍ଣଙ୍କ ପାଇଁ କୁମୁଦ , କନିଅର , ମଲ୍ଲୀ , ଚମ୍ପା , ପଳାସ ପତ୍ର , ପଳାସ ପୁଷ୍ପ , ଦୁବ , ଭ୍ରଙ୍ଗାର ଏବଂ ବନମାଳ ଆଦି ପରମ ପ୍ରିୟ ଅଟେ । କୋମଳ ପୁଷ୍ପ ଲକ୍ଷ୍ମୀଙ୍କ ନିବାସ ଥିବା ହେତୁ ଅନ୍ୟ ଫୁଲ ଅପେକ୍ଷା ହଜାର ଗୁଣ ପ୍ରିୟ ଏବଂ କୋମଳ ଠାରୁ ତୁଳସୀ ହଜାର ଗୁଣ ଅଧିକ ପ୍ରିୟ ଅଟେ । ଯଦି କୌଣସି ଫୁଲ ନମିଳେ ତେବେ ତୁଳସୀ ସାଖା ମୂଳ ବା ମୂର୍ତ୍ତିକା ଦ୍ୱାରା ପୂଜା କରିବା ବିଧେୟ । ଶିବଙ୍କୁ କେତକୀ , ଗଣେଷଙ୍କୁ ତୁଳସୀ ଏବଂ ଦୁର୍ଗାଙ୍କୁ ଦୁର୍ବଳା ଚଢାଇବା ଅନୁଚିତ ।

କରବୀର ଏବଂ ଜବାପୁଷ୍ପ ଦୁର୍ଗାଙ୍କ ଅତି ପ୍ରିୟ ଅଟେ , ଏହାକୁ ବିଚାର କରି ବିଧି ବିଧାନ ପୂର୍ବକ ମନ୍ତ୍ର ପାଠ କରି ପୁଷ୍ପ ଚଢାଇବା ଉଚିତ । ଏହି ସବୁ ନିତୀ ନିୟମ ଅନୁସାରେ ଭଗବାନଙ୍କ ଠାରେ ପୁଷ୍ପ ଅର୍ପଣ କଲେ ଆପଣଙ୍କ ଉପରେ ଭଗବାନ ସନ୍ତୁଷ୍ଟ ହେବା ସହିତ ଶୁଭ ଫଳ ପ୍ରଦାନ କରିଥାନ୍ତି । ତେଣୁ ଆପଣ ମାନଙ୍କୁ କୁହାଯାଇଥିବା ପୁଷ୍ପ ଅନୁସାରେ ଇଶ୍ୱରଙ୍କ ଠାରେ ଅର୍ପଣ କରିବା ଉଚିତ ଅଟେ , ତେବେ ଆମକୁ ତାର ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment