ଦେଖନ୍ତୁ EXCLUSIVE : ଥାନା ଭିତରେ ମୁହଁ ଖୋଲିଲେ ଗୋପାଳ ! ମୁଁ କେବଳ ନିମିତ ଥିଲି, ହେଲେ ନବ ଦାସକୁ ମୁଁ ମାରିନି, ଦେଖନ୍ତୁ video …

ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ କୁ ନେଇକି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି ଗୋପାଳ ଦାସ ନୁହଁ ନବ ଦାସ ଙ୍କର ମୃତ୍ୟୁ ନିଅତି ଯୋଗୁଁ ହେଉଛି ବୋଲି କୁହାଯାଉଛି | ଯେମିତି ଶ୍ରୀକୃଷ୍ଣ ଅର୍ଜୁନ ଙ୍କର ରଥ ଚଳାଇବା ସହିତ ଯାହା କିଛି କରୁଛନ୍ତି ସେ ହିଁ କରୁଛନ୍ତି ବୋଲି କହିଥିଲେ ଠିକ ସେହି ଭଳି ଗୋପାଳ ନୁହଁ ସେହି ଭଗବାନ ସବୁ କରିଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାଡ଼ସୁଗୁଡା କୁ ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇଁ ଆସିଥିବା ବେଳେ ASI ଗୋପାଳ ଦାସ ତାଙ୍କୁ ଗୁଳି କରିକି ହତ୍ୟା କରିଥିଲେ | ଆଉ ଯେଉଁ ଘଟଣା କୁ ନେଇକି କ୍ରାଇମ ବ୍ରାଞ୍ଚ ତରଫରୁ ତଦନ୍ତ ମଧ୍ୟ କରିବା ସହିତ ଗୋପାଳ ଦାସ ଙ୍କୁ ପୋଲିସ ଗିରଫ କରିଛି ବୋଲି ମଧ୍ୟ କୁହାଯାଉଛି | ଆଉ ନବ ଦାସ ଙ୍କର ମୃତ୍ୟୁ ଘଟଣା ର ତଦନ୍ତ କରିବା ସହିତ ବିଭିନ୍ନ ପ୍ରକାରର ଟେଷ୍ଟ ମଧ୍ୟ କରା ସାରିଛି ଗୋପାଳ ଙ୍କର |

ଆଉ ଯେଉଁଠି କୁହାଯାଉଛି କି ବର୍ତ୍ତମାନ ଚୌଦ୍ୱାର ମଣ୍ଡଳୀ ଜେଲ ଭିତରେ ଅଛନ୍ତି ଗୋପାଳ | ଆଉ ଗୋପାଳ ଜେଲ ଭିତରେ ରହି କୁଆଡ଼େ ବଢୁଛନ୍ତି ଗୀତ , ଯେଉଁଠି କୁହାଯାଉଛି କି ସେଲ୍ ଭିତରେ ଗୋପାଳ ଯେତେବେଳେ ଯୁଦ୍ଧ ଚାଲିଥିଲା ସେତେବେଳେ ଅର୍ଜୁନ ବିଚଳିତ ହୋଇ ଯାଇଥିଲେ ଆଉ କେମିତି ସେ ନିଜ ଲୋକ ମାନଙ୍କୁ ମାରିବେ ବୋଲି କହିଥିଲେ, ଆଉ ସେହି ସମୟରେ ଶ୍ରୀକୃଷ୍ଣ କେଉଁ ଭଳି ଭାବରେ ତାଙ୍କୁ ବୁଝାଇ କହିଥିଲେ କି ଯାହା ସବୁ ହେଉଛି ତାଙ୍କର ଇଚ୍ଛା ରେ ହେଉଛି | ଆଉ ତାହା ସହିତ ସମସ୍ତ କାର୍ଯ୍ୟ ବିଧାତା କରୁଛନ୍ତି ବୋଲି, ସେମିତି ସେ ନିଜ କଥା କୁ ଭାବୁଛି |

ତାହା ସହିତ ଗୋପାଳ ମଧ୍ୟ କହୁଛି କି ନବ ଙ୍କର ମୃତ୍ୟୁ ଘଟିବା ପଛରେ ତାଙ୍କର କୌଣସି ଭୁଲ ନାହିଁ ସବୁ ନିଅତି ର ନିୟମ ଯୋଗୁଁ ହେଉଛି ବୋଲି କହିବାକୁ ଲାଗିଛନ୍ତି ଗୋପାଳ | ଆଉ ଜେଲ ଭିତରେ ବସିକି ଗୀତା ପଢୁଛନ୍ତି ବୋଲି ମଧ୍ୟ କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ଗୋପାଳ ଙ୍କର ବିଷୟରେ ଏହି ଭଳି କଥା ଓ ଚର୍ଚ୍ଚା ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment