ଦୁଇ ଦିନ ହୋଇଗଲାଣି ଆପଣ ମାନେ ମୋ ପିଲାକୁ ଖୋଜିକି ଦିଅନ୍ତୁ ..ଏତିକି ଗୁହାରି କରୁଛି, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଆମକୁ ଖୁସି ଦେଇଥାଏ | ଆଉ ବେଳେ ବେଳେ କିଛି ଘାଟଣ ଏମିତି ଘଟିଥାଏ ଯାହା ଆମ କୁ ଦୁଃଖ ମଧ୍ୟ ଦେଇଥାଏ ଆମ ମନରେ | ତେବେ ବର୍ତ୍ତମାନ ସେହିଭଳି ଏକ ଘାଟଣ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ମା ଥାଉ ଥାଉ ପୁଅ ର ହେଇଛି ମୃତ୍ୟୁ | ଆଉ ଯେଉଁଥିପାଇଁ ବର୍ତ୍ତମାନ ମା ଜଣଙ୍କ କରୁଛନ୍ତି ନ୍ୟାୟ ପାଇଁ ରାସ୍ତା ଆଗରେ ବସିକି କାନ୍ଦିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ କୁହାଯାଏ ମା ଆଉ ପୁଅ ଙ୍କ ସମ୍ପର୍କ ସବୁଠାରୁ ନିବିଡ଼ ଅଟେ | ଆଉ ଯେଉଁଠି ମା ଆଉ ପୁଅ ର ସମ୍ପର୍କ ରେ ମା ଯେତିକି ପୁଅ କୁ ଭଲ ପାଇଥାଏ ସେହିଭଳି ପୁଅ ମଧ୍ୟ ମା ଙ୍କୁ ଭଲ ପାଇଥାଏ | ଆଉ ଯେତେବେଳେ ମା ଙ୍କ ଆଗରେ ପୁଅ ର ମୃତ୍ୟୁ ଘଟିଥାଏ ସେତେବେଳେ ମା ଜଣଙ୍କ ଧୋର୍ଯ୍ୟ ହରା ହୋଇ ଯାଇଥାଏ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଜଣେ ମା ଙ୍କ ଆଗରେ ପୁଅ ଜଣଙ୍କର ଘଟିଛି ମୃତ୍ୟୁ ଆଉ ପୁଅ ର ଏହିଭଳି ଭାବରେ ମୃତ୍ୟୁ କୁ ସହି ପାରୁନି ମା ଜଣଙ୍କ |

ତେବେ ଯାହା ଦେଖିବାକୁ ମିଳିଛି କି ପୁଅ ଜଣଙ୍କ ର ଦୁଇ ଦିନ ହେବ ମୃତ୍ୟୁ ଘଟିଛି ଆଉ ମା ଙ୍କ ପାଖରେ ପୁଅ ର ମୃତ ଦେହ ମଧ୍ୟ ପହଞ୍ଚି ନାହିଁ | ଆଉ ବୃଦ୍ଧ ମା ଜଣକ ତାଙ୍କର ପୁଅ କୁ ହରାଇ କାନ୍ଦିବାରେ ଲାଗିଛନ୍ତି | ଆଉ ଯାହା ଜଣା ପଡିଛି କି ପୁଅ ର ଏହିଭଳି ଭାବରେ ମୃତ୍ୟୁ ରେ ଭାଙ୍ଗି ପଡିଛି ଓ ରାସ୍ତା ଉପରେ ନ୍ୟାୟ ପାଇଁ ଦାବି କରୁଛି | ଆଉ କହିବାରେ ଲାଗିଛି ମୋର କଳା ମାଣିକ କାଳିଆ ସୁନା କୁ କିଏ ନେଇ ଯାଇଛି ମୋ ପାଖକୁ ଫେରାଇ ଦିଅ ବୋଲି |

ତେବେ ଏହା ବ୍ୟତୀତ ଆହୁରି ମଧ୍ୟ ବୃଦ୍ଧା ଜଣଙ୍କ କାନ୍ଦି କାନ୍ଦି କହୁଛନ୍ତି କି ମୋ ପୁଅ ପରେ ତାଙ୍କର ପିଲା ଦୁଇଜଣ ଙ୍କ କଥା ମଧ୍ୟ କହୁଛନ୍ତି, ଆଉ ପୁଅ ର ମୃତ୍ୟୁ ପରେ ସେମାନଂଙ୍କ କଥା କିଏ ବୁଝିବ ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି | ଆଉ ରାସ୍ତା ଉପରେ ପୁଅର ମୃତ୍ୟୁ ପାଇଁ ନ୍ୟାୟ ଦାବି କରୁଛନ୍ତି ଯାହା ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment