Train ଭିତରେ ଯୁବତୀଙ୍କ ଲଜ୍ୟାଜନକ ହରକତ, ଉପରେ ବସିଥିବା ଲୋକ ରେକର୍ଡିଙ୍ଗ କରି Upload କରିଦେଲେ…ଦେଖନ୍ତୁ ଭିଡ଼ିଓ

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ନିଶ୍ଟୟ ଘଟିଥାଏ , ସେହି ଘଟଣା ଗୁଡିକ ଆପଣ ମାନେ ଘରେ ରହି ମଧ୍ୟ ଜାଣି ପାରିଥାନ୍ତି । କାରଣ ଆଜିର ଏହି ଟେକ୍ନୋଲଜି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ନିଶ୍ଚିତ ଭାବରେ ସ୍ମାର୍ଟ ଫୋନ ରହିଛି । ସକାଳ ଠାରୁ ଆରମ୍ଭ କରି ସନ୍ଦ୍ୟା ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଯାହାଫଳରେ ଘରେ ରହି ମଧ୍ୟ ଆପଣ ମାନେ ସମସ୍ତ ତଥ୍ୟ ଜାଣିପାରିଥାନ୍ତି । ଅନେକ ସମୟରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ , ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଘଟଣାଟି ହେଉଛି ଜଣେ ଯୁବତୀ ଟ୍ରେନ ଭିତରେ ଚୋରୀ କରୁଥିବା ସମୟରେ ସେ ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇଛି । ଯୁବତୀଙ୍କ ନିଆରା ଚୋରୀ କରିବାର ଷ୍ଟାଇଲ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ , ଯାହାକି ବର୍ତ୍ତମାନ ସମୟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସାଧାରଣ ଲୋକମାନଙ୍କ ଠାରୁ ଚୋର ମାନେ ସର୍ବଦା ଚାଲାକ ହୋଇଥାନ୍ତି , ସେମାନେ ସର୍ବଦା ଚୋରୀ କରିବାର ସୁଯୋଗ କୁ ଅପେକ୍ଷା କରି ରହିଥାନ୍ତି । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ , କେବେନା କେବେ ଧରା ମଧ୍ୟ ପଡିଥାନ୍ତି । ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଯୁବତୀ ଜଣକ ଟ୍ରେନ ଭିତରେ ପ୍ରବେଶ କରୁଛନ୍ତି । ସିଟ୍ ରେ କିଛି ମହିଳା ଶୋଇଥିବା ସମୟରେ ଯୁବତୀ ଜଣକ ଇଆଁଡେ ସିଆଁଡେ ଆନାଇ ଧୀରେ ଧୀରେ ତାଙ୍କ ପକେର୍ଟରୁ ମନିପର୍ସ ବାହର କରି ସେଥିରେ ଥିବା ଚଙ୍କା କୁ ବାହର କରୁଥିବାର ଦେଖିବାକୁ ମିଳିଥିଲା ।

ଟ୍ରେନର ଉପର ସିଟ୍ ରେ ବସିଥିବା କିଛି ବ୍ୟକ୍ତି ଏହି ଦୃଶ୍ୟକୁ ମେବାଇଲ ଫୋନରେ ରେକର୍ଡ କରି ନେଇଥିଲେ । ପ୍ରଥମେ ସେ ଯୁବତୀଙ୍କୁ ସେତଟା ଧ୍ୟାନ ଦେଇ ନଥିଲେ , କିଛି ସମୟ ଯିବାପରେ ଯବୁତୀ ଜଣକ ଏପଟ ସେପଟ ଚାହିଁବା ଦେଖି ସେ ସନ୍ଦେହ କରିିଥିଲେ । ଏହା ପରେ ସେ ନିଜ ମୋବାଇଲ ଫୋନ ବାହାର କରି ରେକର୍ଡ କରିଥିଲେ । ଏହି ଭିଡିଓ ଟି ବର୍ତ୍ତମା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେଣୁ ଆପଣ ମାନେ ଟ୍ରେନ ରେ ଯାତ୍ରା କରୁଥିଲେ ସର୍ବଦା ସତର୍କ ହୋଇ ରୁହନ୍ତୁ , ନଚେତ୍ ଆପଣଙ୍କୁ ମଧ୍ୟ. ଏମିତି ଏକ ପରିସ୍ଥିତିର ସାମ୍ନା କରିବାକୁ ପଡିବ । ତେଣୁ ସର୍ବଦା ସାବଧାନ ରହିବା ହିଁ ବୁଦ୍ଧିମତାର ପରିଚୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment