ଟ୍ରାକ୍ଟର ଚଢ଼େଇ ଭାଙ୍ଗିଦେଲା ମେରୁଦଣ୍ଡ, ଯନ୍ତ୍ରଣାରେ ଛଟପଟ ହେଉଛି ଏହି ମାଙ୍କଡ଼…ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ଆପଣ ସମସ୍ତେ ନିଶ୍ଚୟ ଜାଣିବେ ଯେ ଆମ ମାନବ ଜାତି ସର୍ବୋ ଶ୍ରେଷ୍ଟ, ଦୁନିଆରେ ସମସ୍ତ ପ୍ରାଣୀ ଠାରୁ ବଡ ହେଉଛି ମାନବ ଜାତି, ସେମାନଙ୍କର ବୁଦ୍ଧି ବିବେକ ଇତ୍ୟାଦି ରହିଛି। ମନୁଷ୍ୟ ଦ୍ୱାରା ଅନେକ ପଶୁ ପକ୍ଷୀ ଇତ୍ୟାଦି ନିର୍ଯାତନା ଦିଅନ୍ତି। ଆପଣ ନିଶ୍ଚୟ ଅନେକ ଥର ଦେଖିଥିବେ ଯେ ମଣିଷ ଏବଂ ଜୀବଜନ୍ତୁ ଅତ୍ୟଧିକ ଅତ୍ୟାଚାର କରିଛନ୍ତି। ଆଜିକାଲି ନୂଆ ନୁହେଁ, ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖାଯାଉଛି।

ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଚଳାଉଥିବା ବେଳେ। ଏକ ମାଙ୍କଡ଼ ଉପରେ ଟ୍ରାକ୍ଟର ଚଢାଇ ଦେଇଛି ହାଡ ଭାଙ୍ଗିବା ସହିତ ବର୍ତ୍ତମାନ ସେ ତଳେ ଶୋଇଛନ୍ତି। ଆସନ୍ତୁ ଜାଣିବା ଘଟଣା ବିଷୟରେ।
ମନୁଷ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରକୃତି ଉପରେ ଅତ୍ୟାଚାର କରିଚାଲିଛି। ଯାହାର ପ୍ରମାଣ ହେଉଛି ଆଜିକାଲିର ଆଧୁନିକିକରଣ ଏହାର ପ୍ରଭାବ ଫଳରେ ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ଦେଖିବା ପାଇଁ ମିଳୁଛି। ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରକୃତି ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର କରିଛନ୍ତି। ଜଙ୍ଗଲ ମଧ୍ୟରେ ଗଛ ସବୁ କାଟି ଚାଷ ଜମି ତିଆରି କରିବା।

ଏହାଦ୍ୱାରା କେବଳ ଯେ ପରିବେଶ ଖରାପ ହେଉଛି ତାହା ନୁହେଁ ବରଂ ପରିବେଶରେ ଥିବା ଜୀବ ଜନ୍ତୁ ରହିବା ପାଇଁ ଅନେକ କିଛି ସହିବା ପାଇଁ ପଡୁଛି। ସାଧାରଣ କଥା ବିଚାର କରନ୍ତୁ , କେଉଁ ଭଳି ଭାବରେ ମାଙ୍କଡ଼ ମାନେ ହଇରାଣ ହେଉଛନ୍ତି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓ ରେ ଆପଣ ମାନେ ଦେଖିପାରୁଥିବେ। କେଉଁ ଭଳି ଭାବରେ ମାଙ୍କଡ଼ଟି ତଳେ ପଡ଼ିଛି । ତେବେ ତାପାଖରେ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ସେହିଭଳି ଭାବରେ ସେ ସେଠାରେ ପଡ଼ି ରହିଛି। କାରଣ ସେ ଚାଲିବା ପାଇଁ ଅସମର୍ଥ ତାର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଛି। ଦେହ ସାରା ରକ୍ତ ରେ କ୍ଷତ ବିକ୍ଷେତ ହୋଇ ପଡ଼ିଛି। ଏଭଳି ଅଵସ୍ଥା ଆଉ କେହି ନୁହେଁ ବରଂ ମନୁଷ୍ୟ ହିଁ କରିଛି।

ସୂଚନା ଅନୁସାରେ ଗୋଟିଏ ଟ୍ରାକ୍ଟର ମାଙ୍କଡ଼ ଉପରେ ଗାଡି ଚଢ଼େଇ ଦେଇଥିବା ଦେଖିବା ପାଇଁ ମିଳିଛି। କହିବା କଥା ଯେ ମାଙ୍କଡ଼ ସୋଇଥିବା ଅବସ୍ଥାରେ ତାଉପରେ ଗାଡ଼ି ଚଢ଼େଇ ଦେଇଛି। ଆଉ ସେଥିପାଇଁ ତାର ଆଜି ଏହି ଅଵସ୍ଥା ଅସହ୍ୟ ଯନ୍ତ୍ରଣା ଭୋଗ କରୁଛି। ଯେଉଁଥି ପାଇଁ ଆଜି ସେ ତାର ପରିଜନ ପାଖକୁ ଯାଇପାରୁନାହିଁ। ଗୋଟିଏ ସ୍ଥାନ ରେ ପଡ଼ି ରହିଛି। ଯାହାବି ହେଉ କିଛି ସ୍ଥାନୀୟ ଲୋକ ଆସି ତାର ଚିକତ୍ସା କରିଥିଲେ। ଥରୁଟିଏ ଚିନ୍ତା କରନ୍ତୁ ଆମ ମନୁଷ୍ୟର ଭୂଲ ପାଇଁ ନିରୀହ ଜୀବଟା ଅନେକ ଶାସ୍ତି ପାଉଛି। ଏଭଳି ଘଟଣା ଦେଖିବା ପରେ ମନୁଷ୍ୟ ପ୍ରତି ଏକ ପ୍ରକାର ନକାରାତ୍ମକ ମନ ଭାବ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment