ଟ୍ରାକ୍‌ରେ ଆସୁଥିଲା ଟ୍ରେନ୍‌ ! ହଠାତ୍‌ ପାହାଡ ଉପରୁ ଖସି ପଡ଼ିଲା ବିରାଟ ବିରାଟ ପାହାଡ ଖଣ୍ଡ, ଟ୍ରେନରେ ଥିଲେ ୨ ହଜାରରୁ ଅଧିକ ଯାତ୍ରୀ, ଆଉ ତା’ପରେ କଣ ହେଲା ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଯାହାକି ଶୁଣିବା ମାତ୍ରେ ବହୁତ କଷ୍ଟ ଲାଗି ଥାଏ। କେତେବେଳେ ଯେ କଣ ଘଟିବ ତାହା କେହି ହେଲେ ବି କହି ପାରିବେ ନାହିଁ। ବେଳେ ଆପଣ ମାନେ ଦେଖିଥିବେ କେତେବେଳେ ବସ ଓ ଅନ୍ୟାନ୍ୟ ଯାତ୍ରୀ ବାହୀ ଗାଡି ସବୁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟିବା ଫଳରେ ଅନେକ ଲୋକ ମାନେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି ଓ ଆଉ କିଛି ଲୋକ ମାନେ ଗୁରୁତ୍ବର ଆହତ ମଧ୍ୟ ହୋଇ ଥାଆନ୍ତି। ଏଭଳି ବଡ଼ ଦୁର୍ଘଟଣା ହେବା ଫଳରେ ବହୁତ ଦୁଃଖ ଲାଗିଥାଏ। ତେବେ ନିକଟରେ ଏଭଳି କିଛି ଦୁର୍ଘଟଣା ଘଟିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଟ୍ରେନ ଆସୁଥିବା ସମୟରେ ପାହାଡ଼ ଉପରୁ ପଥର ଟ୍ରେନ ଉପରେ ପଡି ଯାଇଛି। ଯାହାକି ଏହା ଏକ ଅତ୍ୟନ୍ତ ଭାବରେ ଦୁଃଖ ଦାୟକ ଘଟଣା ଅଟେ। ତେବେ ଅସାନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଗୋପପୁର ସିବଧୀ ମଧ୍ୟରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାତି ପ୍ରାୟ ୩.୫୦ ମିନିଟ ସମୟରେ କନରୁ ବେଙ୍ଗଲୁର ଏକ୍ସପ୍ରେସ ବାହାରି ଯାଉ ଥିଲା। ସେହି ଟ୍ରେନରେ ପଖା ପାଖି ୨ ହଜାର ୩୪୮ ଜଣ ଯାତ୍ରୀ ସେହି ଟ୍ରେନରେ ବସି ଥିଲେ। ଟ୍ରେନଟି ବାଟରେ ଯାଉ ଥିବା ସମୟରେ ହଠାଥ ପାହାଡ଼ ଉପରୁ ବଡ଼ ବଡ଼ ପଥର ସବୁ ଖସି ରେଲୱେ ଟ୍ରାକ ଉପରେ ପଡି ଥିଲା। ରେଲୱେ ଟ୍ରାକ ଉପରେ ପଡିବା ଫଳରେ ଟ୍ରେନର ୫ ଟି ବଗି ଲାଇନ ଚ୍ୟୁତ ହୋଇଥିଲା।

ତେବେ କିନ୍ତୁ ଟ୍ରେନ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁ ଟ୍ରେନକୁ ସେ ଅଟକାଇ ଦେଇଥିଲା। ଯାହା ଫଳରେ କି ଟ୍ରେନଟି ବଡ଼ ଅଘଟଣରୁ ଅଳ୍ପକେ ରହି ଯାଇ ଥିଲା। ଏହି ଘଟଣାଟିକୁ ଦେଖିସେଠାରେ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟ ଭିତ ମଧ୍ୟ ହୋଇ ଯାଇ ଥିଲେ। ଟ୍ରେନରେ ବସି ଥିବା ଯାତ୍ରୀ ମାନଙ୍କର କୌଣସି କ୍ଷତି ହୋଇ ନାହିଁ ବରଂ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ରହିଛି। ତେବେ ବନ୍ଧୁଗଣ ଯନ୍ତ୍ରବାହୀ ଜିନିଷ ଉପରେ କେବେ ହେଲେ ଭରସା ଓ ବିଶ୍ୱାସ ରହି ନଥାଏ। କେତେବେଳେ ଯେ କଣ ଅଘଟଣ ଘଟିବ କହି ହେବ ନାହିଁ। ସେଥିପାଇଁ ଆପଣ ମାନେ ସବୁବେଳେ ପାଇଁ ସତର୍କତାର ସହିତ ଯିବା ଆସିବା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।