ଟଙ୍କା ପାଇଁ ମହିଳା, ପୁରୁଷ ବେଶରେ ସମ୍ପର୍କ ରଖୁଥିଲା ସ୍ଵାମୀ… ଏ ନେଇ କଣ କହୁଛନ୍ତି ନିଜ ସ୍ତ୍ରୀ, ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରି ଦେଇଥାଏ | ତେବେ ବର୍ତ୍ତମାନ ସେହି ଭଳି କିଛି ଘଟଣା ଦେଖିବାକୁ ମିକିଛି | ଆଉ ଯେଉଁଠି ସ୍ତ୍ରୀ ଥାଉ ଥାଉ ଟଙ୍କା ରୋଜଗାର ପାଇଁ ସ୍ୱାମୀ ଜଣଙ୍କ ଉଭୟ ପୁରୁଷ ଆଉ ମହିଳା ଙ୍କ ବେଶ ରେ ବାହାରକୁ ଯାଉଥିଲେ ଆଉ ସେକ୍ସ ରାକେଡ଼ ରେ ମଧ୍ୟ ଲିପ୍ତ ଥିଲେ | ଆଉ ଯେଉଁଠି ପାଇଁ ବର୍ତ୍ତମାନ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୌଳିସିଂ ଥାନା ଆମ୍ବଗଡିଆ ଗାଁ ର ସୋର ଅଞ୍ଚଳରେ | ଆଉ ଯେଉଁଠିବାପା ମହେନ୍ଦ୍ର ଖିଲାର ଙ୍କର ଙ୍କ ପୁଅ ହେଉଛନ୍ତି ଚିରଂଜିତ ଖିଲାର ଆଉ ଯିଏ କି ଗତ 2019 ତାରିଖ ମାର୍ଚ୍ଚ 8 ତାରିଖରେ ପୁଷ୍ପାଞ୍ଜଳି ଙ୍କୁ ବିବାହ କରିଥିଲେ | ଆଉ ଯେତେବେଳେ ବିବାହ କରିଥିଲେ ସେମାନଙ୍କ ମଧ୍ୟରେ ସ୍ୱାମୀ ଆଉ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ବେଶ ଭଲ ରେ ଚାଲିଥିଲା | ଆଉ ସେମାନେ ସୁରଟ ରେ ଯାଇକି କାମ କରୁଥିଲେ ଆଉ ରହୁଥିଲେ ମଧ୍ୟ |କିନ୍ତୁ ସେଠାକୁ ଯିବା ପରେ ସ୍ୱାମୀ ଜଣଙ୍କର ସତ୍ୟ ସାମ୍ନା କୁ ଆସିଥିଲା |

ଆଉ ଯେଉଁଠି ସ୍ତ୍ରୀ ଜଣଙ୍କ ଜାଣିବାକୁ ପାଇଥିଲେ କି ସ୍ୱାମୀ ଜଣଙ୍କ ଉଭୟ ପୁରୁଷ ଆଉ ମହିଳା ଙ୍କ ରୂପ ନେଇକି ସେକ୍ସ କାମ କରିକି ଟଙ୍କା ରୋଜଗାର କରୁଛନ୍ତି | ଆଉ ଯେତେବେଳେ ସେମାନେ ବିବାହ କରିଥିଲେ ସେତେବେଳେ ମଧ୍ୟସ୍ତ ଜଣଙ୍କ ତାଙ୍କୁ କହିଥିଲେ କି ସ୍ୱାମୀ ଜଣଙ୍କ ହେଉଛନ୍ତି ଇଞ୍ଜିନିଅର ବୋଲି | ଆଉ ପରେ ସୁରଟ ରେ ସ୍ୱାମୀ ଜଣଙ୍କ ମଧ୍ୟ ଅଫିସ ଯିବାର ବାହାନା କରିକି ଘରୁ ବାହା ରି ଯାଉଥିଲେ ଆଉ ସେଠାରେ ଝିଅ ଭଳି ରୂପ ବଦଳାଇ ଲାଗି ଯାଉଥିଲେ ସେକ୍ସ କାମ ରେ | ଆଉ ଏହି କଥା କୁ ସ୍ତ୍ରୀ ଜଣଙ୍କ ହ୍ୱାଡ଼ ସପ ରେ କରିଥିବା ଚାଟିବଂ ରେ ଦେଖିବା ପରେ ଜାଣିବାକୁ ପାଇଥିଲେ |

ଆଉ ସେହିଭଳି କଥା ଜାଣିବା ପରେ ସ୍ତ୍ରୀ ଜଣଙ୍କ ବିରୋଧ କରିବା ପରେ ସେ କହିଥିଲେ କି ଯେହେତୁ ତାଙ୍କର ସ୍ତ୍ରୀ ବିକମ ପଢ଼ିଛନ୍ତି ଆଉ ତେଣୁ ସେ ସବୁ କାମ ଛାଡିକି ତାଙ୍କ ସ୍ତ୍ରୀ ଙ୍କୁ କମ୍ପାନୀ ରେ କାମ କରିବା ପାଇଁକି ଫ୍ରିଡମ ଦେବେ ବୋଲି କହିଛନ୍ତି |ଆଉ ପରେ ମଧ୍ୟ ସ୍ତ୍ରୀ ଜଣଙ୍କ ଜାଣିବାକୁ ପାଇଥିଲେ କି ସ୍ୱାମୀ ର ସ୍ଵଭାଵ ବଦଳି ନାହିଁ, ଆଉ ସେଥିପାଇଁ ସ୍ତ୍ରୀ ଜଣଙ୍କ ସୋର ଥାନା ରେ ଅଭିଯୋଗ କରିଛନ୍ତି ଆଉ ତାଙ୍କର ପିଲା ର ଭରଣ ପୋଷଣ ପାଇଁ ମଧ୍ୟ ଦାବି କରିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment