Exclusive : ତୁମ ମାନଙ୍କ ଚାହିଁବା ମତେ ଭାରି ଖରାପ ଲାଗୁଛି , ପାରୁଛ ଯଦି ସାହାଯ୍ୟ କର..ନହେଲେ ଏମିତି ଚାହିଁନି Please

0

ହଁ ଦର୍ଶକ ବନ୍ଧୁ ଭଲ ପାଇଥିଲେ ଭଲ ବିବାହ କରିବେ ବୋଲି କଥା ଦେଇଥିଲେ | ତେଣୁ ଭଲ ପାଇବା ର ବିଶ୍ୱାସ ଆଗରେ ସେ ନିଜକୁ ସମର୍ପଣ କରିଦେଇଥିଲେ ତାଙ୍କ ଭଲ ପାଇବାକୁ | କିଏ ଜାଣିଥିଲା ସଂମ୍ପର୍କ ଥିବା ସମୟରେ ମୋ ପାଇଁ ସବୁକିଛି କରୁଥିବା ଯୁବକ ଜଣଙ୍କ ଆଜି ମୋ ପାଖ ମାଡୁ ନାହିଁ | ଏ ଦୁନିଆରେ ରେ କଣ କାହାକୁ ନିସ୍ଵାର୍ଥ ପର ଭାବରେ ଭଲ ପାଇବା କଣ ପାପ | ଯାହାର ପରିଣାମ ମୁଁ ଓ ମୋ ଛୁଆ ଭୋଗୁଛୁ | କଣ ଭୁଲ କରିଥିଲି ମୁଁ ଯାହା ଆଜି ର ଏହି ସମାଜ ମୋତେ ଏମିତି ଖରାପ ନଜର ରେ ଦେଖୁଛି | କଣ କରିଥିଲା ମୋ ଛୁଆ ସେ ଆଜି ତା ବାପା ର ପରିଚୟ ପାଇଁ କାନ୍ଦୁଛି | ଏମିତି ବିଭିନ୍ନ ପ୍ରଶ୍ନ ଏବେ କେ ଦୀପିକା ଙ୍କ ମନ ରେ ଉଙ୍କି ମାରୁଛି |

ତେବେ ଏଠି ଆମେ ଦୀପିକା ଙ୍କ କଥା କହୁଛୁ କହୁଛୁ ଦୀର୍ଘ 21 ଦିନ ଧାରଣା ରେ ବସିଥିବା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର କେ ଦୀପିକା ଙ୍କ କଥା | ସୂଚନା ଅନୁଯାୟୀ କେ ଦୀପିକା କେ ଦୀନେଶ ଙ୍କୁ ଭଲ ପାଉଥିଲେ ଓ ସେହି ଭଲ ପାଇବା ଓ ଭରଷା ର ସୁଯୋଗ ନେଇ ଦୀନେଶ ଦୀପିକା ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା | ତେବେ ଭଲ ପାଇବା ଓ ବିଶ୍ୱାସ ଓ ଭରସା ରେ ଦୀପିକା ମଧ୍ୟ ତାଙ୍କର ସବୁକିଛି ଦୀନେଶ ଙ୍କ ପାଖରେ ଉଜାଡି ଦେଇଥିଲା | ତେଣୁ ଦୀପିକା ଙ୍କର ଏହି ଗୋଟିଏ ଭୁଲ ତାଙ୍କ କୋଳ ଜନ୍ମ ହେଇଥିଲା ଏକ ଶିଶୁ ପୁତ୍ର | ଯାହାକୁ ବାପା ର ପରିଚୟ ଦବା ପାଇଁ ଦୀର୍ଘ 21 ଦିନ ଧରି ନିଜ ଛୁଆ ର ବାପା ଙ୍କ ଘର ଆଗରେ ଧାରଣା ରେ ବସି ରହିଛନ୍ତି ମା ଦୀପିକା |

ତେବେ ଏହି ସ୍ୱାର୍ଥ ପର ଦୁନିଆ ରେ ନିଜକୁ ନିଜର ସବୁକିଛି ହରେଇ ସାରିଥିବା ଜଣେ ମା ତାହାର ଛୁଆ ପାଇଁ ଆଜି ସଂଘର୍ଷ କରୁଛି | ବର୍ଷା ଖରା କିଛି କୁ ଖାତିର ନ କରି ବସି ରହିଛନ୍ତି ତାଙ୍କ ପ୍ରେମିକ ଦୀନେଶ ଙ୍କ ଘର ଆଗରେ | ମନ ରେ ପୂର୍ବ ପରି ସେହି ଆଶା ଓ ଭରସା ଟିକିଏ ରଖି ସେ ନିଜ ଛୁଆ ପାଇଁ ସଂଘର୍ଷ କରିଚାଲିଛି ଜଣେ ମା | କିଏ ଜାଣେ କେତେବେଳେ ପରିସ୍ଥିତି କେଉଁ ଆଡକୁ ଗୋତିକରିବ ତାହା ଏବେ ଦେଖିବାକୁ ବାକି ରହିଥିବା ବେଳେ ଦୀନେଶ ଙ୍କ ଘର ଲୋକ ଦୀର୍ଘ 21 ଦିନ ହେବ ଏ ନେଇ କିଛି ବି ପ୍ରତିକ୍ରିୟା ରଖିନାହାଁନ୍ତି ବୋଲି ଜଣା ପଡିଛି |

ଆଉ ଏତେ ଦୁଃଖ କଷ୍ଟ ଆଉ ସଂଘର୍ଷ ପରେ ମଧ୍ୟ କିଛି ବି ସୁଫଳ ମିଳିନାହିଁ ବୋଲି କୁହାଯାଉଛି | ଆଉ ଏଠି ଦୀପିକା ନ୍ୟାୟ ପାଇଁ ପଡି ରହିଛନ୍ତି |ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଯାହା ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖି କେହି କେହି ଦୁଃଖ ପ୍ରକାଶ କରୁଛନ୍ତି ତୋ କିଏ ପୁଣି ପରିହାସ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।