ତିନି ଜଣ ସିନିୟର ମୋତେ ବହୁତ ଟର୍ଚର କରୁଥିଲେ ..ବାପା ମା’ଙ୍କ ଆଶାଥିଲା ମୁଁ IAS ହେବି ..ହେଲେ ପାରିଲିନି ..ମୋ ବାପା ମାଙ୍କ ଲୁହରେ ସେମାନେ ଭାସିଯିବେ

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ନିକଟରେ ଜଣେ ଛାତ୍ରୀ ଆତ୍ମହତ୍ୟା କୁ ନେଇ ଚାରିଆଡ଼େ ଚହଳ ସୃଷ୍ଟି କରିଛି।ତେବେ ସେହି ଛାତ୍ରୀ ଜଣଙ୍କର ଆତ୍ମହତ୍ୟା ପରେ ତାହାର ସୁଇସାଇଡ ନୋଟ ମଧ୍ୟ ମିଳିଛି ତେବେ ଆସନ୍ତୁ ଜାଣିବା। ଏଠାରେ ଏବେ ଏକ ଭିଡ଼ିଓ ନଜର କୁ ଆସିଛି ଯେଉଁଠି ଜଣେ କଲେଜ ଛାତ୍ରୀ ଙ୍କର ମୃତ୍ୟୁ ହୋଇଥିଲା ଯାହାର କାରଣ ଏବେ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ଏବେ ଏହୂ ଘଟଣା ସୋସିଆଲ ମିଡ଼ିଆରେ ବହୁଳ ଭାଵର୍ଵ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏହି ଘଟଣା ଟିରେ ଏବେ ଜାଣିବା ପରେ ପାରିବାର ଲୋକ ମାନେ ଘଟଣା କୁ ନେଇ ଥାନାରେ ଅଭିଯୋଗ ଆଣିଛନ୍ତି। ବିଭିନ୍ନ ସମୟରେ ଏହିପରି ଘଟଣା ନଜରକୁ ଆସିଥାଏ ଯେଉଁଠି ଉଭୟ ପୁରୁଷ ଓ ମହିଳା ନିର୍ଯ୍ୟାତନା ର ଶିକାର ହୋଇ ଏମିତି କିଛି କରି ଥାଆନ୍ତି ଯାହା ବିଭିନ୍ନ ସମୟରେ ସାମ୍ନା କୁ ଆସିଥାଏ। ଆଉ ସେମାନେ ନିଜ କୁ ନିୟନ୍ତ୍ରଣ କରି ନ ପାରି ଆତ୍ମହତ୍ୟା କରି ଥାଆନ୍ତି ଯାହା ସେମାନେ କେବେ ଭାବି ନ ଥାନ୍ତି।

ଆଉ ଏମାନେ ନିଜ ଜୀବନ କୁ ବାଜି ଲଗେଇ ଦେଇଥାନ୍ତି ଯାହା ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ। ଆଉ ଏହିଠାରେ ଜଣେ ଛାତ୍ରୀ ଏହିଭଳି କିଛି କରିଛନ୍ତି ଯାହା କୁ ନେଇ ତଦନ୍ତ ମଧ୍ୟ ଚାଲିଛି। ଆଉ ଏହି ସମୟ ରେ କିଛି ଗୋଟିଏ ସୁଇସାଇଡ ନୋଟ ମିଳିଛି ଯାହା ଏଠାରେ ସୂଚନା ଯୋଗ୍ୟ। ଏହି ସମୟରେ ବିଜେବି କଲେଜ ରେ ଛାତ୍ରୀ ଜଣଙ୍କର ଆତ୍ମହତ୍ୟା ପଛରେ ଥିବା ରହସ୍ୟ କୁ କେହି ଜାଣି ପାରି ନାହାଁନ୍ତି ହେଲେ ସେହି ସୁଇସାଇଡ ନୋଟ ରେ ଏମିତି କିଛି ଲେଖିଛନ୍ତି। ଆଉ ଏହି ସୁଇସାଇଡ ନୋଟ କୁ ଦେଖିବା ପରେ କିଛି ମାତ୍ରାରେ ଜାଣିବାକୁ ମିଳିଛି। ଆଉ ଏଠାରେ ସେ ଆତ୍ମହତ୍ୟା କରିବା ପୂର୍ବରୁ ଏମିତି କିଛି ଲେଖିଛନ୍ତି ଯାହା ଜାଣିବାକୁ ମିଳିଛି।

ଆଉ ଏବେ ନୋଟ ରେ ଲେଖା ହୋଇଛି ଯେ ତାଙ୍କର ଏହି ମୃତ୍ୟୁ ପଛରେ ତିନି ଜଣ ସିନିୟର ଦାୟୀ ରହିଛନ୍ତି ଯାହା ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ। ଆଉ ସେଠାରେ ସେ ନିଜର କ୍ୟାରିଅର ବିଷୟରେ ମଧ୍ୟ ଲେଖିଛନ୍ତି ଯାହା ତାଙ୍କର UPSC ପାଇଁ ପଢା ପଢି କରିଥିବା ସମ୍ପର୍କରେ ଲେଖିଛନ୍ତି। ଆଉ ତାଙ୍କର ପରିବାର ଲୋକଙ୍କ ସମ୍ପର୍କରେ ମଧ୍ୟ କିଛି ଲେଖା ରହିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ମିଳିଛି। ଆଉ ଏହି ସୁଇସାଇଡ ନୋଟ କୁ ନେଇ ତଦନ୍ତ ଏବେ କରାଯିବ। ଯାହା ବି ହେଉ ସେହି ଘଟଣା ଟିରେ ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ତାହା ଏବେ ଜଣା ପଡ଼ିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment