ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସେହି ଓଡିଶା ର ନମ୍ବର 1 ଚେନାଲ ସିଦ୍ଧାର୍ଥ ଟିଭି ବିଷୟରେ | ଆଉ ଯେଉଁଥିରେ ବିଭିନ୍ନ ପ୍ରକାରର ନୂଆ ନୂଆ ଶୋ ମାନ ଦେଖିବାକୁ ମିଳିଛି | ଆଉ ସେହି ଶୋ ମାଧ୍ୟମରେ ସମସ୍ତଙ୍କର ମନକୁ ମଧ୍ୟ ଏଣ୍ଟଟେଣ୍ଟ ସାଙ୍ଗକୁ ଭକ୍ତି ମାର୍ଗ ରେ ଆଗେଇ ନେବାକୁ ଲାଗିଛନ୍ତି ସେମାନେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବର୍ତ୍ତମାନ ସେହି ଭଳି ଏକ ଶୋ ବର୍ତ୍ତମାନ ଲୋକ ପ୍ରିୟତା ହାସଲ କରିଛି | ଆଉ ଯେଉଁ ଶୋ ର ନାଁ ହେଉଛି ସିଦ୍ଧାର୍ଥ ଭକ୍ତି | ଆଉ ଯେଉଁଥିରେ ଭଗବାନ ଙ୍କର ଦିବ୍ୟ କଥା କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭଗବାନ ଙ୍କ ବାଣୀ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଭଗବାନ ହେଉଛନ୍ତି ସକାଳ ଶକ୍ତି ର ଆଧାର | ଆଉ ଯାହା ଉପରେ ସେହି ସର୍ବ ଶକ୍ତିମାନ ଙ୍କର ଆଶୀର୍ବାଦ ରହିଥିବ ତାଙ୍କର କେହି ବି କିଛି କରି ପାରିବେ ନାହିଁ ବୋଲି କୁହାଯାଏ | ତେବେ ସିଦ୍ଧାର୍ଥ ଟିଭି ରେ ଏକ ଶୋ ବେଶ ପଚାର ଆଉ ପ୍ରସାର ଲାଭ କରିଛି ଆଉ ଯେଉଁ ଶୋ ଟିର ନାଁ ହେଉଛି ସିଦ୍ଧାର୍ଥ ଭକ୍ତି | ଆଉ ଯେଉଁଥିରେ କେବଳ ଈଶ୍ୱର ଙ୍କ ବିଷୟରେ କୁହାଯାଇଛି | ଆଉ ଯେଉଁଥିରେ ଭକ୍ତି ଭାବ କୁ ଲୋକ ଙ୍କ ମନରେ ଜାଗ୍ରତ କରେଇବାର ଏକ ନିଆରା ପ୍ରୟାସ ହେଉଛି ସିଦ୍ଧାର୍ଥ ଟିଭି ର |
ଆଉ ଯେଉଁଠି କୁହାଯାଇଛି କି ଭଗବାନ ଙ୍କ ପାଇବା ପାଇଁ ହେଲେ ପ୍ରଥମେ ମଣିଷ ପରି ମଣିଷ ଟିଏ ହେବା ପାଇଁ ପଡିବ | ତେବେ ଆମ ହିନ୍ଦୁ ଶାସ୍ତ୍ର ରେ ଗୋଟିଏ କଥା ରହିଛି କି ମାନବ ସେବା ହିଁ ମାଧବ ଙ୍କର ସେବା ବୋଲି | ଆଉ ଯେଉଁଠି ମଣିଷ କୁ ସର୍ଵଚ ସ୍ଥାନରେ ରଖାଯାଇଛି | ଆଉ ଯେଉଁଠି କୁହାଯାଉଛି କି ଯେଉଁ ମଣିଷ ଅନ୍ୟର ଦୁଃଖ ଦେଖିଲେ ଦୁଃଖୀ ହୋଇଯାଇଥାଏ ଆଉ ଦୁଃଖୀ ଦରିଦ୍ର ଲୋକ ମାନଙ୍କର ସେବା କରିବା ପାଇଁ ବାହାରି ପଡିଥାଏ ସେ ହେଉଛି ପ୍ରକୃତ ମଣିଷ | ଆଉ ଯିଏ ମଣିଷ କୁ ଦୁଃଖରେ ଖୁସି ହୁଏ ତାହା ଠାରୁ ପାପି ଆଉ କେହି ନାହିଁ ବୋଲି କୁହାଯାଇଛି |
ତେବେ ସିଦ୍ଧାର୍ଥ ଭକ୍ତି ଶୋ ରେ ଆହୁରି ମଧ୍ୟ କୁହାଯାଇଛି କି ଆପଣ ମାନେ ଯେତେ ଭଗବାନ ଙ୍କୁ ଭକ୍ତି ଆଉ ପୂଜା କରିଲେ କଣ ହେବ ଯଦି ମଣିଷ ମାନଙ୍କର ପ୍ରକୃତ ଭକ୍ତି ଆଉ ଶ୍ରଦ୍ଧା ଦେଖାଉ ନଥିବ ତାହେଲେ ଆପଣ ମାନେ ଈଶ୍ୱର ପ୍ରାପ୍ତି କରି ପାରିବ ନାହିଁ ବୋଲି କୁହାଯାଇଛି | ଆଉ ସିଦ୍ଧାର୍ଥ ଟିଭିର ଏହି ନିଆରା ଶୋ କୁ ସମସ୍ତେ ବେଶ ପସନ୍ଦ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।