ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ଳିଛି ଭିଡ଼ିଓ ମାନ ଭାବିରାଲ ହେଉଥିବାର ଆପଣ ମାନେ ଦେଖୁଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମୋକୟ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି କ୍ରିକେଟର ପୃଥ୍ୱୀ ଶ ଙ୍କ ବିଷୟରେ ବୋଲି ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ପୃଥ୍ୱୀ ଶ ଏକ ହଟେଲ କୁ ଯାଇଥିଲେ ଖାଇବା ପାଇଁ, ଆଉ ସେଠାରେ ସେ ସେଲ୍ଫି ଉଠାଇବା ପାଇଁ ମନା କରିବାରୁ ତାଙ୍କ ଉପରକୁ ଆକ୍ରମଣ କରିଥିବା କଥା କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଇଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଟିମ ଇଣ୍ଡିଆ ର ଜଣା ଶୁଣା କ୍ରିକେଟର ପୃଥ୍ୱୀ ଶ ଙ୍କୁ ର ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | କ୍ରିକେଟ ଜଗତରେ ନିଜର ପରିଚୟ ସୃଷ୍ଟି କରି ଚାରିଆଡେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବୋଲି କୁହାଯାଉଛି | ଆଉ ସେହି ପୃଥ୍ୱୀ ଶୋ ଙ୍କ ଉପରକୁ ଆକ୍ରମଣ ହୋଇଛି ବୋଲି କିଛି ସୂଚନା ମିଳିଛି | ଆଉ ଯେଉଁଠି କୁହାଯାଉଛି କି ପୃଥ୍ୱୀ ଶ ତାଙ୍କର ସାଙ୍ଗଙ୍କ ସହିତ ଯାଇଥିଲେ ମୁମ୍ବାଇ ର ଏକ ହୋଟେଲ କୁ ରାତିରେ ଖାଇବା ପାଇଁ | ଆଉ ସେଠାରେ ତାଙ୍କ ସହିତ ଘଟି ଯାଇଥିଲା କିଛି ଏଭଳି ଘଟଣା ବୋଲି କୁହାଯାଉଛି |
ଆଉ ମିଳିଥିବା ସୂଚନା ଅନୁସାରେ ସ୍ୱାଭିତ ଠାକୁର ଓ ସ୍ୱପ୍ନା ଗିଲ ନାମକ ଯୁବକ ଆଉ ଯୁବତୀ ମଧ୍ୟ ମୁମ୍ବାଇ ର ସେହି 5 ଷ୍ଟାର ହୋଟେଲ କୁ ଖାଇବା ପାଇଁ ଯାଇଥିଲେ | ଆଉ ଯାହା କୁହାଯାଉଛି କି ସେହି ହୋଟେଲ ଭିତରେ ପୃଥ୍ୱୀ ଶ ଙ୍କୁ ଦେଖିକି ତାଙ୍କ ସହିତ ସେଲ୍ଫି ଉଠାଇବା ପାଇଁ ସେମାନେ ଅନୁରୋଧ କରିଥିଲେ ଆଉ ଯାହା ଫଳରେ ପୃଥ୍ୱୀ ମଧ୍ୟ ସେମାନଙ୍କ ସହିତ ସେଲ୍ଫି ଉଠାଇଥିଲେ | କିନ୍ତୁ ଅନେକ ସମୟ ଧରି ସେଲ୍ଫି ଉଠାଇବା ରୁ ପୃଥ୍ୱୀ ସେଲ୍ଫି ପାଇଁ ମନା କରିଥିଲେ ଆଉ ଯାହା ଫଳରେ ସେହୁ ଯୁବକ ଆଉ ଯୁବତୀ ମାନେ ରାଗି ଯାଇଥିଲେ ବୋଲି କୁହାଯାଉଛି |
ଆଉ ହୋଟେଲ ରେ ଥିବା ସିକୁରିଟି ମଧ୍ୟ ସେମାନଙ୍କୁ ବାହାର କରି ଦେଇଥିଲେ | ଆଉ ଯାହା ଫଳରେ ସେମାନେ ରାଗି ଯାଇଥିଲେ ଆଉ ହୋଟେଲ ର ବାହାରେ ତାଙ୍କର କେତେଜଣ ସାଙ୍ଗ ଙ୍କ ସହିତ ଛିଡା ହୋଇଥିଲେ | ଆଉ ତାହା ପରେ ପୃଥ୍ୱୀ ବାହାରିବ ପରେ ତାଙ୍କୁ ଆକ୍ରମଣ କରିଥିଲେ ଆଉ ତାଙ୍କର ସାଙ୍ଗକୁ ମଧ୍ୟ ଆକ୍ରମଣ କରିବା ସହିତ ତାଙ୍କର ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।