ମୁଁ ଟ୍ରାନ୍ସଜେଣ୍ଡର ବୋଲି ଯେତେବେଳେ ଘରେ ଜାଣିଲେ ସେତେବେଳେ ମାହୋଲ ବଦଳିଗଲା,ସମସ୍ତେ ମୋତେ ଘୃଣା କଲେ ଅନେଇ ଯୁବତୀ ଜଣଙ୍କ କଣ କହୁଛନ୍ତି….ଦେଖନ୍ତୁ video

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଜଣେ ଟ୍ରାନ୍ସ ଜେଣ୍ଡୋର ଙ୍କର ସଂଘର୍ଷ ମୟ ଜୀବନ ବିଷୟରେ କିଛି କଥା | ଆଉ ଯାହା ବିଷୟରେ ଆପଣ ମାନେ ମଧ୍ୟ ଜାଣିଲେ ଆଖିରୁ ଲୁହ ଝରି ଆସିବ | ତେବେ ଯାହା କୁହାଯାଉଛି କି ଅଶୋକ ରୁ ଆୟିଶା ହେବା ପାଇଁ ବହୁତ ଦୁଃଖ ଆଉ କଷ୍ଟ ର ସାମ୍ନା କରିବାକୁ ପଡିଥିଲା ତାଙ୍କୁ | ଆଉ ଶେଷରେ ନିଜର ଇଚ୍ଛା କୁ ପରି ପ୍ରକାଶ କରି ପାରିଥିଲେ ସମାଜ ସାମ୍ନାରେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ସେହି ସଂଘର୍ଷ ମୟ ଜୀବନ କଥା ଜାଣିବା |

ଆମେ ଜାଣିଛୁ ଭଗବାନ ଙ୍କ ସୃଷ୍ଟି ଅପାର, ଆଉ ଯେଉଁ ଝିଅ ପୁଅ ହେବା ସହିତ ତୃତୀୟ ଲିଙ୍ଗ ବିଷୟରେ ମଧ୍ୟ ଆପଣ ମାନେ ଶୁଣିଥିବେ | ତେବେ ବର୍ତ୍ତମାନ ସେହି ଟ୍ରାନ୍ସ ଜେଣ୍ଡୋର ବିଷୟରେ ଆମେ ଆଲୋଚନା କରିବା | ଆଉ ଯେଉଁଠି କୁହାଯାଉଛି କି ଅଶୋକ ନାଁ ଥିଲା ତାଙ୍କର ଆଉ ଯେତେବେଳେ ସିଏ ଏହି ନାଁ ରେ ପରିଚିତ ଥିଲେ ସେତେବେଳେ କିନ୍ତୁ ତାଙ୍କ ଭିତରେ ଆଉ କିଛି ଫିଲ ହେଉଥିଲା, ଆଉ ସେ ଜାଣି ପାରିଥିଲେ କି ସେ ଝିଅ ନୁହଁନ୍ତି ପୁଅ ବୋଲି | କିନ୍ତୁ ସମାଜ ଆଗରେ ସେହି କଥା କୁ ପ୍ରକାଶ କରିବା ପରେ ଓ ପରିବାର କୁ ଜଣାଇବା ପରେ ସେମାନଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳଥିଲା |

ତେବେ ସେ ଜାଣିଥିଲେ କି ସେ ଏହି କଥା ଘରେ କହିବା ପରେ ପରିବାର ରେ ଡିଷ୍ଟରବାନ୍ସ ହେବ, ସେଥିପାଇଁ ସେ ପ୍ରଥମେ ତାଙ୍କର ପଢା ପଢି ସାରି ଦେଇଥିଲେ ଆଉ ତାହା ପରେ ଜଣେଇଥିଲେ ପ୍ରଥମେ ତାଙ୍କର ମା ଙ୍କୁ | ଆଉ ସମସ୍ତେ ଜାଣିଗଲା ପରେ ଗୋଟିଏ ଅଲଗା ପ୍ରକାରର ମାହୋଲ ଦେଖାଯାଇଥିଲା | ଆଉ ଯାହା କୁହାଯାଉଛି କି ସେ ତାଙ୍କର ପରିବାର ସହିତ 2 ବର୍ଷ ହେବ ଅଲଗା ରହିବା ପରେ ପରିବାର ଲୋକ ଙ୍କ ସହିତ ସେ ମିଶି ପାରିଥିଲେ |

ତେବେ ଅଶୋକ

ନିଜର ଆଇଡେନଟିଟି ମୁଁ ପରିବର୍ତ୍ତନ କରି ଆୟିଶା ହେବା ପରେ ଓ ସମାଜରେ ଲୋକ ମାନଙ୍କ ର ସେବା କରିବା ସହିତ ସେ RMRC ରେ ମଧ୍ୟ କାମ କରିଥିଲେ ଓ ଚାକିରୀ ଲାଇଫ ରେ ମଧ୍ୟ ପ୍ରଥମେ ଟ୍ରାନ୍ସଜେଏଣ୍ଡୋ ଭାବରେ କଷ୍ଟ ସହିଲା ପରେ ଏବେ ସବୁ କିଛି ଠିକ ହେଇଛି ବୋଲି କହିଛନ୍ତି ସେ | ଆଉ ସମାଜରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment