ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ |ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ୍ୟ କରିପାରିବେ ନାହିଁ, ଏହି ଘଟଣାର ସମ୍ପୂର୍ଣ ଖବର ଜାଣିସାରିବା ପରେ ଆପଣ ଧନ୍ୟବାଦ ନଦେଇ ରହିପାରିବେ ନାହିଁ | ଆପଣ ଆଗରୁ ଅନେକ ଡାକ୍ତରଙ୍କ କଥା ଶୁଣିଥିବେ, ଦେଖିଥିବେ ଓ ପଢ଼ିଥିବେ ମଧ୍ୟ୍ୟ |ମୁଁ ଆଜି ଆପଣଙ୍କୁ ଏମିତି ଏକ ଡାକ୍ତରଙ୍କ ବିଷୟରେ କହିବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଜଣେ ରୋଗୀର ଜୀବନ ଜଣେ ଡାକ୍ତରଙ୍କ ପାଇଁ କେତେ ଯେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ତାହା ଆପଣ ଏହି ଘଟଣାରୁ ଜାଣିପାରିବେ |ତେବେ ଆସନ୍ତୁ ଏହାର ସମ୍ପୂର୍ଣ ଘଟଣା ବିଷୟରେ ଜାଣିବା |
ଡାକ୍ତରଙ୍କୁ ଆମେ ସମସ୍ତେ ଦ୍ୱିତୀୟ ଭଗବାନ ବୋଲି ମାନିଥାଉ, ହେଲେ ମୁଁ ଆଜି ଆପଣଙ୍କୁ ଯେଉଁ ଡାକ୍ତରଙ୍କ କଥା କହିବାକୁ ଯାଉଛି ହୁଏତ ଆପଣ ପ୍ରଥମ କରି ଏହି ନାମଟି ଶୁଣିବେ|ଏହି ଘଟଣାଟି ଘଟିଛି ବାଙ୍ଗାଲୋର ରେ ଡାକ୍ତର ଗୋବିନ୍ଦ ନନ୍ଦ କୁମାର, ସେ ସର୍ଜାପୁର ର ମୋନୀପାଲ ହସ୍ପିଟାଲ ରେ ଗ୍ୟାଷ୍ଟ୍ରୋ ଇଣ୍ଟେରଲୋଜି ସାରଜନ ଅଛନ୍ତି |ଏହି ହସ୍ପିଟାଲ ରେ ତାଙ୍କର ଜଣେ ରୋଗୀ ଗଲବ୍ଲାଡାର ଷ୍ଟୋନ ରେ ବହୁଦିନ ହେଲାନି ପୀଡିତ ଥିଲେ ଓ ବହୁତ କଷ୍ଟ ମଧ୍ୟ୍ୟ ପାଉଥିଲେ, ଏହାକୁ ତୁରନ୍ତ ଅପେରସନ ପାଇଁ କହିଥିଲେ | ଏହାକୁ ଯଦି ବିଳମ୍ବ କରାଯିବ ତେବେ ଏହା କ୍ୟାନ୍ସର ଭଳି ବଡ ରୂପ ନେଇପାରେ |ଏହି ରୋଗୀ ଜଣକ ମହିଳା ଥିଲେ |
ପରଦିନ ସକାଳ ଡାକ୍ତର ଗୋବିନ୍ଦ ନନ୍ଦ ଘରୁ ବାହାରି ଆସିଥିଲେ ହେଲେ ରାସ୍ତାରେ ଟ୍ରାଫିକ ଭିଡ଼ ଯୋଗୁଁ ସେ ହସ୍ପିଟାଲ ରେ ଠିକ ସମୟରେ ପହଞ୍ଚି ପାରିବେନି ବୋଲି ଗାଡ଼ିରେ ବାସି ଭାବୁଥିଲେ |ବନ୍ଧୁଗଣ ଆପଣ ବାଙ୍ଗାଲୋର ର ICT ଟ୍ରାଫିକ କଥା ନିଶ୍ଚିତ ଜାଣିଥିବେ, ସକାଳ ଏହି ଟ୍ରାଫିକ ରେ 1km ଆଗିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥାଏ |ଏମାରଜେନସି ଲାପ୍ରସ୍କୋପି ଅପେରସନ ପାଇଁ ତାଙ୍କୁ ନିଶ୍ଚିତ ଠିକ ସମୟରେ ହସ୍ପିଟାଲ ପହଞ୍ଚିବା ପାଇଁ ପଡିବ ନହେଲେ ମହିଳା ରୋଗୀଙ୍କ ଜୀବନ ପ୍ରତି ବିପଦ ଅଛି |ଏହି ରୋଗୀଙ୍କ ଜୀବନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭାବି ଠିକ ସମୟରେ ହସ୍ପିଟାଲରେ ପହଂଚିବା ପାଇଁ ଟ୍ରାଫିକ ମଝିରୁ ଗାଡ଼ିରୁ ଓଲେହୀ ପଡିଲେ ଡାକ୍ତର ଗୋବିନ୍ଦ ନନ୍ଦ କୁମାର ଏବଂ ଏହି ଟ୍ରାଫିକ ରୁ ପ୍ରାୟ 3km ଚାଲି ଚାଲି ଗଲେ ହସ୍ପିଟାଲ |ଏହି ରାସ୍ତା ଯାଉଥିବା ସମୟରେ ମାତ୍ର 5ସେକେଣ୍ଡ ର ଭିଡ଼ିଓ ସେ ତାଙ୍କ ଟିମ କୁ ପଠେଇ ଥିଲେ ଏବଂ ଅପେରସନ ପାଇଁ ସବୁ କିଛି ରେଡି କରିବା ପାଇଁ ଜଣେଇ ଥିଲେ ଆଉ ସେ ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ଯିବେ ବୋଲି କହିଥିଲେ |
ହଁ ବନ୍ଧୁଗଣ 3km ଚାଲି ଚାଲି ଯାଇ ଠିକ ସମୟରେ ପହଂଚି ନିଜର ପୋଷାକ ବଦଳି, ଅପେରସନ ପାଇଁ ଯଉଁ ପୋଷାକ ଦରକାର ତାହାକୁ ପିନ୍ଧି ସେ ଅପେରସନ ମଧ୍ୟ୍ୟ କରିଥିଲେ, ଅପେରସନ ଫଳପ୍ରଦ ହୋଇଥିଲା, ସେ ରୋଗୀର ଭଲ ଭାବରେ ଚିକିତ୍ସା କରି ତାକୁ ଡିସ୍ଚାର୍ଜ ମଧ୍ୟ୍ୟ କରାଯାଇଥିଲା |ସେହି ସମୟରେ ଯଦି ଡାକ୍ତର ଉପଯୁକ୍ତ ବିଚାର କରିନଥାନ୍ତେ ଆଉ ଠିକ ସମୟରେ ଅପେରସନ ହୁଇନଥାନ୍ତା ତେବେ ରୋଗୀର ଜୀବନ ବିପଦରେ ରହିଥାନ୍ତା |ଡାକ୍ତର ଗୋବିନ୍ଦ ନନ୍ଦ କୁମାରଙ୍କର ଏପରି କାର୍ଯ୍ୟ ସବୁ ଡାକ୍ତରଙ୍କ ପାଇଁ ଏକ ପ୍ରେରଣା ଅଟେ | ଡାକ୍ତର ସେ 5ସେକେଣ୍ଡ ର ଭିଡିଓ ତାଙ୍କ ଟିମ ସୋସିଆଲ ମିଡିଆରେ ଛାଡିଥିଲେ ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାର ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।