ତୁ ଯେଉଁ ସ୍ମୃତି ଦୁଇଟି ଛାଡ଼ିଯାଇଚୁ ତାକୁ ନେଇ ମୁଁ ବଞ୍ଚିବି… ଏ ନେଇ କଣ କହୁଛନ୍ତି… ଦେଖନ୍ତୁ Video

ହଁ ଆଜ୍ଞା ଯୁଗର ଯେତେ ଡେଭଲପ ହେଉଛି ଲୋକ ମାନଙ୍କ ମନରେ ମାନବିକତା ମଧ୍ୟ ଦିନକୁ ଦିନ ସେତେ ସେତେ କମି କମି ଯାଉଛି , ଆଉ ଯାହା ଫଳରେ ଏପରି ଘଟଣା ସମାଜରେ ଘଟୁଛି ଯାହା ଯୁବ ପିଢ଼ି ମାନଙ୍କୁ କରାଉଛି ଲଜ୍ଜିତ, ଓ ସମାଜର ଆଗ ପିଢ଼ିର ପିଲାମାନଙ୍କୁ ଖରାପ ରାସ୍ତା ମଧ୍ୟ ଦେଖୋଉଛି |ଏପରି ଏକ ଘଟଣା ଘଟିଛି ଜଉଟିବି ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ପର ପୁରୁଷଙ୍କ ସହିତ ପଳେଇ ଯାଇଛନ୍ତି ସ୍ତ୍ରୀ, ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |

ଘଟଣା ରୁ ଯାହା ଜଣା ପଡିଛି କି ସ୍ତ୍ରୀ ଜଣଙ୍କ ପ୍ରେମୀଙ୍କର ସହିତ କରିଥିଲେ ପ୍ରେମ ବିବାହ | କଲେଜ ରେ ପଢିବା ସମୟରେ ଝିଅର ସାଙ୍ଗ ଥିଲା ପ୍ରେମିକଙ୍କ ଭଉଣୀ ଭଳିଆ ଆଉ ଯାହା ଫଳରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଥିଲା | ଆଉ ଯାହା ଫଳରେ ଦୁଇଜଣ ଘରୁ ଲୁଚି ପୋଳେଇଯାଇ ପୁରୀରେ ମଧ୍ୟ ବିବାହ କରିଥିଲେ ଆଉ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ ଭଲ ଥିଲା , ଆଉ ତାଙ୍କର 8 ବର୍ଷର ଗୋଟିଏ ପୁଅ ଓ 4 ବର୍ଷର ଗୋଟିଏ ଝିଅ ମଧ୍ୟ ଥିଲା | କିନ୍ତୁ ସାବିତ୍ରୀ ବ୍ରତ ଦିନ ସ୍ୱାମୀ ଆସି ଅଭିଯୋଗ ଦେଇଥିଲେ କି ତାଙ୍କର ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ଘରୁ ଛାଡି ପୋଳେଇ ଯାଇଛନ୍ତି |

ତେବେ ସ୍ୱାମୀ ଜଣଙ୍କ କହିବା କଥା କି ତାଙ୍କର ଘର ପାଖ ତାରିଣୀ ବସ୍ତିରେ ରହିଥିଲେ ଗୋଟିଏ ଧୂବା ପୁଅ ଟେ ଆଉ ତାଙ୍କ ସହିତ ତାଙ୍କର ସ୍ତ୍ରୀଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା | ତେବେ ତାଙ୍କର ସ୍ତ୍ରୀ ଟଙ୍କା ଲୋଭରେ ଏମିତି ଅନ୍ୟ ପୁରୁଷ ଙ୍କ ସହିତ ପଳେଇ ଯାଇଛନ୍ତି ବୋଲି କହିଛନ୍ତି ସ୍ୱାମୀ ଜଣଙ୍କ, ସେ ଆହୁରି ମଧ୍ୟ କହିଥିଲେ କି ବିବାହ ଆଗରୁ ଏମିତି କାହା ସହିତ ସମ୍ପର୍କ କଥା ସିଏ ଜାଣିନଥିଲେ |କିନ୍ତୁ ବାହାଘର ପରେ ଏମିତି ଅନ୍ୟ ପୁରୁଷ ଙ୍କ ସହିତ ଫୋନ ରେ କଥା ହେବା ର ମଧ୍ୟ ସନ୍ଦେହ ସେ କରିଥିଲେ , ତାଙ୍କର ପୁଅ ମଧ୍ୟ ଅନେକ ଥର ତାଙ୍କ ମାଆ ଙ୍କୁ ଅନ୍ୟ କାହା ସହିତ ଗୋପିବାର ଶୁଣିଥିଲେ ଓ ତାଙ୍କ ଠାରୁ ଫୋନ ମଧ୍ୟ ଛୋଡ଼ାଇ ନେବାରୁ ପୁଅଙ୍କୁ ମଧ୍ୟ ମାରିଥିଲେ |

ତେବେ ସେ ସ୍ୱାମୀ ସୁଖ ଦେଇପାରୁନଥିବାରୁ ଏମିତି ହେଇଛି ବୋଲି ଶୁଣିବାକୁ ମିଳିଛି , ଆଉ ଶେଷରେ ପୋଲିସ ପାଖରେ ଅଭିଯୋଗ କରିବା ପରେ ଘଟଣା ର ସମାଧାନ ହେବା ସହିତ ସ୍ୱାମୀ ଙ୍କର ତାଙ୍କର ସ୍ତ୍ରୀଙ୍କ ସହିତ ଏବେ କୋୖଣସି ବି ସମ୍ପର୍କ ନାହିଁ ବୋଲି କହିଛନ୍ତି ସ୍ୱାମୀ | କିନ୍ତୁ ତାଙ୍କର ଯୋଉ ସନ୍ତକ ତାଙ୍କର ପୁଅ ଓ ଝିଅଙ୍କୁ ସେ ତାଙ୍କ ପାଖରୁ କେବେବି ଅଲଗା କରିବେନି ବୋଲି କହିଛନ୍ତି |ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment