ଥରିଉଠିଲା ମାଟି ଫାଟିଗଲା ଘର ବାହାରିଲେ ଠାକୁର… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ସମ୍ପୂର୍ଣ୍ଣ ସତ୍ୟ ଅଟେ, କିନ୍ତୁ ଯାହାକୁ ଶୁଣିଲେ ଆପଣଙ୍କୁ ବି ଲାଗିବ ଆଶ୍ଚର୍ଯ୍ୟ, କଣ ଆଜି ବି ସେହି ପୁରୁଣା ଯୁଗ ଚାଲିଛି ଯୋଉଥିରେ ଠାକୁର ଇସାରା ଦେଉଥିଲେ ମଣିଷ ମାନଙ୍କୁ ସ୍ୱପ୍ନରେ | ତେବେ କଟକ ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ, ତେବେ ଆସନ୍ତୁ ଜାଣିବା କଣ ଘଟିଥିଲା ସମ୍ପୂର୍ଣ୍ଣ ଘଟଣା |

କଟକ ଜିଲ୍ଲାର ରାଉତି ପାଟଣା ନହରଙ୍ଗା ଗ୍ରାମରେ ଏମିତି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଘଟିଛି, ଯାହା ଏବେ ଗଣମାଧ୍ୟମରେ ବେଶ ଭାଇରାଲ ମଧ୍ୟ ହେଉଛି , ବର୍ଷା ସହିତ ବିଜୁଳି ଆଉ ଘଡଘଡି ହଠାତ ଥରୀ ଉଠିଲା ଚାରିଆଡେ | ଆଉ ଚାହୁଁ ଚାହୁଁ ଫାଟିଗଲା ଘରର ମାର୍ବଲ ଆଉ ଫାଟି ଯାଇଥିବା ସ୍ଥାନକୁ ଖୋଳିବାରୁ ବାହାରିଲା ଗୋଟିଏ କି ଦୁଇଟି ନୁହଁ 14 ଟି ପିତ୍ତଳ ମୂର୍ତ୍ତି, ଯାହା ସ୍ଥାନୀୟ ଅଞ୍ଚଳରେ ପକାଇଥିଲା ଚହଳ | ଆଉ ଘଟଣାଟି ଶୁଣି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ରିପୋର୍ଟର ଭାଇ ମାନେ ଆଉ ସମସ୍ତ ଘଟଣାର ସତ୍ୟକୁ ଜାଣିଥିଲେ |

ତେବେ ଘର ମାଲିକ ଜନକ କହିଛନ୍ତି କି ହଠାତ କିଛି ନାହିଁ ରାତିରେ ତାଙ୍କୁ ସ୍ୱପ୍ନାଦେଶ ହେଲା ଓ ତାହା ସହିତ ବିଜୁଳି ଓ ଘଡଘଡି ହେଲା, ଆଉ ମା କହୁଥିଲେ କି ମତେ ଉଦ୍ଧାର କର ମାଟି ତଳୁ | ସେହି ସମୟରେ ଲୋକଟିର ଦେହ ଥରି ଉଠିଥିଲା ଡରରେ ଆଉ ସେ ମା ଙ୍କୁ ମଧ୍ୟ ପ୍ରଥନା କରିଥିଲେ ଆଉ କହିଥିଲେ କି ମା ମତେ ରକ୍ଷା କର ଆଉ ଆପଣ କୋଉଠି ଅଛନ୍ତି ମୋତେ ଟିକିଏ ସୂଚନା ଦିଅନ୍ତୁ |ଆଉ ହଠାତ ବର୍ଷା ପବନ ଵନ୍ଦ ହୋଇଯାଇଥିଲା ଆଉ ତଳେ ଯାଇ ଦେଖିଲା ବେଳକୁ ତଳେ ମାର୍ବଲ ର ମାଟି ଫାଟିଯାଇଥିଲା

ତାପରେ ଘରର ମାଲିକ ଜଣଙ୍କ ସକାଳୁ ଉଠି ତାଙ୍କର ଘରର ମାର୍ବଲ କୁ ଖୋଳି ଦେଇଥିଲେ , ଆଉ ଦେଖିଲା ବେଳକୁ ମାଟିତଳେ ବାହାରି ଥିଲା ମା ଙ୍କର ପିତ୍ତଳ ମୂର୍ତ୍ତି ସହିତ ଟୋଟାଲ 14 ଟି ମୂର୍ତ୍ତି | ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଘରର ମାଲିକ ଓ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଲୋକ ମାନେ | ତେବେ ବେଳେ ବେଳେ ଏପରି ଆଶ୍ଚର୍ଯ୍ୟ ଜଣକ ଘଟଣା ଆମ ସମାଜରେ ଘଟୁଛି ଯାହାକୁ ବିଶ୍ୱାସ କରିବା ଆମ ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହଁ, କିନ୍ତୁ ଆମେ ଆଖିରେ ଦେଖିଥିବା ଘଟଣାକୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଇଥାଉ |ତେବେ ଦୁନିଆ ଯେତେ ଉପରକୁ ଗଲେ ମଧ୍ୟ ଆଧ୍ୟାତ୍ମିକ ଶକ୍ତି କିଛି ରହିଛି , ଆଉ ଭଗବାନ ମଧ୍ୟ ଅଛନ୍ତି , ଯାହା ଆମେ ଏହି ଘଟଣାକୁ ଶୁଣିକି ଓ ଦେଖିକି ଜାଣିପାରୁଛେ | ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment