Exclusive : ଟୁଙ୍ଗୁରୁ ପ୍ରେମରେ ପାଗଳିନୀ ହୋଇ ଏମିତି କାମ କରିଦେଲେ ବର୍ଷା……

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଟୁଁଙ୍ଗୁରୁ ଭୋଳ ଓ ବର୍ଷାଙ୍କ. ଅଧ୍ୟରେ ଥିବା ପ୍ରେମ ସମ୍ପର୍କ ବିଷୟରେ |ଯୁଆଡେ ଦେଖିବ ଖାଲି ସେହି ଗୋଟିଏ କଥା ସମସ୍ତଙ୍କ ମୁହଁରେ ଓ ବହୁ ଚର୍ଚ୍ଚା ରେ ଅଛନ୍ତି ବର୍ଷା ଓ ଟୁଁଙ୍ଗୁରୁ ଭୋଳ ଙ୍କ ସମ୍ପର୍କ | ଆଉ ଯୋଉ ପ୍ରେମ ସମ୍ପର୍କ କୁ ନେଇକି ଅନେକ ଗୀତ ମଧ୍ୟ ପ୍ରକାଶ ପାଇଥିଲା , ସେହି ଟୁଁଙ୍ଗୁରୁ ଭୋଳ ଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା |ଗଣ ମାଧ୍ୟମ ସାମ୍ନାରେ ବର୍ଷାଙ୍କ ସହିତ କିଛି ସମ୍ପର୍କ ନାହିଁ ବୋଲି କହୁଥିବା ଟୁଁଙ୍ଗୁରୁ ଭୋଳ , ଆଉ ଯାହା ପାଇଁ ହାତ କାଟିଦେଇଥିଲେ ବର୍ଷା |ତାହେଲେ ଆସନ୍ତୁ କଣ ଘଟିଥିଲା ବର୍ଷାଙ୍କ ସହିତ , ଆଉ କଣ ପାଇଁ ବର୍ଷା ଏମିତି ହାତ କାଟିବାର ଡିସିସନ ନେଇଥିଲେ ଆସନ୍ତୁ ଜାଣିବା |

ଗଣ ମାଧ୍ୟମରେ ପ୍ରକାଶିତ ହେଉଛି ଏବେ ଗୋଟିଏ ଖବର ତାହା ହେଉଛି ପ୍ରେମ ପାଇଁ ହାତ କାଟିଦେଲେ ବର୍ଷା, ଟୁଁଙ୍ଗୁରୁ ଙ୍କ ପ୍ରେମରେ ବର୍ଷା ଏତେ ପାଗଳ ହୋଇଯାଇଥିଲେ କି କଣ କରିବେ କଣ ନାହିଁ କିଛି ଜାଣିପାରୁନଥିଲେ |ତେବେ ବେଶୀ ବୟସ ମହିଳା ବର୍ଷା ଆଉ ଟୁଁଙ୍ଗୁରୁ ଭୋଳ ଙ୍କ ମଧ୍ୟରେ ଜୋର ସୋରରେ ପ୍ରେମ ସମ୍ପର୍କ ଚାଲିଥିଲା ବେଳେ, ପରେ ଟୁଁଙ୍ଗୁରୁ ଙ୍କୁ ମନା କରି ଦେଇଥିଲେ ତାଙ୍କୁ ପ୍ରେମ କରନ୍ତିନି ବୋଲି | ଆଉ ଯାହା ଫଳରେ ଟୁଁଙ୍ଗୁରୁ ଙ୍କୁ ମନ ଦେଇ ଭଲ ପାଉଥିବା ବର୍ଷା ଙ୍କ ମନରେ ବହୁତ କଷ୍ଟ ହେଇଥିଲା ଓ ତାଙ୍କର ମନ ଭାଙ୍ଗିଯାଇଥିଲା |ଆଉ ଯାହା ଫଳରେ ହାତ କାଟିବାର ମନସ୍ଥ କରି ହାତ କାଟି ଦେଇଥିଲେ ବର୍ଷା |

ତେବେ ସେ ଯାହା ହେଉ ଟୁଁଙ୍ଗୁରୁ ଙ୍କୁ ବହୁତ ଭଲ ପାଉଥିଲେ ବର୍ଷା, ଆଉ ଟୁଁଙ୍ଗୁରୁ ଙ୍କୁ ବାହା ହେବାକୁ ଜିଦ ମଧ୍ୟ ଧରି ବଡ଼ିଥିଲେ ସେ, ଆଉ ଟୁଁଙ୍ଗୁରୁ ମନା କରିଦେଇଥିବାରୁ ଲୋକ ଲଜ୍ୟାର ଶିକାର ହୋଇଥିଲେ ବର୍ଷା | ଆଉ ସେ ଶେଷରେ କିଛି ଉପାୟ ନ ପାଇଁ ହାତ କାଟିଦେବେ ବୋଲି ମନସ୍ଥ କରିଥିଲେ ବର୍ଷା |ତେବେ ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି କି ଟୁଁଙ୍ଗୁରୁ କୁଆଡେ ବର୍ଷା ଙ୍କୁ ମଧ୍ୟ ଭଲ ପାଉଛନ୍ତି, ଆଉ ସେ ବର୍ଷା ଙ୍କ ପାଇଁ ପାଗଳ, ଆଉ ବର୍ଷା ଯୋଉ କଥା କହୁଥିଲେ କି ସବୁ ବେଳେ ଆଇ. ଲଭ. ଇଉ ବୋଲି କହୁଥିଲେ ଓ ଗୋଲାପ ଦେଉଥିଲେ ତାହା ସତ୍ୟ | ଟୁଁଙ୍ଗୁରୁ ମଧ୍ୟ ବର୍ଷା ଙ୍କୁ ବାହା ହେବାକୁ ପ୍ରତିଶୃତି ଦେଇଛନ୍ତି |

ଆଉ ବର୍ଷା ବିବାହିତ ତାହାର ଦୁଇଟି ପୁଅ ଅଛି ବୋଲି ଜଣିକି ମଧ୍ୟ ସେ ବର୍ଷା ଙ୍କୁ ଭଲ ପାଉଥିଲେ ଓ ଟୁଁଙ୍ଗୁରୁ ଅଟୋ ଚଲାନ୍ତୁ କି ଯାହା କରନ୍ତୁ ବର୍ଷା ତାଙ୍କୁ ହି ବାହା ହେବେ ବୋଲି କହିଥିଲେ | ତେବେ ଟୁଁଙ୍ଗୁରୁ ଯଦି ବର୍ଷା ଙ୍କୁ ଭଲ ପାଉଥିଲେ ତେବେ ସେସିଆଲ ମିଡିଆରେ ଏତେ କଥା ଭାଇରାଲ କଣ ପାଇଁ କରୁଥିଲେ ଓ ବର୍ଷା ତାଙ୍କର ହାତ କଣ ପାଇଁ କାଟୁଥିଲେ |ଯାହା ଏବେ ବର୍ଷାଙ୍କ ହାତ କାଟିବା କଥାଟି ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment