ଦେଖନ୍ତୁ Shocking ଭିଡ଼ିଓ : ଟ୍ରେନରେ ଚଢୁଥିବା ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ରେଳରେ କଟି ଶହୀଦ ହୋଇଗଲେ ଯବାନ…

0

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଭିଡ଼ିଓ ସବୁ ନଜରକୁ ଆସିଥାଏ ଯାହା ଦେଖିବା ପାଇଁ ସଂଗେ ସଂଗେ ଆଶ୍ଚର୍ଯ୍ୟ କରି ଦେଇଥାଏ। କିନ୍ତୁ ଏଠାରେ ଜଣେ ବୀର ଯବାନ ଙ୍କର ଏହିଭଳି କାମ ଦେଖିଲେ ଆପଣ ମାନେ ମଧ୍ୟ ବାଃ ବାଃ କହିବେ। ଏଠାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଅତି ଦୁଃଖଦ ମୁହୂର୍ତ୍ତ ହେଲେ ତାହା ପ୍ରେରଣା ଦାୟକ। ଏଠାରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯାହା ଏବେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି।

ଏହିଠାରେ ଜଣେ ବୀର ଯବାନ ଙ୍କର ମୃତ ଦେହ ନଜରକୁ ଆସିଛି ଯାହା ଆମ ମାଟି ପାଇଁ ଗୌରବ ଆଣିଛି। ହେଲେ ଏପଟେ ତାଙ୍କ ପରିବାର ଏହି ବିୟୋଗ ରେ ମର୍ମନ୍ତୁଦ ଭାବରେ କାନ୍ଦି କାନ୍ଦି ଗଡି ଗଲେଣି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଏମିତି ଯେଉଁମାନେ ବିର ଯବାନ ଅନେକ ସମୟରେ ନିଜର ଦେଶ ପାଇଁ ନିଜ ଜୀବନ କୁ ବାଜି ଶତ୍ରୁ ଦେଶ ସହିତ ଲଢେଇ କରିବା ପାଇଁ ଯାଇ ଥାନ୍ତି। ସେମାନେ ସାରା ଦେଶ କୁ ସୁରକ୍ଷା ଦେଇ ଥାନ୍ତି।

ଆଉ ତାଙ୍କର ସେହିଭଳି ମହାନ କାମ ପାଇଁ ସାରା ଦୁନିଆ ତାଙ୍କୁ ସବୁ ବେଳେ ସ୍ମରଣୀୟ କରି ରଖିଥାଏ। ଆଉ ଏବେ ଏଠାରେ ଯବାନ ଜଣଙ୍କ ଯେଉଁଭଳି ଭାବରେ ମୃତ୍ୟୁ ବରଣ କଲେ ତାହା ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି। ଆଉ ଯବାନ ଜଣଙ୍କ ନିଜ ପରିବାର ଲୋକ ଙ୍କୁ ଦେଖିବା ପାଇଁ ବହୁତ ଦିନ ବ୍ୟବଧାନ ରେଘର କୁ ଫେରିଥିଲେ। ଆଉ ଏହି ସମୟରେ ତାଙ୍କ ସହିତ ଏମିତି କିଛି ଘଟିଗଲା ଯାହା ଏବେ ସୋସିଆଲ ମିଡ଼ିଆରେ ନଜରକୁ ଆସିଛି। ବୀର ଯବାନ ଜଣଙ୍କ ମଧ୍ୟ ବିବାହ କରିଥିଲେ ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଥିଲା ଯାହା ଏଠାରେ ସୂଚନା ମିଳିଛି। ଆଉ ଏବେ ସେହି ଛୁଆ ଓ ପତ୍ନୀ ଙ୍କୁ ଦେଖିବା ପାଇଁ ଆସିବା ସମୟରେ ଏମିତି କିଛି ଘଟିଗଲା।ଆଉ ସେ CRPF ଯବାନ ଭାବରେ କାର୍ଯ୍ୟରତ ରହିଥଲେ କାହା ଏଠାରେ ସୂଚନା ଯୋଗ୍ୟ। ହେଲେ ସେଦିନ ଟ୍ରେନ ରେ ଆସିବା ସମୟରେ ତାଙ୍କର ଜୀବନ ଚାଲିଗଲା।

ଆଉ ସେଦିନ ସେ ଜଣେ ମହିଳା ଙ୍କୁ ଵଂଚେଇବା ଲାଗି ପ୍ରୟାସ କରିବା ସମୟରେ ଟ୍ରେନ ରୁ ଖସି ପଡ଼ିଥିଲେ ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ଯାହା ଏବେ ଗାଁ ସାରା ଶୋକ ର ଛାୟା ଖେଳି ଯାଇଛି। ଆଉ ଚାରିଆଡେ କାନ୍ଦ ର ରାବ ଶୁଣା ଯାଉଛି ଯାହା କୁ ଦେଖିବା ପରେ ଆପଣ ଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ।ଆଉ ଏବେ ସେହି ଯବାନ ଜଣଙ୍କୁ ବଞ୍ଚେଇବା ପାଇଁ ନିଜ ଜୀବନ କୁ ବାଜି ଲଗେଇ ଦେଲେ ହେଲେ ସେ ଜାଣି ନଥିଲେ। ଆଉ ସେଠାରେ ଏବେ ଶୋକ ଖେଳି ଯାଇଛି ଯାହା ଜଣେ ବୀର ଯବାନ ଙ୍କ ଶହୀଦ ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।