ତୋର ୩ କୁ ମୋର ୩ : ମାତ୍ର ୨୨ ବର୍ଷ ସ୍ୱାମୀକୁ ୩ ଦିନ ଲେଖାଏଁ ଭାଗ କଲେ ଦୁଇ ପତ୍ନୀ, ରବିବାର କାହା ସହ ରହିବେ ଯୁବକ ?

0

ବର୍ତ୍ତମାନ ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏବଂ ଏପରି ଅନେକ କିଛି ଘଟଣା ରହିଛି, ଯାହା ଅତ୍ୟନ୍ତ ମଜାଳିଆ ଲାଗିଥାଏ। ଏହି ସବୁ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ମଧ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି, ଯାହା ଜାଣିଲା ପରେ ଆପଣଙ୍କ ହୋସ ଉଡିଯିବ। ତେବେ ଘଟଣାଟି ହେଉଛି ଜଣେ ଯୁବତୀ ଅନ୍ୟ ଜଣେ ବିବାହିତ ଯୁବକକୁ ଫେସବୁକ ରେ ପ୍ରେମ କରି ବିବାହ କରିଥିଲେ, ଯୁବତୀ ଗର୍ଭବତୀ ହେବାପରେ ଛାଡି ଦେଲେ ଯୁବକ। ତେବେ ବନ୍ଧିଗଣ ଆପଣ ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଆସନ୍ତୁ ଜାଣିବା ପୁରା ଘଟଣା;

ଅଜିମନଗର ପୋଲିସ ଷ୍ଟେସନ ଅଞ୍ଚଳର ଧନକ ପୁରୀ ଟଣ୍ଡା ଅଂଚଳର ଯୁବକ ତକମିଲ ଅହମ୍ମଦ ଚଣ୍ଡୀଗଡ଼ରେ ସେଲୁନ କାମ କରୁଥିଲେ। ସେ ଆସାମର ଜଣେ ଯୁବତୀଙ୍କୁ ଫେସବୁକରୁ ଦେଢ଼ ବର୍ଷ ପୂର୍ବେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ତେବେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହବା ସହିତ ପ୍ରେମ ସମ୍ପର୍କ ମଧ୍ୟ ହୋଇଯାଇଥିଲା। ସେହି ଯୁବକ ଜଣକ ଆଗରୁ ବିବାହିତା ଥିଲେ। କିନ୍ତୁ ବିବାହ ସମ୍ପର୍କକୁ ନେଇ ସେ ଯୁବତୀଙ୍କୁ କିଛି କହିନଥିଲେ। ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆସାମରୁ ସେହି ଯୁବତୀ ଜଣଙ୍କ ନିଜ ଘର ଛାଡି ଚଣ୍ଡୀଗଡ଼ର ଯୁବକଙ୍କ ପାଖକୁ ଚାଲି ଆସିଥିଲା। ତାପରେ ଘରଭଡା ନେଇ ଦୁହେଁ ଏକାଠି ରହୁଥିଲେ।। କିଛି ଦିନ ପରେ ଯୁବତୀ ଗର୍ଭବତୀ ହବାରୁ ଯୁବକ ତାକୁ ଛାଡି ଗାଁକୁ ପଳେଇଗଲା। ସେଠାରେ ଯୁବତୀ ଜଣକ କିଛି ଦିନ ରହିବା ପରେ ଆସାମ ନିଜ ଘରକୁ ଫେରି ଯାଇଥିଲେ।

ଏହା ପରେ କିଛି ଦିନ ପରେ ଯୁବତୀ ଜଣଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ, ପୁଅକୁ ପିତାଙ୍କ ପରିଚୟ ଦେବା ପାଇଁ ତିନି ମାସ ପୂର୍ବେ ଯୁବତୀ ଜଣକ ପୁଅକୁ ନେଇ ଘରୁ ବାହାରି ଆସିଥିଲେ। ଛୋଟ ପୁଅଟିକୁ ଧରି ଯୁବତୀ ଜଣଙ୍କ ଏଣେ ତେଣେ ବୁଲୁଥିଲେ। ଯୁବତୀ ଜଣଙ୍କ ରାମପୁର ଆସି ୱାନଷ୍ଟପ ସେଣ୍ଟରରୁ ସାହାଯ୍ୟ ମାଗିଥିଲେ। ୱାନଷ୍ଟପ ସେଣ୍ଟରରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇ ଯୁବତୀଙ୍କ ସହ ଅଜିମନଗର ପୋଲିସ ଷ୍ଟେସନରେ ପହଁଚିଥିଲେ। ଏହା ପରେ ପୋଲିସଙ୍କୁ ଯୁବକଙ୍କ ଫୋଟ ଦେଖାଇ ଥିଲେ ଏହା ପରେ ପୋଲିସ ଯୁବକଙ୍କୁ ଚିହ୍ନଟ କରିବା ଦୋଷୀ କୁ ଗିରଫ କରିଥିଲେ। ତେବେ ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।