ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଏପରି ଏକ କଥା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣବି ଚୋକିତ ହେଇଯିବେ, ବାସ୍ତବରେ କଣ ସରକାରୀ କର୍ମଚାରୀର ଝିଅ ହେଲ ବୋଲି ଯାହା ମନକୁ ଆସିବ ତାହା କରିବ , ସରକାରୀ କର୍ମଚାରୀ କଣ ତମର ପାଦ ତଳର ଲୋକ, ଶାସନ ଭାର ନିଜର ବାପା ନେଇଗଲେ ବୋଲି ଆମର ଦେଶର ଟ୍ରାଫିକ ନିୟମକୁ ନ ମାନେ ନିଜ ଇଛାରେ କାମ କରିବ, ତେବେ ଆସନ୍ତୁ ଆଜି ଆମେ ଏପରି ଗୋଟିଏ ଘଟଣା ବିଷୟରେ ଆଲଚନା କରିବା ଯାହା ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି |
ଆଜ୍ଞା ହଁ ଘଟଣାଟି ସତ୍ୟ ଅଟେ ଏପରି ଏକ ଘଟଣା ଘୋଟାଇଛନ୍ତି ଆମ ଭରାତରେ ଶାସନ ଭାରରେ ଥିବା ବିଧାୟକ ଅରବିନ୍ଦ ଲିମ୍ବଭଳି ଙ୍କ ଝିଅ,ଝିଅ ଜଣଙ୍କ ତାଙ୍କର ବାପା ଶାସନ ଭାରରେ ଅଛନ୍ତି ବୋଲି ଧମକ ଦେଇ, ଟ୍ରାଫିକ ନିୟମକୁ ନ ମାନି ଗାଡି ଚଳାଇଥିଲେ, ଆଉ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇବାରୁ ତାଙ୍କୁ କହିଥିଲେ କି ମୋ ବାପା କିଏ ଜାଣନ୍ତି ମୁଁ ଜଣେ ବିଧାୟକଙ୍କ ଝିଅ ଅରବିନ୍ଦ ଲିମ୍ବଭଳି ଙ୍କ ଝିଅ ଏପରି କିଛି କହିବା ସହିତ ପୋଲିସ ସହିତ ଯୁକ୍ତି ତର୍କ କରିବା ସହିତ ପୋଲିସକୁ ଗାଳି ଗୁଲଜ ମଧ୍ୟ କରିଥିଲେ |
ଆଉ ଏମିତି କହୁଥିବାର ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ଆଉ ସେଠି ମଧ୍ୟରୁ ଜଣେ ନିଜ ମୋବାଇଲ ଫୋନ କୁ କାଢି ସେହି ସବୁ ଭିଡିଓକୁ ସୁଟ କରୁଥିବା ବେଳେ ବିଧାୟକ ଙ୍କ ଝିଅ ଦେଖିନେଇଥିଲେ , ଆଉ ଘଟଣା ସ୍ଥଳରେ ସେ ଲୋକଟିକୁ ଗାଲରେ ମଧ୍ୟ ମାରିଥିଲେ, ଆଉ ଯାହା ଏବେ ସମସ୍ତଙ୍କ ମୋବଇଲ ଫୋନରେ ବହୁତ ଜୋରରେ ଭାଇରଲ ହେଉଛି |
ଏପରି ଘଟଣା ଘଟିବ ପରେ ସମସ୍ତ କଥା ବିଧାୟକ ଅରବିନ୍ଦ ଙ୍କ ପାଖରେ ପହଞ୍ଚିଥିଲା ଆଉ ସେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଆଉ ନିଜ ଝିଅର ଏପରି କାଣ୍ଡ କରନାମା କୁ ଦେଖି ବହୁତ ଲଜ୍ୟା ମଧ୍ୟ ହେଇଥିଲେ, ଆଉ ଆମର ପୋଲିସ କର୍ମଚାରୀ ଯୋଉ ମାନଙ୍କୁ ଝିଅ ଗାଳି ଗୁଲଜ କରିଥିଲେ ତାଙ୍କୁ କ୍ଷମା ମାଗିବା ସହିତ ଯୋଉ ଲୋକଙ୍କୁ ମାଡ଼ ମାରିଥିଲେ ତାଙ୍କୁ ମଧ୍ୟ ବିଧାୟକ ଜଣଙ୍କ କ୍ଷମା ପ୍ରାଥନା କରିବା ସହିତ , ଝିଅର ଏପରି କାମ ପାଇଁ ସେ ଦୁଃଖିତ ବୋଲି କହିଛନ୍ତି |
ତେବେ ଜଣେ ବିଧାୟକ ଙ୍କ ଝିଅ ହେଉକି ଯୋଦି ଟ୍ରାଫିକ ନିୟମ ନ ମାନିବ ଆଉ ପୋକିସ କୁ ଏପରି ବ୍ୟବହାର ଦେଖାଇବ , ତେବେ ସାଧାରଣ ଜନ ତା କଣ କରିବେ, ତେବେ ବର୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।