ଟିଉସନ ବାହାନା କରି ପ୍ରେଗନେଣ୍ଟ ହେଲା ନବମ ଶ୍ରେଣୀ ଝିଅ , ଘଟଣା ସମ୍ପର୍କରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଚମ୍ୱିତ

0

କିଳିଯୁଗରେ ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ କେବେହେଲେ କାନରେ ଶୁଣି ନଥିବେ ବା ଦେଖି ନଥିବେ । ସେପରି କିଛି ଘଟଣା ଆଜିର ସମାଜରେ ଦେଖିବାକୁ ମିଳୁଛି , ସମ୍ପୂର୍ଣ୍ଣ ଘଟଣାଟି ହେଉଛି ନବମ ଶ୍ରେଣୀର ଝିଅକୁ ପ୍ରେଗନେଣ୍ଟ କଲା ଜଣେ 13 ବର୍ଷର ପୁଅ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାର ଖଇରାଥାନା ଶ୍ୟାମ ସୁନ୍ଦର ପୁର ପଞ୍ଚାୟତ ଅଧୀନ ରୁଢିଙ୍ଗିଆ ଗ୍ରାମରେ । ସୂଚନା ଅନୁସାରେ ରୁଢିଙ୍ଗିଆ ଗ୍ରାମର ହେମନ୍ତ କୁମାର ନାୟକଙ୍କ 13 ବର୍ଷର ଜବାନ ପୁଅ ଏବଂ ସେହି ଗ୍ରାମର ନବମ ଶ୍ରେଣୀ ଝିଅ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

କିଛି ଦିନ ପରେ ଯୁବତୀର ଘର ଲୋକେ ଜାଣିବାକୁ ପାଇଲେକି ଯୁବତୀ ଜଣକ ସାତ ମାସର ବଗର୍ଭବତୀ ଅଛି , ଏହି ଘଟଣାଟି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନାବାଳିକାର ପରିବାର ଲୋକେ ବହୁତ ଲଜ୍ଜିତ ଅନୁଭବ କରିଥିଲେ । ଝିଅଟି ଟିଉସନ ଯିବା ବାହାନା କରି ଅନ୍ୟତ୍ର ସ୍ଥାନକୁ ବୁଲିବା ପାଇଁ ଯାଉଥିଲେ ଏବଂ ଘରଲୋକ ଘଟଣା ସମ୍ପର୍କରେ ଜାଣି ସାରିବା ପରେ ଯୁବତୀଙ୍କୁ ପଚରା ଉଚରା କରିବାରୁ ଯୁବତୀ ଜଣକ କହିଛନ୍ତି କି ସେ ସେହି ଗ୍ରାମର ମୀହିରଙ୍କ ସହ ପ୍ରେମ ସମ୍ପର୍କ ଅଛି ।

ଏହି ଘଟଣା ସମ୍ପର୍କରେ ଯୁବତୀଙ୍କ ପରିବାର ଲୋକ ଯାଇ ମହୀରଙ୍କ ପରିବାର ଲୋକଙ୍କୁ ଜଣାଇବାରୁ ଏହି ସବୁ ମିଛ ବୋଲି ମହୀର ତାଙ୍କ ପରିବାରକୁ ଜଣାଇଥିଲେ । ଯୁବତୀଙ୍କ ପରିବାର ଲୋକ ଗ୍ରାମର କିଛି ମୁଖିଆ ଓ ମହିଳା ସଂଘକୁ ନେଇ ଯାଇଥିଲେ ଏବଂ ଦୁଇ ପରିବାର ମଧ୍ୟରେ ବୈଠକ ବସିଥିଲା । ମହୀର ସେହି ବୈଠକରେ ନିଜର ଭୁଲ ସ୍ୱୀକାର କରିଥିଲେ , ଭଦ୍ରଲୋକଙ୍କର ନିଷ୍ପତ୍ତି କ୍ରମେ ସେ ଦୁହିଁଙ୍କର ବିବାହ କରିବାର ନିଷ୍ପତ୍ତି ନିଆଗଲା । କିନ୍ତୁ ମୀହିର ବିବାହ କରିବାକୁ ମନା କରିବା ସହିତ ଘରୁ କୁଆଡେ ଫେରାର ହୋଇ ଯାଇଛି ।

ଯୁବତୀଙ୍କ ପରିବାର ଲୋକେ ଏହି ଖବର ଜାଣିବା ପରେ ପ୍ରିୟଦର୍ଶନୀ ମହିଳା ସଂଘକୁ ଏକଥା ଜଣାଇଥିଲେ ଏବଂ ତାହା ପର ଦିନ ମହିଳା ସଂଘର ସଭାପତି ସିବାନୀ ମାହାନ୍ତି ଓ ସମ୍ପାଦକ ବିନତୀ ମହାଲାଙ୍କ ସହ ଅନ୍ୟ ସଦସ୍ୟ ମାନେ ମହୀରଙ୍କ ଘରେ ପହଞ୍ଚି ଦୁଇ ପରିବାର ସହ ଆଲୋଚନା କରିବା ସହ ଯୁବତୀଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ । ଏପଟେ ମହୀରଙ୍କ ବାପା ଶମ୍ଭୁନାଥ ଉକ୍ତ ଯୁବତୀଙ୍କୁ ନିଜର ବହୂ ଭାବରେ ଗ୍ରହଣ କରିବା ସହିତ ତାଙ୍କ ପୁଅ ସହ କୋର୍ଟ ବିବାହକରିବାର ପ୍ରତିଶ୍ରତି ଦେଇଛନ୍ତି ।

କିନ୍ତୁ ପୁଅ ମୀହିର କୁଆଡେ ଯାଇଛନ୍ତି ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଏବଂ ମହିଳା ସଂଘକର୍ମୀ ମାନେ ଉଭୟ ପରିବାରଙ୍କର ଲିଖିତ ପ୍ରମାଣ ରଖିଛନ୍ତି । ଏହା ସହିତ ଝିଅର ଯେମିତି ଖାଇବା ପିଇବାରେ କୌଣସି ପ୍ରକାର ଅସୁବିଧା ନହେବ ସେଥିପ୍ରତି ମଧ୍ୟ ପ୍ରତିଶ୍ରୁତି ଦେବା ସହିତ ବାପା ଓ ମା ପୁଅକୁ ଖୋଜାଖୋଜି କରିବାରେ ଲାଗିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।