” ତୁ କାହା ସହ ଏତେ ଟାଇମ କଥା ହଉଥିଲୁ “… ମୃତ୍ୟୁ ପୂର୍ବରୁ ଶେଷ Audio କଲ…

ହଁ ଦର୍ଶକ ବନ୍ଧୁ ଏହି କିଛି ଦିନ ପୂର୍ବ ରୁ ଆଶ୍ରିତା ସେନାପତି ର ମୃତ୍ୟୁ ଘଟଣା ରେ ଏବେ ଏକ ନୂଆ ମୋଡ଼ ନେଇଛି ଓ ପୋଲିସ ଆଶ୍ରିତା ଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାସ ଙ୍କୁ ଗିରଫ କରିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ସତ୍ୟ ପ୍ରକାଶ ଓ ଆଶ୍ରିତା ଦୁହେଁ ଦୁଇଜଣ ଙ୍କୁ 2014 ମସିହା ରୁ ଭଲ ପାଉଥିଲେ ଓ ଭଲ ପାଇବା ଭିତରେ ସେ ଆଶ୍ରିତା ଓ ଅନ୍ୟ ଏକ ପୁଅ ଙ୍କ ସହିତ କଥା ହେଉଥିଲେ |ଯାହା ସତ୍ୟ ପ୍ରକାଶ ଜାଣିପାରିଥିଲେ ଓ ଏକଥା ଜାଣି ସତ୍ୟ ପ୍ରକାଶ ଓ ଆଶ୍ରିତା ଙ୍କ ମଧ୍ୟ ରେ ଅନେକ ସମୟରେ ବିବାଦ ଦେଖାଦେଉଥିଲା |ହେଲେ ତାଙ୍କର ଏହି ପ୍ରେମ ସମ୍ପର୍କ ରହିଥିଲା 2019 ମସିହା ପାଖରୁ ଏହି ସନ୍ଦେହ ସତ୍ୟ ପ୍ରକାଶ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଦେଖା ସାକ୍ଷାତ ହେଉଥୁଲା |

ତେବେ ସୂଚନା ଅନୁଯାୟୀ ସତ୍ୟ ପ୍ରକାଶ ଦାସ ଭୁବନେଶ୍ୱର ର ଏକ ଘରେଇ କମ୍ପାନୀ ରେ ଚାକିରୀ କରିଥିଲି ଓ ଆଶ୍ରିତା ଭୁବନେଶ୍ୱର ଏକ ଇଞ୍ଜିନିନିଅରିଂ କରୁଥିଲେ | ସେମାନଙ୍କ ମଧ୍ୟରେ 2014 ମସିହା ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ,ଏହି ପ୍ରେମ ସମ୍ପର୍କ 2019 ମସିହା ପର୍ଯ୍ୟନ୍ତ ବହୁତ ଭଲ ରେ ଚାଲିଥିଲା ହେଲେ 2019 ପାଖରୁ ତୃତୀୟ ପୁଅ ଙ୍କ ଏହି ଦୁଇ ଭଲ ପାଉଥିବା ଆଶ୍ରିତା ଓ ସତ୍ୟ ପ୍ରକାଶ ଙ୍କ ଭିତରେ ବିବାଦ ଆଣିଥିଲା | ହେଲେ ତାଙ୍କର ପ୍ରେମ ସମ୍ପର୍କ ସେମିତି ରହିଥିଲା ଓ ସେମାନଙ୍କ ଭିତରେ ମଝିରେ ମଝିରେ ଏହି ତୃତୀୟ ପିଲା ପାଇଁ ଝଗଡା ମଧ୍ୟ ହେଇଯାଉଥିଲା | ହେଲେ ଏହି ଝଗଡା ଦିନେ ଯେ ଆଶ୍ରିତା ଙ୍କ ମୃତ୍ୟୁ ର କାରଣ ହେବ ସେ କଥା ବା କିଏ ଜାଣିଥିଲା |

ତେବେ ପୋଲିସ ଏହି ଘଟଣା ର ତଦନ୍ତ କରି ଏବେ ଆଶ୍ରିତା ଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି | ମିଳିଥିବା ସୂଚନା ଅନୁଯାୟୀ ସତ୍ୟ ପ୍ରକାଶ ଦାସ ଆଶ୍ରିତା ଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ସେଇ ତୃତୀୟ ପୁଅ ଟି ପାଇଁ ଓ ଏହିପରି ମାନସିକ ନିର୍ଯାତନା ସହିନପାରି ଆଶ୍ରିତା ଆତ୍ମହତ୍ୟା କରିଥିଲେ ବୋଲି ଜଣା ପଡିଛି | ଆଶ୍ରିତା ପାଠ ପଢି ଦିନେ ଚାକିରୀ କରିବେ ବୋଲି ତାଙ୍କର ମନରେ ବହୁତ ଆଶା ଥିଲା ବୋଲି ଏକ ଚିଠି ରେ ମୃତ୍ୟୁ ପୂର୍ବରୁ ଲେଖିଯାଇଛନ୍ତି ଯାହା ପୋଲିସ ର ହସ୍ତୋଗତ କରିଛି ଘଟଣା ସ୍ଥଳରୁ | ତେବେ ଆଶ୍ରିତା ଙ୍କ ମୃତ୍ୟୁ ପଛରେ ତାଙ୍କର ପୁରୁଷ ବନ୍ଧୁ ଙ୍କ ଏହିପରି ନିର୍ଯାତନା ଜାଣିବାକୁ ପାଇ ପୋଲିସ ଆଶ୍ରିତା ଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାସ ଙ୍କୁ ଗିରଫ କରିଛନ୍ତି ବୋଲି କୁହାଯାଇଛି |

ତାହାଲେ ଏହା ଥିଲା ସେ ହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେଇ ସାରିଛି ଓ ଲୋକମାନେ ଏହାକୁ ଦେଖି ଦୁଃଖ ପ୍ରକାଶ କରିବା ସହିତ ବିଭିନ୍ନ ପ୍ରକାର ମତ ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment