ଦେଖନ୍ତୁ Shocking ଭିଡ଼ିଓ : ଟ୍ରକ ଚଳାଉଥିବା ସମୟରେ ହଠାତ ଉଡ଼ିଗଲା ଟ୍ରକ ଡ୍ରାଇଭରଙ୍କ ପ୍ରାଣବାୟୁ…

ହଁ ଦର୍ଶକ ବନ୍ଧୁ ମୃତ୍ୟ ଯେ କେତେବେଳେ କେଉଁ ମୁହୂର୍ତ୍ତ ରେ ଆସିଥାଏ ସେ କଥା କେହି କହିପାରେ ନାହିଁ, ଏମିତି ମୃତ୍ୟୁ ଆସିବ ସେ କଥା ବି ସିଏ ନିଜେ ଜାଣିନଥିଲେ ରାସ୍ତାରେ ଗଲା ବେଳେ ହୋଉ ବା ଘରେ ବସିଥିବା ଅବସ୍ଥା ମୃତ୍ୟୁ ଯେ କେତେବେଳେ କାହାକୁ କୁ କେଉଁଠି ଉଠେଇ ନବ ସେ କଥା ଆମ ଚିନ୍ତା ର ବାହାରେ ହେଇଥାଏ, ଏମିତି ମୃତ୍ୟୁ ଯାହା ଶୁଣିଲେ ଆପଣ ମାନେ ବିଶ୍ୱାସ କରିବେନି, ଆପଣଙ୍କୁ ଆଶ୍ଚର୍ଯ୍ୟ ବୋଲି ଲାଗିବ, ଏଠାରେ ମୃତ୍ୟୁ ହେଇଛି ଜଣେ ଗାଡି ଡ୍ରାଇଭର ର ହେଲେ କୌଣସି ଦୁର୍ଘଟଣା ସେ କୋରାଇନାହାନ୍ତି ରାସ୍ତାରେ ଯାଉଥିବା ବେଳେ ଚଳନ୍ତା ଗାଡ଼ିରୁ ହଠାତ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ଓ ଗାଡି ଟି ଓଲଟି ବାରେ ବଞ୍ଚିଯାଇଥିଲା ଯାହା ଏବେ ଏବେ ଜଣା ପଡିଛି ବୋଲି କୁହା ଯାଉଛି |

ହଁ ଆଜ୍ଞା ମୃତ୍ୟୁ ଯେ ଏମିତି ଆସିପାରେ ତାହା କେହି ବିଶ୍ୱାସ ନ କରିଲେ ମଧ୍ୟ କଥା ସତ୍ୟ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖୋଲିକୋଟ 16 ନମ୍ବର ଜାତୀୟ ରାଜ ପଥରେ, ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶ ରୁ ଓଡିଶା କୁ ଆସୁଥିବା ମାଲବାହି ଟ୍ରକ ଭୁବନେଶ୍ୱର ଓ ବ୍ରହ୍ମପୁର ରାସ୍ତା ରେ ଥିବା ଭେଜିପୁର ଫ୍ଲାୟୀ ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହେଇଛି, ସୂଚନା ଅନୁଯାୟୀ ରାସ୍ତାରେ ଯାଉଥିବା ସମୟରେ ହଠାତ ଟ୍ରକ ଡ୍ରାଇଭର ର ମୃତ୍ୟୁ ହେଇଯାଇଥିଲା ଓ ତାପରେ ଟ୍ରକ ଟି ଯାଇ ଖୋଲିକୋଟ ସ୍ଥିତ ଭେଜିପୁର ଫ୍ଲାୟୀ ବ୍ରିଜ ରେ ଏକ ଡିଭାଇନ ଯାଇ ପିଟିହେଇଥିଲା, ହେଲେ ଘଟଣା ସ୍ଥଳ ଗାଡି ଟି ତାହାର ଷ୍ଟାର୍ଟ ଵନ୍ଦ ହେଇନଥିଲା, ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନି ସମ ବାହିନୀ ସମତେ ସେଠାକାର କିଛି ଯୁବକ ପହଞ୍ଚି ଗାଡି ର ଷ୍ଟାର୍ଟ ଵନ୍ଦ କରିଥିଲେ |

ଯେତେବେଳେ ପୋଲିସ ଓ ଅଗ୍ନି ସମ ବାହନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ସେତେବେଳେ ଗାଡି ଡ୍ରାଇଭର ର ମୃତ୍ୟୁ ହେଇଥିଲା ବୋଲି କହିଛନ୍ତି, ମୃତ୍ୟୁ ଦେହ ଉଧାର ପରେ ପୋଲିସ ଗାଡି ଡ୍ରାଇଭର ର ପକେଟ ରୁ ତାଙ୍କର ଗାଡି ଲାଇସେନ୍ସ ଜବତ କରିଥିଲେ ଓ ଗାଡି ଟି ନମ୍ବର ମଧ୍ୟ ଦେଖିଥିଲେ ଗାଡି ଟି ନମ୍ବର ଥିଲା Ap 05TS288 ଓ ଲାଇସେନ୍ସ ମିଳିଥିବା ସୂଚନା ଅନୁଯାୟୀ ଡ୍ରାଇଭର ନାମ C H ବୀରଭଦ୍ର ରାୟ ବୋଲି ଜଣା ପଡିଛି ।

ତେବେ ଏପର୍ୟ୍ଯନ୍ତ ମୃତ୍ୟୁ ଦେହ କୁ ତାଙ୍କର ଘର ଲୋକଙ୍କ ହସ୍ତାନ୍ତର କରାଯାଇନାହଁ ବୋଲି ଜଣା ପଡିଛି, ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେଇ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାକୁ ଲାଗିଛି ଓ ଲୋକମାନେ ସେମାନଙ୍କର ମତ ଦେଇଛନ୍ତି, ତେଣୁ ମୃତ୍ୟୁ ଯେ ଏହିପରି ଭାବରେ ଆସିବ ତାହା କେହି ଭାବିବି ନଥିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment