ଟିଭି ପରଦାରେ ଆଉ ଦେଖିବାକୁ ମିଳିବନି ଅନୁଭବଙ୍କ ଦାଦାଗିରି, ଚାଲିଛି ଅନୁଭବଙ୍କ ରହୁକାଳ !… ପୁରା ଘଟଣା ଜାଣିଲେ ହୋସ ଉଡିଯିବ…

ଏମିତି ସାଂସଦ ଅନୁଭବ ମହାନ୍ତି ଙ୍କର ରାହୁ କାଳ ଚାଲିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭିଡ଼ିଓ ରୁ ଜଣା ପଡ଼ିଛି। ଆଉ ତାଙ୍କର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିବାଦ ପାଇଁ ସାମ୍ନାକୁ ଆସି ଥାଆନ୍ତି। ଆଉ ତାଙ୍କର ଏମିତି କିଛି ଦିନ ପରେ ସୋସିଆଲ ମିଡ଼ିଆରେ ମଧ୍ୟ ହଟହଟା ହୋଇଥିଲେ ଯାହାର ଭିଡ଼ିଓ ନଜର କୁ ଆସିଥିଲା। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏଠାରେ ପୁଣି ବିବାଦ କୁ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରରେ ଭାଇରଲ ହେବାରେ ଲାଗିଛି।

ଏହିଠାରେ ବିବାଦ ପୁଣି ବଢି ଚାଲିଛି ଆପଣ ମାନେ ଏଠାରେ ଦେଖିବା ପରେ ଜାଣି ପାରିଥିବେ। ତେବେ ସେ କିଛି ଦିନ ତଳେ ପ୍ରଥମେ ନିଜର ପାରିବାରିକ କଳହ କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ନିଜର ପ୍ରଶଂସକ ଆଗରେ ମଧ୍ୟ ବିବାଦ କୁ ଆସିଥିଲେ। ଆଉ ତାଙ୍କର ନିଜ ପତ୍ନୀ ସହିତ ଏହିଭଳି କିଛି ବିବାଦ ହେବା ପରେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଜୋର ଧରିଥିଲା ଏବଂ ପ୍ରଶଂସକ ମାନଙ୍କ ମଧ୍ୟରେ ସ୍ୱର ମଧ୍ୟ ଉଠିଥିଲା। ଆଉ କିଛି ଦିନ ପରେ ପୁଣି ଥରେ ରାଜନୀତି ରେ ତାଙ୍କୁ ହଟହଟା ହେବାକୁ ପଡିଥିଲା ଯାହା ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ।

ତାଙ୍କୁ ରାଜନୀତି ର ବିଭିନ୍ନ ସଭା ସମିତି ଏବଂ ନିର୍ବାଚନ ସମୟରେ ପ୍ରଚାର କାର୍ଯ୍ୟକ୍ରମ ରୁ ମଧ୍ୟ ବାଦ ଦିଆ ଯାଇଥିଲା ଯାହାକୁ ନେଇ ଅନେକ ବିବାଦ ଘେରରେ ରହିଥିଲେ ସାଂସଦଅ ଅନୁଭବ ମହାନ୍ତି। ତାଙ୍କର ଏମିତି ଅନେକ ଘଟଣା ରେ ତାଙ୍କର ବିବାଦ ସୃଷ୍ଟି ହୋଇଛି ଯାହା ପାଇଁ ତାଙ୍କର ପ୍ରଶଂସକ ଙ୍କ ଆଗରେ ହଟହଟା ମଧ୍ୟ ହୋଇଥିବାର ଦୃଶ୍ୟ ନଜରକୁ ଆସିଥିଲେ। ଆଉ ଏବେ ପୁଣି ଏକ ଓଡ଼ିଶାର ବଡ଼ ରିଏଲିଟି ଶୋ ରେ ବିବାଦ କୁ ଆସିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ଜୋର ରେ ହୋଇଛି। ଆଉ ଏହି ଭିଡ଼ିଓ ରେ ତାଙ୍କର ବିବାଦ କୁ ନେଇ ଅନେକ ପ୍ରଶଂସକ ମାନେ ମଧ୍ୟ ଏବେ ଦ୍ୱନ୍ଦରେ।

ଆଉ ତାଙ୍କର ଏକ ଶୋ ଏବେ ଓଡ଼ିଆ ଟେଲିଭିଜନ ଜଗତରେ ” ଦାଦାଗିରି” ନାମକ ଏକ ଶୋ ହୋଇଥିଲା ଯେଉଁଠାର ତାଙ୍କୁ ବାହାର କରା ଯାଇଛି ଏହି ପ୍ଲାଟଫର୍ମ ରୁ ଆଉ ତାଙ୍କୁ କେହି ଏଠାରେ ଦେଖିବାକୁ ପାଇବେ ନାହିଁ ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଆଉ ତାଙ୍କର ଏହିଭଳି ବିବାଦ ଗୋଟିଏ ପରେ ଗୋଟିଏ ଦେଖା ଦେଇଛି ଏହାକୁ କହି ପାରିବା ଯେ ତାଙ୍କର ରାହୁ ଦଶା ଯାହା ପାଇଁ ବିଭିନ୍ନ ସ୍ଥାନରୁ ତାଙ୍କୁ ବାଦ ହେବାକୁ ପଡୁଛି। ଆଉ ତାଙ୍କର ଏହି ଶୋ ରୁ ବାଦ ପରେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଙ୍କୁ ସୁଯୋଗ ଦିଆ ଯିବା ନେଇ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment