Exclusive : ତୁ ତ ନଥିଲୁ ମୁଁ କେମିତି ରହିଥାନ୍ତି, ଆମେ ଦୁହେଁ ପୁଣି ଖୋଲା ଆକାଶରେ ଘୁରି ବୁଲିବା… ଦେଖନ୍ତୁ ମୃତ୍ୟୁର ଶେଷ Video

ହଁ ଦର୍ଶକ ବନ୍ଧୁ ଏପରି ଏକ ନିବିଡ଼ ପ୍ରେମ ସମ୍ପର୍କ କୁ ନେଇକି ଘଟଣା ଟି ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ | ଆପଣ ମାନେ ଜାଣିଛନ୍ତି କି ପ୍ରେମ ହେଉଛି ଶାଶ୍ୱତ ଓ ପ୍ରେମ ହେଉଛି ନିରନ୍ତର , ତେବେ ପ୍ରେମ ଯେ କେତେବେଳେ ଆଉ କାହା ସହିତ ହେଇଯିବ ସେଇଟା କିଏ ଵା ଜଣେ | ପ୍ରେମରେ ପଡିଥିବା ଲୋକ ମାନେ କେବଳ ବୁଝିପାରିବେ ପ୍ରେମ ର ମାନେ, ଆଉ ପ୍ରେମ ବିଷୟରେ ଏମିତି କି କୁହାଯାଇଥାଏ କି ପ୍ରେମ ମଧ୍ୟ ଜାତି ଅଜାତି, ଉଚ୍ଚ ନୀଚ୍ଚ ଭେଦ ଭାବ କିଛି ଦେଖା ନାହିଁ | ପ୍ରେମ ମଧ୍ୟ ବୟସ ଦେଖି ନଥାଏ , ତେବେ ଏପରି ଗୋଟିଏ ପ୍ରେମ ସମ୍ପର୍କ କଥା ବର୍ତ୍ତମାନ ଭାଇରାଲ ହେଉଛି, ଆଉ ଯୋଉଠି ପ୍ରେମିକ ପ୍ରେମିକା ଜୀବନ ମଧ୍ୟ ହାରି ଦେଇଛନ୍ତି ପ୍ରେମ ପାଇଁ |

ତେବେ ପ୍ରେମିକ ଆଉ ପ୍ରେମିକା ଙ୍କର ପ୍ରେମ ସମ୍ପର୍କ ବିଷୟରେ ଆପଣ ବି ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ, ଦୁହେଁ ପ୍ରେମିକ ଓ ପ୍ରେମିକା ସାଥି ହୋଇ ରହିବେ ବୋଲି କହିଥିଲେ | ଆଉ ସାରା ଜୀବନ ପାଇଁ କେହି କାହାରି ଠୁ ଅଲଗା ହେବେନି ବୋଲି କହିଥିଲେ | କିନ୍ତୁ ତମେ ଯେତେବେଳେ ଏହି ଦୁନିଆରେ ଆଉ ନାହିଁ, ତାହେଲେ ମୋର ଏହି ଜୀବନ ରଖିକି ଲାଭ କଣ | ମୁଁ ବି ଆଉ ଏହି ଜୀବନ ରଖିବି ନାହିଁ, ମୁଁ ବି ତୁମ ପାଖକୁ ଯାଉଛି ସେହି ଖୋଲା ଆକାଶ ତଳକୁ ଯୋଉଠି ଆମକୁ କେହିବି ବି ଚାହିଁଲେ ଅଲଗା କରି ପାରିବେ ନାହିଁ | ଏପରି କହି ପ୍ରେମିକ ଙ୍କ ମୃତ୍ୟୁ ଖବର ଶୁଣିଲା ପରେ ପ୍ରେମିକା ଯବାନଙ୍କୁ ମଧ୍ୟ ନିଜ ପ୍ରାଣକୁ ହରାଇ ଦେଇଛନ୍ତି | ତେବେ ଏହା କୌଣସି ଫିଲ୍ମ ର କାହାଣୀ ନୁହଁ ଏହା ସମ୍ପୂର୍ଣ୍ଣ ସତ୍ୟ ଘଟଣା ଅଟେ |

ତେବେ ଘଟିଥିବା ଘଟଣା ରୁ ଯାହା ଜଣା ପଡିଛି କି, କଟକ ଜିଲ୍ଲାର ଚୌଦ୍ୱାର ଥାନା ଅନ୍ତର୍ଗତ କାଖଡି ଗ୍ରାମରେ ଏକ ଅଭାବ ନିୟ ଘଟଣା ଘଟିଛି | ଆଉ ଯୋଉଠି ପ୍ରେମିକ ଓ ପ୍ରେମିକା ଦୁହେଁ ଦୁଇ ଜଣଙ୍କୁ ବହୁତ ଭଲ ପାଉଥିଲେ , କିନ୍ତୁ ଦୁଇଜଣ ବିବାହିତ ଥିଲେ | ଆଉ ଉଭୟ ଙ୍କର ଅଲଗା ଅଲଗା ପରିବାର ମଧ୍ୟ ଥିଲା | କିନ୍ତୁ ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ, କିନ୍ତୁ ଦୁଇଜଣ ଜାଣିଥିଲେ କି ସେମାନେ କେବେବି ବି ଏକାଠି ହୋଇ ପାରିବେନି | ଆଉ ଯୋଉଠି ପାଇଁ ପ୍ରେମିକ ଜଣଙ୍କ ତାଙ୍କର ପ୍ରାଣ ହରାଇ ଦେଇଥିଲେ , ତେବେ ପ୍ରେମିକ ମରିବାର ଗୋଟିଏ ଦିନ ଯାଇନି ପ୍ରେମିକା ଜଣଙ୍କ ମଧ୍ୟ ତାଙ୍କର ପ୍ରେମ ପାଇଁ ଜୀବନ ହାରିଦେଇଥିଲେ |

ତେବେ ପ୍ରେମ ପାଇଁ ଜୀବନ ହାରି ଦେଇଥିବା ଏହି ଭିଡିଓ ଟି ବର୍ତ୍ତମାନ ସେସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment