ଟୁଙ୍ଗୁରୁ ବର୍ଷାଙ୍କ ପାଇଁ ରାଗିଲେ ଅଟୋ ସଙ୍ଘ… ଜଣଙ୍କ ପାଇଁ ସଵୁ ଅଟୋ ବାଲା ହେଉଛନ୍ତି ବଦନାମ…. ଦେଖନ୍ତୁ Video

ବନ୍ଧୁମାନେ ଆପଣ ସମସ୍ତେ ଜାଣିଛନ୍ତି ବର୍ଷା ଓ ଟୁଙ୍ଗୁରୁ କଥା ଯେଉଁ ମାନେ ଏବେ ସୋସିଆଲ ମେଡିଆ ଠାରୁ ଆରମ୍ଭ କରି ଘରେ ଘରେ ପରିଚିତ ହେଇ ସାରିଲେଣି ।କିନ୍ତୁ ଆଜି ଏହି ବର୍ଷା ଓ ଟୁଙ୍ଗୁରୁ ପାଇଁ ପୁରା ଉତ୍ୟକ୍ତ ହେଇଯାଇଛି ପୁରା ଅଟୋ ସଂଘ କାରଣ ଜଣେ ଅଟୋ ଚାଳକ ପାଇଁ ସବୁ ଅଟୋ ଡ୍ରାଇଭର ଆଜି ବଦନାମ ହେଉଛନ୍ତି ।ତେବେ କେବଳ କଣ ନିଉଜ ରିପୋର୍ଟରଓ ଆଲବମ କରୁଥିବା ଲୋକ ମାନଙ୍କ ପାଖରେ ଆଉ କିଛି ନିଉଜ ନାହିଁ କି, କେବଳ ବର୍ଷା ଓ ଟୁଙ୍ଗୁରୁ କଥା ନିଉଜରେ ଦେଖିବାକୁ ମିଳୁଥିବା ବେଳେ ସେମାନଙ୍କୁ ନେଇ ଆଲବମ ବି କରାଯାଉଛି ।

ଆପଣ ଦେଖନ୍ତୁ ଆଜିର ନିଉଜ ଚେନାଲ ଓ ଆଲବମ ଷ୍ଟୁଡିଓ ଗୁଡିକ ସେହି ଘଟଣା ବା କଥାକୁ ବେଶୀ ଫୋକସ କରୁଛନ୍ତି ଯାହାକୁ ନେଇ ଅଧିକ ଟି ଆର ପି ପାଇଁ ପାରିବେ।କିନ୍ତୁ ଦୁନିଆରେ ଏମିତି ବହୁତ ଘଟଣା ଘଟୁଛି ଯାହା ଉପରେ ନଜର ଦେବା ନିତାନ୍ତ ଜରୁରି ଯାହାକୁ ଲୋକ ଲୋଚନକୁ ଆଣିବା ଉଚିୟ କିନ୍ତୁ ତାହାକୁ ସମସ୍ତେ ଅଣଦେଖା କରୁଛନ୍ତି ।ବର୍ତ୍ତମାନ ଦେଖନ୍ତୁ ସେହି ଅଟୋ ଡ୍ରାଇଭର ଟୁଙ୍ଗୁରୁ ଯିଏ ଜଣେ ବିବାହିତ ମହିଳାଙ୍କୁ ଭଲପାଇ ସମାଜକୁ ଏକ ଖରାପ ବାର୍ତା ଦେଉଛି କିଂର4 ଲୋକ ତାଙ୍କୁ ନେଇ ଆଲବମ ଭିଡ଼ିଓ ବନାଇବାରେ ଲାଗିଛନ୍ତି ।

ଆଉ ଏତିକି ନୁହେଁ ବର୍ଷା ମଧ୍ୟ ଆଲବମ୍ରେ ହିରୋଇନ ହେଇଛନ୍ତି, ଟ୍ରବେ ସେମାନେ ଭଲ କାମ କରି ବି ଆଜି ସେଲିବ୍ରେଟି ।କିନ୍ତୁ ବାସ୍ତବରେ ସେହି ଅଟୋ ଡ୍ରାଇଭର ଯେତେବେଳେ ରକ୍ତଦାନ କରନ୍ତି, ଲୋକଙ୍କ ହଜିଥିବା ଜିନିଷ ଖୋଜି ତାଙ୍କୁ ଦେଇ ଦିଅନ୍ତି ସେତେବେଳେ ତ ତାଙ୍କ କଥା କୋଉ ନିଉଜରେ ଆସେ ନାହିଁ ।ତେବେ ଏବେ ରଥଯାତ୍ରା ତ ମାହଲ ରହିଛି କାହିଁ କେହି ତା ଉପରେ ଭିଡ଼ିଓ କରୁ ନାହାନ୍ତି କି ଦ୍ରୋପଦି ମୂର୍ମୁ ଯିଏ ଭାରତର ରାଷ୍ଟ୍ରପତି ପଦ ପାଇଁ ନମିନେଟ ହେଇଛନ୍ତି କାହିଁ ତାଙ୍କୁ ନଦୀ କିଛି ଗୀତ ବାହାର ହେଉ ନାହିଁ ।

କିନ୍ତୁ ଅଯଥା କଥା ଯାହା କେବେ କାହାର ହିତ କରିବ ନାହିଁ ବରଂ ତାହା ସମାଜର କ୍ଷତି କରିବ ତାହାକୁ ସବୁବେଳେ ହାଇଲାଇଟ କରିବା ଓ ସେହି ସେହି ବ୍ୟକ୍ତିଙ୍କୁ ନେଇ ସୁନା ମୁକୁଟ ପିନ୍ଧାଇବା କଣ ଠିକ କି ।ତେବେ ଏମିତି ସବୁ ଅଭିଯୋଗ ରଖିବା ସହ ରାଜରାସ୍ତାକୁ ଅଲାହିଛନ୍ତି ପୁରା ଅଟୋ ସଂଘ ଏହା ସହିତ ସେମାନେ ସେହି ବର୍ଷା ଓ ଟୁଙ୍କୁରୁ ଆଲବମ କୁ ହଟେଇବାକୁ କହିଛନ୍ତି ।ଆଉ ସତ କହିବାକୁ ଗଲେ ଏହା ପ୍ରକୃତ ସତ ଅଟେ ବାସ୍ତବରେ ଦୁନିଆରେ ବହୁତ କିଛି ହେଉଛି କିନ୍ତୁ କେବେ ତାହା ଉପରେ କାହାର ନଜର ପଡୁନାହିଁ ।ଖାଲି ମୂଲ୍ୟହୀନ କଥା ଗୁଡିକୁ ନେଇ ବ୍ୟର୍ଥ ଆଲୋଚନା କରାଯାଉଛି ସବୁବେଳେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment