ତୁ ମାଆ ନା ରାକ୍ଷସୀ… ମରଣ ମୁଁହକୁ ମତେ ଠେଲି ତୁ ଚାଲିଗଲୁ କେମିତି… ଦେଖନ୍ତୁ Video

ତେବେ ବନ୍ଧୁଗଣ ଆପଣ ମାନେ ତ ପ୍ରତେକ ଦିନ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖୁଥିବେ | ଆଉ ଗୋଟେ ଗୋଟେ ଭିଡ଼ିଓ ଏତେ ଆକର୍ଷଣୀୟ ଆଉ ଆଶ୍ଚର୍ଯ୍ୟ କର ଥାଏ କି ତାହାକୁ ସହଜରେ ଗ୍ରହଣ କରିବା ମଧ୍ୟ ସମ୍ଭବ ହୋଇ ନ ଥାଏ | ତେବେ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖା ଯାଉଛି | ଆଉ ଯେଉଁଠି ଦେଖା ଯାଉଛି କି ମା ଜଣଙ୍କ ନିଜର ଜୀବନ କୁ ବଞ୍ଚାଇବା ପାଇଁ ନିଜର ଛୁଆଁ ର ଜୀବନକୁ ମଧ୍ୟ ଧ୍ୟାନ ଦେଉନି, ଆଉ ନିଜ ପିଲାକୁ ମରଣ ମୁହଁକୁ ଠେଲି ଦେଇକି ଚାଲିଯାଉଛି ନିଜ ଜୀବନକୁ ଧରି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛୁ କି ମା ର ସ୍ଥାନ ସବୁଠୁ ଉପରେ ରହିଥାଏ | ଆଉ ସେହି ମା ର ସ୍ଥାନକୁ ଆଜି ଯାଏ କେହି ନେଇନି କି ନେଇ ମଧ୍ୟ ପାରିବ ନାହିଁ | ଆଉ ସେହି ମା ଯଦି ସ୍ୱାର୍ଥ ପର ପାଲଟି ଯାଏ, ଆଉ ନିଜର ସ୍ୱାର୍ଥ କୁ ଦେଖିକି ନିଜର ପିଲା କୁ ହତାଦର କରିବ ତାହେଲେ କିଏ ବା ଆଉ ତାହାର ସରି ହେବ | ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି |

ଆଉ ଯେଉଁ ଭିଡ଼ିଓରେ ଦେଖା ଯାଉଛି କି ଏକ ହରିଣ ମା ଟି ନିଜ ଛୁଆଁ କୁ ପ୍ରସବ କରିଥିବା ସମୟରେ ଏକ ମହାବଳ ବାଘ ଟି ତାକୁ ଶିକାର କରିବା ପାଇଁ ଦୌଡ଼ି ଆସୁଛି | ଆଉ ଠିକ ସେତିକି ବେଳେ ମା ହରିଣ ଜଣଙ୍କ ନୂଆ ନୂଆ ଏହି ଦୁନିଆରେ ପାଦ ଦେଇଥିବା କୁନି ହରିଣ ଛୁଆକୁ ଛାଡିକି ପଳେଇ ଯାଇଛି ନିଜର ଜୀବନ କଥା କୁ ଭାବିକି | ଆଉ ସେତିକି ବେଳେ ମହାବଳ ବାଘଟି ପହଞ୍ଚିଛି ସେହି ହରିଣ ଛୁଆଟିର ପାଖରେ, ଆଉ ସେ କେହି କଅଳ ହରିଣ ଛୁଆଁ କୁ ଦେଖିକି ଦୟାଭାବ ସୃଷ୍ଟି ହୋଇଛି |

ଆଉ ସେହି ବାଘ ଟି ହରିଣ ଛୁଆଁ କୁ ଖାଇବା ବଦଳରେ ତାକୁ ସ୍ନେହ କରିବାକୁ ଲାଗିଛି, ଆଉ ତାକୁ ସୁରକ୍ଷା ମଧ୍ୟ ଦେଉଛି | ଆଉ ଯେଉଁଠି ଦେଖା ଯାଉଛି କି ମା ଜଣକ ନିଜ ଛୁଆକୁ ରକ୍ଷା କରିବା ବଦଳରେ ଛାଡିକି ପଳେଇ ଯାଉଛି, ଆଉ ସେଠି ଖାଦ୍ୟ ଆଉ ଖାଦକ ର ସମ୍ପର୍କ ଥିବା ବାଘ ତୁ ରକ୍ଷା କରୁଛି ହରିଣ ଛୁଆକୁ | ତେବେ ଖାଲି ପଶୁ ନୁହଁ ଏବେ ମଣିଷ ମାନେ ମାନେ ମଧ୍ୟ ସ୍ୱାର୍ଥ ପର ହେବାକୁ ଲାଗିଲେଣି |

ଆଉ ସେମାନେ ନିଜର ଦେହ ସୁଖ ପାଇଁ ପିଲା ଜନ୍ମ କରିକି ସେମାନଙ୍କ କଥା ନ ଭାବିକି ଅଳିଆ ଗୋଦା ରେ ପକାଇ ପୋଳେଇ ଯାଉଛନ୍ତି | ଆଉ ଯେଉଁଥିପାଇଁ ଆଜି ମା ଜାତିଟା କଳଙ୍କିତ ହେବାରେ ଲାଗିଛି | ତେବେ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment