ଟ୍ରାଙ୍କୁଲାଇଜ କରିଥିଲେ ଦଳିଦେଲା ହାତୀ, ଦେଖନ୍ତୁ ଭିଡ଼ିଓ

0

ଆପଣ ମାନେ ଅନେକ ସମୟରେ ଆମ ଓଡିଶାରେ ହାତୀ ମାନଙ୍କର ଉପଦ୍ରବ ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବେ। ସାଧାରଣ ଲୋକ କିପରି ଭାବରେ ହାତୀ ଆକ୍ରମଣର ଶିକାର ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ବନ କର୍ମଚାରୀଙ୍କୁ ହାତୀ ଆକ୍ରମଣ କରିଛନ୍ତି। ତେବେ ଏଭଳି କିଛି ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଛି।ହାତୀକୁ ଟ୍ରଙ୍କୁଲାଇଜ କରିବା ପାଇଁ ଯାଇଥିବା ବନ କର୍ମଚାରୀଙ୍କୁ ଦଳିଡେଲା ହାତୀ।

ତେବେ ବନ୍ଧୁଗଣ ପୁରା ଘଟଣା ଜାଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବା ସହିତ ଦୁଃଖ ପ୍ରକାଶ ମଧ୍ୟ କରିବେ। ତେବେ ବନ୍ଧୁଗଣ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ଏଭଳି ଏକ ଦୁଃଖଦ ଘଟଣା ଖୋର୍ଦ୍ଧା ଜିଲ୍ଲାର ରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଖୋର୍ଦ୍ଧା ବନ ଖଣ୍ଡ ଅଞ୍ଚଳରେ ୩୦ ରୁ ଅଧିକ ହାତୀ ମାତିଛନ୍ତି। ସେଠାରେ ଲୋକ ମାନେ ଅନେକ ହଇରାଣ ହରକତ ହେଉଛନ୍ତି। ଏହା ବ୍ୟତୀତ ଅନେକ ଆର୍ଥିକ କ୍ଷତି ମଧ୍ୟ ଘୋଟଣାଉଛି। ତେବେ ଏଭଳି ପରିସ୍ଥିତି ରେ ହାତୀ ହାତୀକୁ ଟ୍ରଙ୍କୁ ଲାଇଜ କରି ତାଙ୍କ ଶରୀର ରେ GPS ସିଷ୍ଟମ ଲଗାଯିବାର ଯୋଜନା କରାଯାଇଥିଲା।

ତେବେ ଏହାପରେ ହାତୀକୁ ଟ୍ରଙ୍କୁଲାଇଜ କରିବା ପାଇଁ ବାଙ୍ଗାଲୋରରୁ ଏକ ଟିମ ଆସି ପହଞ୍ଚିଥିଲେ। ତେବେ ଗତ ରାତିରେ ଖୋର୍ଦ୍ଧାର ଗୟାବଧ ଗାଁ ପାଖ ଖେଳ ପଡିଆ ପାଖରେ ହାତୀ ଥିବା ସୂଚନା ପାଇ ଖୋର୍ଦ୍ଧାର DFO, ACF, ରେଞ୍ଜର ଓ ବନ କର୍ମଚାରୀ ସମେତ ଟ୍ରଙ୍କୁଳାଇଜ ଟିମ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ। ବିଶେଷଜ୍ଞ ଟିମ ହାତୀଟିକୁ ଟ୍ରଙ୍କୁଲାଇଜ କରିବା ପାଇଁ ଯାଇଥିଲେ। ହେଲେ ହଠାତ ହାତୀଟି ଉଠି ଶୋଇଥିବା ହାତୀଟି ଅତରର୍କିତ ଭାବରେ ଉଠି ବନ କର୍ମଚାରୀଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା। ତେବେ ଏହି ଆକ୍ରମଣ ରେ DFO, ACF, ସାମାନ୍ୟ ଆଘାତ ପାଇଥିବା ବେଳେ ରେଞ୍ଜର ଓ ବନ କର୍ମଚାରୀ ଅତି ଗୁରୁତ୍ୱର ଭାବରେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଗୁରୁତ୍ୱର ମାନଙ୍କୁ ଏମ୍ସ ରେ ଭର୍ତି କରାଯାଇଛି। ତେବେ ସେମାନଙ୍କ ଅବସ୍ଥା ବର୍ତ୍ତମାନ ସଂକତ୍ପନ ଥିବା ମଧ୍ୟ ଜଣାଯାଇଛି। ତେବେ ଏହିଭଳି ଖବର ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବନ୍ଧୁଗଣ ଏଠାରେ ସାଧରଣ ଭାବରେ ପ୍ରଶ୍ନ ଉଠୁଛି ଯଦି ତାଲିମ ପ୍ରାପ୍ତ ସରକାରୀ ଅଫିସରଙ୍କ ଅବସ୍ଥା ଏଭଳି ହେଉଛି ତାହାଲେ ସାମାନ୍ୟ ଜନ ସାଧରଣଙ୍କ ଅବସ୍ଥା ସେଠାରେ କେଉଁଭଳି ଭାବରେ ଥିବ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଉଛି। ଯାହାବି ହେଉ ଆମେ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛୁ କି ସେମାଙ୍କ ଅବସ୍ଥା ଠିକ ହୋଇଯାଉ। କାରଣ ଜନସାଧରଣ ହିତ କରିବା ପାଇଁ ଯାଇ ସେମାନେ ଆଜି ଗୁରୁତର ଭାବରେ ହସ୍ପିଟାଲ ବେଡ଼ରେ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।