ହଁ ବନ୍ଧୁଗଣ ବର୍ଷା ଆଉ ଅନୁଭବ କୁ ନେଇକି ଚାଲିଥିବା ବିବାଦ ଦିନକୁ ଦିନ ଜଟିଳ ରୂପ ନେବାକୁ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ଅନୁଭବ ଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଓ ତାଙ୍କୁ କେସ ରେ ହରେଇବା ପାଇଁ ଏମିତି କାମ କରିଛନ୍ତି ବର୍ଷା | ଆଉ ଯାହା ଜାଣିବା ପରେ ସେ ହାଇକୋଟ ରୁ ନିଜେ ପି ଟି ସନ କୁ ଉଠାଇ ନେଇଛନ୍ତି ବୋଲି ଜଣା ପଡିଛି | ଆଉ ଏହି ଭଳି ନକଲି ଡକୁମେଣ୍ଟ ଦେବା କାରଣ ରୁ ତାଙ୍କୁ ଜେଲ ହେଇପାରେ ବୋଲି ମଧ୍ୟ କହିଛନ୍ତି ଅନୁଭବ ଙ୍କ ଅକିଲ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
କୋଟ ରେ ଦେଇଥିଲେ ନକଲି ତଥ୍ୟ, ଆଉ ନକଲି କାଗଜ ପତ୍ର ଦେଇକି ସମସ୍ତ ଙ୍କୁ ଠକିଥିଲେ ବର୍ଷା, କେବଳ ଆଉ କେବଳ ଅନୁଭବ ଙ୍କୁ ହାରାଷମେଣ୍ଟ କରିବା ପାଇଁ ଏମିତି ସବୁ କାମ କରିଥିଲେ ବର୍ଷା |ବର୍ଷା ଚାହୁଁଥିଲେ ଅନୁଭବ ଟିକେ ବି ଖୁସି ରେ ନ ରୁହନ୍ତୁ, ଆଉ ଯେଉଁଥିପାଇଁ କରିଚାଲିଥିଲେ ବର୍ଷା | ଆଉ ବର୍ତ୍ତମାନ ଧରା ପଡିବାରୁ ପିଟିସନ କୁ ପ୍ରତ୍ୟାଖାନ କରି ନେଇଛନ୍ତି ବର୍ଷା |
ତେବେ ବୁଧବାର ଦିନ ବର୍ଷା ଏପରି କରିଛନ୍ତି, ତେବେ ବର୍ଷା କାହିଁକି ଏପରି କରିଥିଲେ ଅନେକ ହୁଏତ ଜାଣି ନ ଥିବେ | କିନ୍ତୁ ଏହା ପଛରେ କେବଳ ଆଉ କେବଳ ଥିଲା ଅନୁଭବ ଙ୍କୁ ହାରାସ କରିବା | ତେବେ ଅନୁଭବ ଙ୍କୁ ଯେତେବେଳେ ଜେରା ଚାଲିଥିଲା ସେତେବେଳେ ଦିନ ପରେ ଦିନ ଗୋଡେଇ ଚାଲିଥିଲେ ବର୍ଷା ବୋଲି କହିଛନ୍ତି ଅନୁଭବ ଙ୍କ ଅକିଲ | ଆଉ ଦୁଇଜଣ ଙ୍କ ମଧ୍ୟରେ ସାଲିସ କରିବା ପାଇଁ କହିଥିଲେ ଅନୁଭବ ଙ୍କ ଅକିଲ | ଆଉ ଯାହାକୁ ମାନି ନ ଥିଲେ ବର୍ଷା | ଆଉ ତାଙ୍କର ଓକିଲ ଙ୍କୁ କହିକି ସେ ଏହି ମାମଲା କୁ ଘରେଇ କୋଟ ରୁ ହାଇ କୋଟ କୁ ନେଇ ଯାଇଥିଲେ |
ଆଉ ସୂଚନା ଅନୁସାରେ ବର୍ଷା ଙ୍କର ଅନୁଭବ ଙ୍କୁ ଜେରା କରିବାର ଅନୁରୋଧ କୁ ପ୍ରତ୍ୟାଖାନ କରିଥିଲେ ହାଇକୋଟ କାରଣ ହାଇକୋଟ ଜାଣିବାକୁ ପାଇଥିଲା କି ବର୍ଷା ତାଙ୍କୁ ନକଲି କାଗଜ ପତ୍ର ଦେଇକି ଅନୁଭବ ଙ୍କୁ ହାରାସ କରିବା ପାଇଁ ଚାହୁଁଛନ୍ତି | ଆଉ ସେଥିପାଇଁ ବର୍ଷା ଙ୍କର ଦାବି କୁ ଗ୍ରହଣ କରି ନ ଥିଲା ହାଇକୋଟ | ଆଉ ଯେଉଁ କଥା ବର୍ଷାଙ୍କ ଓକିଲ ଜାଣିପାରି ବର୍ଷା ଙ୍କୁ ଜେଲ ହେଇଯିବ ବୋଲି ଭାବି ନିଜେ ବର୍ଷା ପିଟିଶନ କୁ ଉଠାଇ ନେଇଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।