ଟ୍ରାଏଲ ରୁମରେ cctv Hidden କ୍ୟାମେରା, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Viral ଭିଡ଼ିଓ…

0

ଆଜିକାଲି ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବାହାରିଲାଣି, ଯାହା ଫଳରେ କି ଏହାରି , ମାଧ୍ୟମରେ ସବୁ କିଛି ସମ୍ଭବ ହୋଇ ପାରୁଛି। ଏହି ଟେକ୍ନୋଲୋଜି ଦ୍ୱାରା କିଛି କାର୍ଯ୍ୟ ସଦୁପଯୋଗ ହେଉଥିବା ବେଳେ ଆଉ କିଛି କାର୍ଯ୍ୟ ଦୃବ୍ୟବହାର ମଧ୍ୟ କରା ଯାଉଛି। ତେବେ ବନ୍ଧୁଗଣ ଟ୍ରାଏଲ ରୁମରେ ଚେଞ୍ଚ କରିବା ପୂର୍ବରୁ କ୍ୟାମେରା ଅଛି କି ନାହିଁ ଚେକ କରି ନିଅନ୍ତୁ। ତେବେ ଆସନ୍ତୁ ସେହି ରୁମରେ ଅଛି କି ନାହିଁ କେମିତି ଜାଣିବା;

ସୂଚନା ଅନୁସାରେ, ସମସ୍ତ ମହିଳା ମାନଙ୍କୁ ସପିଙ୍ଗ କରିବାକୁ ବହୁ ମାତ୍ରାରେ ପସନ୍ଦ କରି ଥାଆନ୍ତି। ସେମାନଙ୍କର ସୁନ୍ଦର ସୁନ୍ଦର ଶାଢ଼ୀ ବା ଡ୍ରେସ ପ୍ରତି ବହୁତ ଦୁର୍ବଳତା ରହିଥାଏ। ସେମାନେ ସବୁବେଳେ ନୂଆ ନୂଆ ପୋଷାକ କିଣି ବାକୁ ଓ ପିନ୍ଧି ବାକୁ ବହୁ ଇଚ୍ଛା ପ୍ରକାଶ କରି ଥାଆନ୍ତି। ସେମାନେ ସୁନ୍ଦର ସୁନ୍ଦର ସବୁ ପୋଷାକ ଦେଖିଲେ ତାଙ୍କ ମନ ବହୁତ କୌତୁହଳ ପ୍ରକାଶ କରି ଥାଆନ୍ତି। ଯେତେବେଳେ ମହିଳା ମାନେ ପୋଷାକ କିଣି ସରିବା ପରେ, ସେମାନେ ପୋଷକକୁ ନେଇ ସନ୍ଦେହରେ ରହି ଥାଆନ୍ତି
ପୋଷାକ ଠିକ ଭାବରେ ଫିଟିଙ୍ଗ ହେଉଛି ନା ନାହିଁ ବାରମ୍ବାର ଟ୍ରାଏଲ ରୁମକୁ ଯାଇ ଟ୍ରାଏଲ କରି ଥାଆନ୍ତି। ମହିଳା ମାନଙ୍କ ମନରେ ସନ୍ଦେହ ରହି ଥାଏ ଯେ, ସେହି ରୁମ ଭିତରେ କୌଣସି କ୍ୟାମେରା ଲାଗି ନାହିଁ, ସେଥିପାଇଁ ସେମାନଙ୍କ ମନ ଭିତରେ ଭୟ ରହିଥାଏ।

ସେଥିପାଇଁ ମହିଳା ମାନେ ଟ୍ରାଏଲ ରୁମ ଭିତରକୁ ଯିବା ପୂର୍ବରୁ ସବୁ କିଛି ଚେକ କରି ନିଅନ୍ତୁ। ଟ୍ରାଏଲ ରୁମରେ କ୍ୟାମେରା ଲାଗିଛି ନା ନାହିଁ ଏହି ଉପାୟ କରି ନିଅନ୍ତୁ। ଯଦି ସନ୍ଦେହ ହେଉଥିବ ସେହି ସେହି ଟ୍ରାଏଲ ରୁମର କ୍ୟାମେରା ରହିଛି କି ନାହିଁ, ସେଥିପାଇଁ ପ୍ରଥମେ ଲାଇଟ ବନ୍ଦ କରି ଦିଅନ୍ତୁ। ଲାଇଟ ବନ୍ଦ କରିବା ପରେ ଦେଖନ୍ତି ସେଠାରେ ଗ୍ରୀନ କିମ୍ବା ରେଡ଼ ଲାଇଟ ଦେଖା ଯାଉଛି ନା ନାହିଁ। ଏହା ପରେ ଟ୍ରାଏଲ ରୁମକୁ ଯିବା ପରେ ସବୁବେଳ ପାଇଁ ମୋବାଇଲରେ ନେଟ ୱାର୍କ ଅଛି କି ନାହିଁ ଧ୍ୟାନ ରଖନ୍ତୁ। କାରଣ ଯେଉଁଠି ହିଡେନ କ୍ୟାମେରା ରହିଥାଏ, ସେଠାରେ ମୋବାଇଲ ନେଟ ୱାର୍କ କାମ କରେ ନାହିଁ। ଏଥି ସହିତ ନିଜ ମୋବାଇଲରେ ଫୋଟୋ କ୍ଲିକ କରନ୍ତୁ, ଯଦି ଫୋଟୋ କ୍ଲିକ କରିବା ସମୟରେ କିଛି ବିରକ୍ତିକର ଶବ୍ଦ ହୋଇଥାଏ, ତା’ହେଲେ ଜାଣି ନେବେ ଯେ, ରୁମ ଭିତରେ କ୍ୟାମେରା ଲାଗିଛି।

ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସମୟରେ ଏଭଳି ଦର୍ପଣ ଆସୁଛି, ଯେଉଁଥିରେ କି କ୍ୟାମେରା ଲଗା ଯାଇ ପାରେ। ସେଥିପାଇଁ ଦର୍ପଣ ଉପରେ ଆଙ୍ଗୁଳି ରଖନ୍ତୁ ଆଉ ଦେଖନ୍ତୁ ଯେ, ଆଙ୍ଗୁଳି ମଝିରେ ଖାଲି ନରହୁଛି କିମ୍ବା ଯୋଡି ହୋଇ ରହୁଛି, ତାହେଲେ ଜାଣିବେ ଯେ ଦର୍ପଣ ପଛରେ କ୍ୟାମେରା ଲାଗିଛି। ହିଡେନ କ୍ୟାମେରା ବିଷୟରେ ଜାଣିବାକୁ ହେଲେ ମୋବାଇଲରେ ବଡିଗାର୍ଡ ନାମକ ଏକ ଆପକୁ ଡାଉନ ଲୋଡ଼ କରି ନିଅନ୍ତୁ। ଏହା ପରେ ସେହି ଆପକୁ ଅନ କରିବା ପରେ ଟ୍ରାଏଲ ରୁମର ଚାରି ଆଡ଼େ ବୁଲାନ୍ତୁ, ଯାଦି ଲାଲ ରଙ୍ଗର ବତୀ ଜଳୁଥିବ ତାହେଲେ ସେହି ରୁମରେ ହିଡେନ କ୍ୟାମେରା ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।