ହେ ପ୍ରଭୁ ! ଟିକିଏ ଅସାବଧାନତା ପାଇଁ ସବୁଦିନ ପାଇଁ ମୋଡି ହୋଇଗଲା ବେକ, ଝିଅର ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର

0

ବର୍ତ୍ତମାନ ଯୁଗ ଟେକ୍ନୋଲୋଜିର ସମୟ। ଦିନକୁ ଦିନ ଯୁଗର ପରିବର୍ତ୍ତନ ହୋଇଚାଲିଛି।ଦୁନିଆ ଏବେ ବହୁତ ଆଗରେ ପହଂଚିଲାଣି। ସବୁକ୍ଷେତ୍ରରେ ଟେକ୍ନୋଲୋଜିର ଆବଶ୍ୟକତା ରହିଛି ଯାହା ଏବେ ମଧ୍ୟ ସାରା ଦେଶରେ ଅଭାଵ ରହିଛି।ଆଜିକାଲି ଲୋକଙ୍କ ଭାବନା ଏବଂ ମନବୃତି ବହୁତ ଆଗକୁ। ଆଉ ଲୋକମାନେ ବହୁତ ଶିକ୍ଷିତ ହୋଇଗଲେଣି,ଯାହାଦ୍ୱାରା ସେମାନେ ନୂଆ ନୂଆ ଟେକ୍ନୋଲୋଜିର ଉଭାବନ କରୁଛନ୍ତି। ଏହାଦ୍ୱାରା ଦେଶର ଉନ୍ନତି ହୋଇଥାଏ। ବର୍ତ୍ତମାନ ସମୟରେ ଦୁନିଆ ଏତେ ଆଗକୁ ପଳେଇଲାଣି କୌଣସି ଜିନିଷ ପାଇଁ ଅପେକ୍ଷା କରିବାକୁ ପଡେନାହିଁ।

କିନ୍ତୁ ଆଗରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କିମ୍ବା ଫୋନ କଲ କିମ୍ବା ଚିଠି ଦେବା ପାଇଁ ବହୁତ ଦିନ ଧରି ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା।ଏବେ ଟେକ୍ନୋଲୋଜି ଯୁଗରେ ଅନେକ ଏହାର ବିନିଯୋଗ କରି ସ୍ମାର୍ଟ ହୋଇଗଲେଣି।

ଏହି ଯୁଗରେ ଜନ୍ମ ହୋଇଥିବା ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟର ବ୍ୟବହାର ଏବଂ ଟେକ୍ନୋଲୋଜିର ବ୍ୟବହାର କରିଥାନ୍ତି।ଏହା ମାଧ୍ୟମରେ ସେମାନେ ସୋସିଆଲ ସାଇଡ଼ ସହ ଯୋଡି ହୋଇରହୁଛନ୍ତି। ସୋସିଆଲ ମିଡିଆରେ ସେମାନେ ବିଭିନ୍ନ ରହସ୍ୟମୟ ଘଟଣାର ଭିଡିଓ ଦେଖିବାକୁ ମିଳିଥାଏ,ସେଥିମଧ୍ୟରୁ କେତେକ ଭିଡିଓ ଆଶ୍ଚର୍ଯ୍ୟ ଲାଗିଥାଏ ଆଉ କେତେକ ଲାଗି ନଥାଏ।ଆଜି ଆମେ ଆପଣଙ୍କ ଏମିତି କିଛି ରହସ୍ୟ ବିଷୟରେ କହିବୁ ଯାହା ଆପଣ ମାନେ ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଆସନ୍ତୁ ଜାଣିବା ସେ ଘଟଣା ସମ୍ପର୍କରେ।

କଥାରେ ଅଛି ମଣିଷ ମାତ୍ରେକେ ଭୁଲ । ତେବେ ଛୋଟବେଳେ ସମସ୍ତେ କିଛି ନ କିଛି ଭୁଲ କରିଥାଉ ଜଣାତରେ ହେଉ କି ଅଜାଣତରେ ଏବଂଏହାମଧ୍ୟ ଅନେକ ମାତ୍ରାରେ କଷ୍ଟ ସାଧ୍ୟ ହୋଇଥାଏ ଆମ ଭବିଷ୍ୟତ ରେ। ତେବେ ସେହିପରି ଗୋଟିଏ ଘଟଣା ଦେଖିବାକୁ ମିଳିଛି ସିନ ଦେଶରେ । ଅଫସିନ୍ ନାମକ ଜଣେ ଛୋଟପିଲା ନିଜର ଅସାବଧାନତା ପାଇଁ ବହୁତ କଷ୍ଟ ପାଉଛନ୍ତି।ସେ ଏବେ ସାଧାରଣ ପିଲାଙ୍କ ପରି ରହିକି ମଧ୍ୟ କିଛି କରିପାରୁନାହାନ୍ତି।

ଅଫସିନ୍ ମାଆଙ୍କ କଥା ଅନୁସାରେ ପ୍ରଥମେ ଯେତେବେଳେ ଅଫସିନ୍ ଜନ୍ମହୋଇଥିଲେ ସେ ସମୟରେ ଭଲ ଥିଲେ କିନ୍ତୁ ଏହି ରୋଗ ହୋଇଥିବାବେଳେ ତାଙ୍କୁ ମାତ୍ର ୮ ମାସ ହୋଇଥିଲା। ସେହି ସମୟରେ ଖେଳିବାବେଳେ ତାଙ୍କର ବେକ ହଠାତ କିପରି ନବେ ଡିଗ୍ରୀ ହୋଇଯାଇଥିଲା ଆଉ ଭଲ ହୋଇପାରିଲା ନାହିଁ।ସେମିତି ଆଜି ପର୍ଯ୍ୟନ୍ତ ରହିଗଲା।ସେ ସବୁ କାର୍ଯ୍ୟରୁ ବଂଚିତ ହେଉଥିଲେ

ଅଫସିନ୍ ଙ୍କୁ ଭଲ କରିବା ପାଇଁ ତାଙ୍କ ମାଆ ବହୁତ ଚେଷ୍ଟା କରିଥିଲେ ଏବଂ ପରେ ଜଣେ ନେତାଙ୍କୁ ସହ ତାଙ୍କର ମାଆ ଙ୍କର ଦେଖା ହୋଇଥିଲା ତାଙ୍କୁ ସବୁ ପରିସ୍ଥିତି ବିଷୟରେ କହିଲେ ଏବଂ ତାଙ୍କ ଝିଅଙ୍କ ଦେହ ଭଲ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଆଉ ସେ ତାଙ୍କର ସବୁ ପରୀକ୍ଷା କରିଥିଲେ କିନ୍ତୁ ପରେ ସେ ନେତା ଆଉ ଫୋନ ଆଉ ଉଠାଉ ନାହାନ୍ତି। ତାଙ୍କ ମାଆ ଏବେ ସରକାରଙ୍କ ସହାୟତା ମାଗୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।